April 16, 2024

Odia Express

News For Public

୩୬ ଇଞ୍ଚର ବର – କନ୍ୟା କଲେ ବିବାହ , ଫଟୋ ଦେଖିଲେ ଆପଣ ବି କହିବେ – ଯୋଡି ସ୍ୱର୍ଗରୁ ବନା ହେଇଥାଏ..

ଯୋଡି ସ୍ୱର୍ଗରୁ ହୋଇ ଆସିଥାଏ , ଏହି କଥା ଆପଣ କାହାଠୁ ନିଶ୍ଚିତ ଶୁଣିଥିବେ , ହଁ ଆଜ୍ଞା ଯୋଡି ଗୁଡିକ ସ୍ୱର୍ଗରୁ ହୋଇ ଆସିଥାନ୍ତି , ଆଜି ଆମେ ସେପରି ଏକ କାହାଣୀ ଆପଣଙ୍କ ପାଇଁ ନେଇକରି ଆସିଛୁ , ଯାହାକୁ ଜାଣିଲା ପରେ ଆପଣ ବି କହିବେ କି ଯୋଡି ସତରେ ସ୍ୱର୍ଗରୁ ହୋଇ ଆସିଥାଏ , ଆସନ୍ତୁ ଜାଣିବା ସେହି ସୁନ୍ଦର ଯୋଡିଙ୍କ ବିଷୟରେ ଆହୁରି କିଛି ନୁଆ ତଥ୍ୟ । ରାଜସ୍ଥାନର ଖଣ୍ତବା ଜିଲ୍ଲାର ପୁନାସା ଜନପଦ ରେ ଏକ ଏମିତି ବାହାଘର ହୋଇଥିଲା ,

 

ଯାହାକୁ ଦେଖିବା ପାଇଁ ପୁରା ଗାଁ ଏକାଠି ହୋଇଥିଲା , ସେ ଯାହାକୁ ବି ନିମନ୍ତ୍ରଣ ମିଳୁ କିମ୍ବା ନମିଳୁ ସମସ୍ତେ ଏହି ବାହାଘରରେ ଆସି ପହଞ୍ଚିଥିଲେ , ଲୋକଙ୍କର ମାନିବା କଥା କି ପ୍ରକୃତରେ ଯୋଡି ସ୍ୱର୍ଗରୁ ହୋଇ ଆସିଥାଏ , ଏହି ଯୋଡିଙ୍କ ବାହାଘର ହେବା ଲୋକଙ୍କ ପାଇଁ ଅସମ୍ଭବ ହେଲା ପରି ଲାଗୁଥିଲା , କିନ୍ତୁ ବହୁ ବର୍ଷପରେ ଏହି ଯୋଡି ବାହାହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥିଲେ , ଓ ସମସ୍ତେ ଏମାନଙ୍କ ସୁଖି ଜୀବନପାଇଁ କାମନା କରୁଛନ୍ତି ।

 

ଖଣ୍ତବା ନିବାସୀ ଧନେଶ ରାଜବୈଦ ,ଯାହାଙ୍କ ବୟସ ୩୬ ବର୍ଷ ଅଟେ , ଧନେଶ ରାଜବୈଦ ଗତ ୧୦ ବର୍ଷରୁ ନିଜ ପାଇଁ ଝିଅ ଖୋଜୁଥିଲେ , କିନ୍ତୁ ତାଙ୍କ ପାଇଁ କୌଣସି ଝିଅ ମିଳିପାରୁନଥିଲା , ଯାହାପରେ ଏବେ ଯାଇକରି ତାଙ୍କୁ ତାଙ୍କ ପସନ୍ଦର ଝିଅ ମିଳିଲା , ଯାହାଙ୍କୁ ସେ ବିବାହ କରିନେଲେ , କହିଦେବୁ କି କନ୍ୟାର ନାଁ ଚେତନା ଅଟେ , ଯୀଏକି ଧନେଶଙ୍କ ପରି ଦେଖିବାକୁ , ଧନେଶ ରାଜବୈଦ ନିଜ ବାହାଘର ବହୁତ ଧୁମଧାମ୍ ରେ କଲେ , ଏହି ବାହାଘର ଦେଖିବାକୁ ପୁରା ଗାଁ ଏକାଠି ହୋଇଯାଇଥିଲା ।

 

ଧନେଶ ବାହା ହେବାର ଆଶା ନେଇ ବହୁତ ଡିଗ୍ରୀ ହାସିଲ୍ କରିଥିଲେ , ଯିଏକି ଜଣେ ସାଧାରଣ ପୁଅ ପାଖରେ ଦେଖିବାକୁ ମିଳିବ ନାହିଁ , ହଁ ଆଜ୍ଞା , ଧନେଶ ହିନ୍ଦୀରେ ଏମ୍ ଏ କରିଛନ୍ତି , ଓ ତାହା ସହ ଡିଗ୍ରୀରେ ବିଏଡ୍ କରିଛନ୍ତି , ଏମିତିରେ ସେ ପାଠ ପଢାରେ କେହି ତାଙ୍କୁ ପଛରେ ପକାଇପାରିବ ନାହିଁ , କିନ୍ତୁ ତାଙ୍କର ଗୋଟେ ହିଁ ଇଚ୍ଛା ଥିଲା କି ସେ ବିବାହ କରିବେ , ଓ ପରିଶେଷରେ ବିବାହ ହୋଇଗଲା । ଏମିତିରେ ଯେବେ ଚେତନାଙ୍କ ବିଷୟରେ ଜଣା ପଡିଲା ଯିଏକି ତାଙ୍କ ଉଚ୍ଚତା ସହ ସମାନ ଥିଲେ , ତାହା ଶୁଣି ତାଙ୍କ ଖୁସିର ଠିକଣା ରହିଲା ନାହିଁ , ଏବେ ଦୁହେଁ ବିବାହର ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ,

ଭଗବାନଙ୍କ ନିକଟରେ ଏହି ପ୍ରାର୍ଥନା କି ସେମାନେ ଖୁସିରେ ଜୀବନ ଅତିବାହିତ କରନ୍ତୁ ।

Leave a Reply

Your email address will not be published. Required fields are marked *