March 29, 2024

Odia Express

News For Public

ନୀତା ଅମ୍ବାନୀଙ୍କ ଗୁରୁଙ୍କ ଖୁଲାସା, ମା ଦୂର୍ଗାଙ୍କ ଏହି ପୂଜା ପାଇଁ ମୁମ୍ବାଇକୁ କରିଲା IPL 2019 ଚାମ୍ପିୟନ୍..

ଆଇପିଏଲ୍ ସିଜିନ୍ ୧୨ ର ମୁମ୍ବାଇ ବିଜୟକୁ ନେଇ ଏକ ବଡ ମଜାଦାର ଖୁଲାସା ହୋଇଛି , ମୁମ୍ବାଇ ଇଣ୍ତିଆନ୍ ଟିମ୍ ଓ ମାଲିକାଣୀ ନୀତା ଅମ୍ବାନୀ ଆଧ୍ୟାତ୍ମିକ ଗୁରୁ ପଣ୍ତିତ ଚନ୍ଦ୍ର ଶେଖର ଶର୍ମା ଏକ ବଡ ଖୁଲାସା କରିଛନ୍ତି , ସେ କହିଲେ କି ମ୍ୟାଚ୍ ଜିତିବାପାଇଁ ଏକ ଖାସ୍ ମନ୍ତ୍ରର ଜପ କରାଯାଈଥିଲା ଆଇପିଏଲ୍ ସିଜିନ୍ ୧୨ ରେ ମୁମ୍ବାଇ ଇଣ୍ତିଆନ୍ ଚେନ୍ନାଇ ସୁପରକିଙ୍ଗ୍ କୁ ହରାଇ ଚତୁର୍ଥଥର ଏହି ଟ୍ରଫି ହାସିଲ୍ କରିଥିଲା , ଯେବେ ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା । ଏହାର ଅନ୍ଦାଜା ଏହି କଥାରୁ ଲଗାଯାଇପାରୁଛି କି ମ୍ୟାଚର ଏହି ଫଇସଲା ଶେଷ ଓଭର ଲାଷ୍ଟ ବଲ୍ ରେ ଥିଲା ।

 

ଆଇପିଏଲ୍ ଫାଇନାଲ୍ ମ୍ୟାଚରେ ଯେପରି ଓଭର୍ କମିବାକୁ ଲାଗିଲା ତେବେ ନିତା ଅମ୍ବାନୀଙ୍କ ଚେହେରାରେ ଚିନ୍ତାର ବାତାବରଣ ଦେଖାଯାଇଥିଲା , ଚେନ୍ନାଇ ସୁପରକିଙ୍ଗ୍ ବହୁତ ଚିନ୍ତାରେ ଥିଲେ , ମ୍ୟାଚ୍ ରେ ଦୁହେଁ ଟୀମ୍ ସେହି ମୋଡରେ ଠିଆ ହୋଇଥିଲେ , ଯିଏ ହେଲେ ବି ଟ୍ରଫିର ବିଜେତା ହୋଇପାରିଥାନ୍ତେ , ନୀତା ଅମ୍ବାନୀ ଗ୍ୟାଲେରି ଆର ପାଖରୁ ଥାଇ ଭଗବାନଙ୍କୁ ମନେ ପକାଉଥିଲେ , ପ୍ରାର୍ଥନା କରୁଥିଲେ କି ଏହି ଥର ମୁମ୍ବାଇ ଏହି ମ୍ୟାଚକୁ ଜିତିଯାଉ । ମ୍ୟାଚ୍ ସମୟରେ ନୀତା ଅମ୍ବାନୀ ବହୁତଥର ମନ୍ତ୍ରର ଜପ କରୁଥିଲେ, ଏହାପରେ ସେ ଆଧ୍ୟାତ୍ମିକ ଗୁରୁ ପଣ୍ତିତ ଚନ୍ଦ୍ର ଶେଖର ଏହି କଥା ଉପରୁ ପର୍ଦା ଉଠାଇଲେ , ଚନ୍ଦ୍ର୍ ଶେଖର ଶର୍ମା ଏକ ଇଣ୍ଟରଭ୍ୟୁରେ କହିଲେ , ନୀତା ଅମ୍ବାନୀ ଚଣ୍ତୀ ପାଠ କରୁଥିଲେ ,

 

ସେ କହିଲେ କି ଆମେ ସବୁ ମ୍ୟାଚ୍ ଆରମ୍ଭରୁ ଓ ପରେ ଚଣ୍ତୀ ପାଠ କରିଥାଉ , ଆମେ ପୁରା ମ୍ୟାଚରେ କଲେ , ପରିଶେଷରେ ମାଲିଙ୍ଗାଙ୍କ ଶେଷ ଓଭରରେ ମା ଦୂର୍ଗାଙ୍କ ଏହି ମନ୍ତ୍ରକୁ ପାଠ କରାଯାଇଥିଲା , ମା ଦୁର୍ଗାଙ୍କର ଏହି ପାଠ କାହାର ଭାଗ୍ୟ ବଦଳାଇବାପାଇଁ କରାଯାଏ । ଏହି ଶକ୍ତି ଉର୍ଜା ଦେଇଥାଏ , ଶର୍ମା ଏହି ମ୍ୟାଚର ସମୟରେ ନୀତା ଅମ୍ବାନୀଙ୍କ ଦ୍ୱାରା ଜପ କରାଯିବା ମନ୍ତ୍ରକୁ କହିବାକୁ ମନା କରିଥିଲେ । ସେ କହିଲେ ଏହା ତାଙ୍କର ରହସ୍ୟ ଅଟେ , ଏହା ତାଙ୍କର ବିଶ୍ୱାସ ଅଟେ , ଯେବେ ଆପଣ କେଉଁ ଜିନିଷକୁ ପୂର୍ଣ୍ଣ ରୁପେ ବିଶ୍ୱାସ କରନ୍ତି , ତେବେ ହୋଇଥାଏ , ଯେବେ କେଉଁ ଜିନିଷ ବି ଡରଥାଏ , ତେବେ ସେ ଏହାକରିଥାନ୍ତି ।

 

ମାଲିଙ୍ଗାଙ୍କ ବୋଲିଙ୍ଗ୍ ସମୟରେ ନୀତା ଅମ୍ବାନୀ ଗ୍ୟାଲେରିରେ ହାତ ଯୋଡି ମନ୍ତ୍ର ପଢୁଥିଲେ , ସୋସିଆଲ୍ ମିଡିଆରେ ନୀତା ଅମ୍ବାନୀଙ୍କ ଏକ ଭିଡିଓ ସେୟର୍ କରାଯାଉଛି, ଏଥିରେ ମନ୍ତ୍ର ପଢୁଥିବାର ଦେଖାଯାଉଛନ୍ତି , ମୁମ୍ବାଇ ଇଣ୍ତିଆନ୍ ର ଅଫିସିଆଲ୍ ଟ୍ୱିଟର୍ ଏକାଉଣ୍ଟରୁ ବି ଏକ ଭିଡିଓ ସେୟାର୍ କରାଯାଇଥିଲା । ଯେଉଁଥିରେ ନୀତା ଅମ୍ବାନୀ ଆଇପିଏଲ୍ ୧୨ ଟ୍ରଫିକୁ ନେଇ ମନ୍ଦିର ପହଞ୍ଚିଥିଲେ । ଓ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ରଖି ଥିଲେ , ଅନ୍ତରେ ନୀତା ଅମ୍ବାନୀଙ୍କ ପୁଜା ପାଠ କାମ ଦେଲା , ଓ ଟିମ୍ ଚତୁର୍ଥ ଥର ଜିତିଲା , ଆଇପିଏଲ୍ ର୍ ଫାଇନାଲ୍ ମୁକାବଲାରେ ମୁମ୍ବାଈ ଇଣ୍ତିଆନ୍ ଚେନ୍ନାଇକୁ ୧ ରନ୍ ରେ ହରାଇଦେଲା ।

Leave a Reply

Your email address will not be published. Required fields are marked *