April 21, 2024

Odia Express

News For Public

ରେଷ୍ଟୁରାଣ୍ତରୁ ବାହାରକୁ ବାହାରିଲା ପରେ ଅକ୍ଷୟ କୁମାର ଦେଖିଲେ ଜଣେ ଗରିବ ଛୁଆକୁ , ତାପରେ ଏହି ପରି ବଦଳିଗଲା ସେହି ପିଲାର ଭାଗ୍ୟ..

ଅକ୍ଷୟ କୁମାର ବଲିଉଡ୍ ରେ ଏପରି ଜଣେ ଅଭିନେତା ଅଟନ୍ତି ଯିଏକି ସବୁ ବୟସର ଦର୍ଶକଙ୍କୁ ପସନ୍ଦ ଆସିଥାଏ , ସେ ସବୁ ଥର ନିଜ ଫିଲ୍ମରେ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଅଭିନୟ ଦେଖାଇଥାନ୍ତି , ତାଙ୍କର ସବୁ ଫିଲ୍ମର କନସେପ୍ଟ ଅଲଗା ହୋଇଥାଏ , ସେ ସବୁବେଳେ ଚେଷ୍ଟିତ କି ସେ ଦର୍ଶକଙ୍କୁ କିଛି ନୁଆ ଦେଇପାରିବେ , ଅକ୍ଷୟ ଏବେ ସାମାଜିକ ମୁଦ୍ଧା ଉପରେ ଅଧିକା ଫିଲ୍ମ କରୁଛନ୍ତି , ଏବେ କିଛି ଦିନ ତଳେ ଅକ୍ଷୟକୁମାରଙ୍କ ଫିଲ୍ମ କେଶରୀ ରିଲିଜ୍ ହୋଇଥିଲା , ଯାହା ବକ୍ସ ଅଫିସ୍ ରେ ସୁପରହିଟ୍ ହୋଇଥିଲା , ମିଡିଆ ରିପୋର୍ଟ୍ସ ମୁତାବିକ ଏହି ଦିନରେ ଅକ୍ଷୟ କୁମାର ନିଜ ଅପକମିଙ୍ଗ୍ ଫିଲ୍ମ ଗୁଡ୍ ନ୍ୟୁଜ୍ ପାଇଁ ସୁଟିଂଙ୍ଗ୍ ରେ ବ୍ୟସ୍ତ ଅଛନ୍ତି , ଏହି ଫିଲ୍ମରେ ସେ କରୀନା କାପୁରଙ୍କ ସହ ନଜର ଆସିବେ , ୨୦୦୯ ରେ ଆସିଥିବା ଫିଲ୍ମ କମ୍ବକତ୍ ଇଷ୍କ୍ ପରେ ୧୦ ବର୍ଷ ପରେ ଅକ୍ଷୟ ଓ କରିନା ଏକାଠି କାମ କରୁଛନ୍ତି ,

 

ଅକ୍ଷୟ କୁମାର ଏକ ବଢିଆ ଅଭିନେତା ସହ ଏକ ଭଲ ମଣିଷ ବି ଅଟନ୍ତି , ଅକ୍ଷୟଙ୍କ ଗୋଟେ ବର୍ଷରେ ଗୋଟେ ଫିଲ୍ମ ରିଲିଜ୍ ହୋଇଥାଏ , ତାଙ୍କର ଅଧିକାଂଶ ଫିଲ୍ମ ହିଟ୍ ହୋଇଯାଏ , ଫିଲ୍ମରୁ ସେ ଭଲ ଇନକମ୍ କରିନିଅନ୍ତି , ଅକ୍ଷୟଙ୍କ ଗଣନା ବଲିଉଡ୍ ରେ ସବୁଠାରୁ ଧନୀ ଆକ୍ଟର ହିସାବରେ କରାଯାଏ , ଏତେ ପଇସା ଥିବା ସତ୍ତ୍ୱେ ସେ ଅଯଥା ଖର୍ଚ୍ଚ ଉପରେ ବିଶ୍ୱାସ ରଖନ୍ତି ନାହିଁ , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଗୋଟେ ମିନିଟ୍ ରେ ସେ ୧୮୬୯ ଟଙ୍କା କରନ୍ତି , ତା ସତ୍ତ୍ୱେ ବି ସେ ପଇସାକୁ ସମ୍ଭାଳିକରି ଖର୍ଚ୍ଚ କରନ୍ତି , ସେମିତି ସେ ନିଜ ପାଇଁ ଗୋଟେ ଟଙ୍କା ଖର୍ଚ୍ଚ ନ କରନ୍ତୁ କିନ୍ତୁ ଅନ୍ୟ ମାନଙ୍କ ପାଇଁ ସେ କୋଟିଏ ଟଙ୍କା ଖର୍ଚ୍ଚ କରିଦିଅନ୍ତି , ପୁଲବାମାରେ ହୋଇଥିବା ଆକ୍ରମଣ ପାଇଁ ସେ ଶହିଦଙ୍କ ପରିବାରଙ୍କୁ ୫ କୋଟି ଦାନ କରିଥିଲେ , ଏବେ ଓଡିଶାର ଫୋନି ବ୍ୟାତା ପାଇଁ ସେ କୋଟିଏ ଟଙ୍କା ଦାନ କରିଥିଲେ , ପୁଣି ଆଉଥରେ ଅକ୍ଷୟଙ୍କ ଦରିଆଦିଲି ଦେଖିବାକୁ ମିଳିଥିଲା , ସେ ନିଜ ପରିବାର ସହ ବାହାରକୁ ଖାଇବାକୁ ଯାଇଥିଲେ , ତେବେ କଣ ହେଲା ସେଠି ଆସନ୍ତୁ ଜାଣିବା ।

 

ଏବେ କିଛି ଦିନ ହେବ ଅକ୍ଷୟ କୁମାର ନିଜ ସ୍ତ୍ରୀ ଟ୍ୱିଙ୍କିଲ୍ ଖାନ୍ନା , ବବି ଦେଓଲ ଓ ତାଙ୍କ ସ୍ତ୍ରୀ ତାନ୍ୟା ଙ୍କ ସହ ଏକ ରେଷ୍ଟୁରାଣ୍ଟରେ ଡିନର୍ କରିବାକୁ ଯାଇଥିଲେ , ସେଠାରୁ ଡିନର୍ କରିବାପରେ ମିଡିଆ ତାଙ୍କ ଫଟୋ ନେବାରେ ଲାଗିଥିଲେ , ଯେବେ ଫଟୋ ଉଠାଇବାବେଳେ ବ୍ୟସ୍ତ ଥିଲେ , ଅକ୍ଷୟ କୁମାରଙ୍କ ନଜର ଦୁରରେ ଥିବା ଏକ ଗରିବ ଛୁଆ ଉପରେ ପଡିଲା , ଅକ୍ଷୟ କୁମାର ସେହି ଛୁଆ ଉପରେ ଦୟା ଆସିଲା , ଓ ସେ ତା ପାଖକୁ ଚାଲିଗଲେ ।

 

ଏହି ଘଟଣା ଦେଖି ଲୋକେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ , ଅକ୍ଷୟ କୁମାର ଗରିବ ଛୁଆଙ୍କୁ କଥାବାର୍ତ୍ତା କରି ତାଙ୍କ ମୁଣ୍ତ ଉପରେ ଆଉଁସି ଦେଇଥିଲେ , ଓ ଫଟୋ ଉଠାଇବାକୁ ଲାଗିଲେ , ଯେବେ ସେ ବାହାରକୁ ବାହାରିଲେ ସେ ବହୁତ ସାରା ପଇସା ସେ ଛୁଆକୁ ଦେଇଥିଲେ , ଏହା ପ୍ରଥମ ମଉକା ନୁହେଁ ଅକ୍ଷୟ କାହାକୁ ଏପରି ସାହାଯ୍ୟ କରିଛନ୍ତି , ସେ ଆସିବା ଦିନରୁ ଗରିବ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି ,

Leave a Reply

Your email address will not be published. Required fields are marked *