March 29, 2024

Odia Express

News For Public

ଏହି ୫ ଟି ଜାଗାରେ ଥିବା କଳା ଜାଇ ବଦଳାଇଦେବ ଆପଣଙ୍କ ଭାଗ୍ୟ , ଆପଣଙ୍କ ଜୀବନରେ ହେବ ଧନର ବର୍ଷା…

ଏହି ଦୁନିଆଁରେ ଧନୀ ହେବାପାଇଁ କିଏ ବା ନ ଚାହେଁ , ସମସ୍ତେ ଚାହଁନ୍ତି କି ତାଙ୍କର ପାଖରେ ପଇସା ସହ ସୁବିଧାରେ ଜୀବନଶୈଳୀ କାଟିବାପାଇଁ ଭରପୁର ଐଶ୍ୱର୍ଯ୍ୟ ମିଳିପାରୁ । ସମସ୍ତେ ଚାହଁନ୍ତି କି ସେ ଯେଉଁ ଜିନିଷ ଉପରେ ହାତ ରଖିବେ , ସେ ତାହାକୁ ସାଙ୍ଗେ ସାଙ୍ଗେ କିଣିପାରୁ । କିନ୍ତୁ ଧନୀ ହେବା ଏତେ ସହଜ ହୋଇନଥାଏ । ବଡ ବଡ ଲୋକେ ଧନୀ ହେବାପାଇଁ ବହୁତ କିଛି କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ସିକ୍ରେଟ୍ କହିବାକୁ ଯାଉଛୁ , ଯାହାକୁ ଜାଣିଲେ ଆପଣଙ୍କ ଖୁସିର ଠିକଣା ରହିବ ନାହିଁ , ହିନ୍ଦୁ ଧର୍ମର ଶାସ୍ତ୍ରରେ ସବୁ ମନୁଷ୍ୟର ଗ୍ରହ, ନକ୍ଷତ୍ର ହାତର ରେଖା , ଚେହେରାର ହସ , ଆଦି ଆମର ସ୍ୱଭାବ , ଚରିତ୍ର , ଧନିକ୍ , ଭବିଷ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ ।

ଠିକ୍ ସେହିପରି ହିନ୍ଦୁ ଧର୍ମରେ ସମୁଦ୍ର ଶାସ୍ତ୍ରରେ ସବୁ ମଣିଷର ଶରୀରରେ କଳା ଜାଇ ମହଜୁତ ହୋଇଥାଏ , ଏମିତିରେ ଆପଣଙ୍କ ଶରୀରରେ ପାଞ୍ଚଟି ଅଙ୍ଗ ହୋଇଥାଏ , ଯେଉଁଥିରେ କଳା ଜାଇ ଦେଖାଦେଇଯାଏ , ଆପଣ ବହୁତ ଭାଗ୍ୟବାନ ହୋଇପାରେ , ଜଲଦି ହିଁ ଆପଣଙ୍କ ଭାଗ୍ୟ ବଦଳିପାରିବ , ଆଜି ଆମେ ଆପଣଙ୍କୁ ଶରୀରର ପାଞ୍ଚଟି ଅଙ୍ଗ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ ଯଦି କଳା ଜାଇ ଦେଖାଯାଏ ତେବେ ଆପଣଙ୍କ ଭାଗ୍ୟ ଧନୀ ହେବା ଲେଖା ହୋଇଯାଏ , ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ଅଙ୍ଗ ବିଷୟରେ ।

 

ଯଦି ଆମେ ସମୁଦ୍ର ଶାସ୍ତ୍ର ବିଷୟରେ କହିବା ତେବେ ବହୁତ ସାରା ଲୋକଙ୍କ ପେଟରେ କଳା ଜାଇ ରହିଥାଏ , କିନ୍ତୁ ଆପଣଙ୍କୁ ଜଣେଇ ଦେବୁ କି ପେଟ ରେ ଥିବା କଳାଜାଇକୁ ଶୁଭ ବୋଲି ଜଣାଯାଏ ନାହିଁ , ଓ ଏହା ସହ ବ୍ୟକ୍ତିର ଦୁର୍ଭାଗ୍ୟର କାରଣ ହୋଇପାରେ , ଯାହାଙ୍କ ପେଟରେ କଳାଜାଇ ଥାଏ ସେମାନେ ବହୁତ ତେଜ୍ ହୋଇଥାଣ୍ତି , କିନ୍ତୁ ଯଦି ଆପଣ କଳା ଜାଇ ପେଟ ପରିବର୍ତ୍ତେ ନାଭିର ଆଖ ପାଖରେ ଅଛି ତେବେ ଜାଣିବେ କି ଆପଣଙ୍କ ଭାଗ୍ୟ ବଦଳିବାର ଅଛି , ଓ ବହୁତ ଜଲଦି ଧନ ପ୍ରାପ୍ତି ହେବ ।

 

ବହୁତ ସାରା ଲୋକଙ୍କର ପିଠିରେ କଳା ଜାଇ ହୋଇଥାଏ , ଯଦି ଆପଣ ଏଥିରେ ସାମିଲ୍ ଅଛନ୍ତି ତେବେ ବୁଝିନେବେ କି ଆପଣଙ୍କ ସ୍ୱଭାବ ରୋମାଣ୍ଟିକ୍ ଅଛି , ଓ ତାହା ସହ ଆପଣ ବହୁତ ଜଲଦି ଧନ ବାନ ହୋଇପାରନ୍ତି , ପିଠିରେ କଳା ଜାଇ ରହିଲେ ବ୍ୟକ୍ତି ବହୁତ ଖର୍ଚ୍ଚିଳା ସ୍ୱଭାବର ହୋଇଥାଏ ।

 

ଲୋକଙ୍କର ହାତରେ କଳା ଜାଇ ହେବା ଏକ ସାଧାରଣ କଥା ଅଟେ , କିନ୍ତୁ ଯଦି ଆପଣଙ୍କ ପାଦରେ କଳାଜାଇ ଅଛି ତେବେ ଏହା ବହୁତ ହିଁ ଶୁଭ ହୋଇଥାଏ , ଗୋଡରେ କଳାଜାଇ ହେଲେ ସମାଜରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ , ଓ ଆଖପାଖରେ ଧନ ସମୃଦ୍ଧି ହେବ ।

ଯେଉଁ ଲୋକଙ୍କର କପାଳରେ କଳାଜାଇ ଦେଖାଯାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , କାରଣ ଏମିତି ଲ୍କେ ଦାମ୍ପତ୍ୟ ଜୀବନରେ ଧନ ଧ୍ୟାନ୍ୟ ଜୀବନରେ ବହୁତ ଭଲ ମାନିଥାନ୍ତି ।

ଯେଉଁ ଲୋକଙ୍କର କାନ୍ଧରେ କଳାଜାଇ ଥାଏ ସେମାନଙ୍କ ଘରେ ଧନର ବର୍ଷା ହୋଇଥାଏ , ଓ ତାହା ସହ ଶାନ୍ତମୟ ଜୀବନ କଟିଥାଏ ।

Leave a Reply

Your email address will not be published. Required fields are marked *