March 29, 2024

Odia Express

News For Public

ଡ୍ରିମ୍ ଗାର୍ଲ ହେମା ମାଳିନୀଙ୍କ ବୋହୂ ମାନେ ଅଟନ୍ତି , ତାଙ୍କ ଠାରୁ ବି ଅଧିକା ସୁନ୍ଦର , ଦେଖିକରି ଆପଣ ମାନେ କହିବେ ଏମାନେ ତା ହିରୋଇନଙ୍କ ଠାରୁ ଅଧିକ..

1 min read

ବଲିଉଡ୍ ଦୁନିଆଁରେ ବହୁତ ଏପରି ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯିଏକି ନିଜର ବଢିଆ ଅଭିନୟ ଓ ସୁନ୍ଦରତା ଦ୍ୱାରା ଲକ୍ଷାଧିକ ଲୋକଙ୍କୁ ନିଜର ଦିୱାନା କରାଇଛନ୍ତି , ଏହି ଅଭିନେତ୍ରୀମାନେ ଜଣେ ବଲିଉଡ୍ ଡ୍ରିମ୍ ଗାର୍ଲ କୁହାଯାଉଥିବା ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀଙ୍କ ବିଷୟରେ କିଏ ବା ନ ଜାଣେ , ସେ କେଉଁ ପରିଚୟ ପାଇଁ ଦରକାର ପଡେନାହିଁ , ସେ ନିଜର ବଢିଆ ଅଭିନୟ ପାଇଁ ଓ ସୁନ୍ଦରତା ପାଇଁ ବହୁତ ଫ୍ୟାନ୍ସ ମାନଙ୍କ ହୃଦୟରେ ରାଜ୍ କରୁଛନ୍ତି । ସେ ବହୁତ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି , ଓ ଲୋକଙ୍କ ଦ୍ୱାରା ସେହି ଫିଲ୍ମଗୁଡିକୁ ପସନ୍ଦ ବି କରାଯାଇଛି ,

 

ଆଜି ଆମେ ଏଠାରେ ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀଙ୍କ ସାବତ ପୁଅ ବଲିଉଡ୍ ର ଆକ୍ସନ ହିରୋ ସନି ଦେଓଲ ଓ ବବି ଦେଓଲଙ୍କ ଦୁଇ ଜଣ ସ୍ତ୍ରୀଙ୍କ ବିଷୟରେ କହିବୁ , ଯିଏ କି ବହୁତ ସୁନ୍ଦର ଦେଖିବା ପାଇଁ । ଯେପରି ଆପଣ ଜାଣିଛନ୍ତି ବଲିଉଡ୍ ଅଭିନେତ୍ରା ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ହେମାମାଳିନୀ ଅଟନ୍ତି , ହେମାମାଳିନୀ ବଲିଉଡ୍ ଜଗତରେ ଏମିତି ବହୁତ ଫିଲ୍ମରେ କାମ କଲେ । ଓ ନିଜର ଅତି ସୁନ୍ଦର ଅଭିନୟ ଦ୍ୱାରା ଲକ୍ଷାଧିକ ଲୋକଙ୍କୁ ଦିୱାନା ବନାଇଦେଲେ , ଧର୍ମେନ୍ଦ୍ର ଓ ହେମାମାଳିନୀ ଏକା ସାଙ୍ଗେ ବହୁତ ଫିଲ୍ମରେ କାମ କରିଛନ୍ତି , ଓ ତାଙ୍କ ଦୁହିଁଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଏ ।

 

ବଲିଉଡ୍ ରେ ପ୍ରସିଦ୍ଧ ଅଭିନେତ୍ରୀ ହେମାମାଳିନୀଙ୍କ ସାବତ ପୁଅ ସନି ଦେଓଲଙ୍କ ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ , ତାଙ୍କର ଅନ୍ଦାଜ କିଛି ଅଲଗା ଅଟେ , ସେ ବଲିଉଡ୍ ରେ ଦିଗଜ୍ ଅଭିନେତା ଓ ଆକ୍ସନ୍ ଷ୍ଟାର୍ ହିସାବରେ ଜଣାଯାଆନ୍ତି , ଅଭିନେତା ସନି ଦେଓଲଙ୍କ ସ୍ତ୍ରୀଙ୍କ ନାଁ ପୂଜା ଦେଓଲ ଅଟେ ,ଯିଏକି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି , ସେମିତି ପୂଜା ଦେଓଲ ଲାଇମ୍ ଲାଇଟ୍ ରୁ ଦୂରେଇ ରୁହନ୍ତି , କିନ୍ତୁ ଦେଖିବାପାଇଁ କେଉଁ ବଲିଉଡ୍ ଅଭିନେତ୍ରୀଙ୍କ ଠାରୁ କମ୍ ଲାଗନ୍ତି ନାହିଁ , ଯଦି ସୁନ୍ଦରତା କଥା କହିବା ତାଙ୍କ ଆଗରେ ସବୁ ବଲିଉଡ୍ ହିରୋଇନ୍ ଫିକା ପଡିଯିବେ ।

 

ବଲିଉଡ୍ ଅଭିନେତା ବବି ଦେଓଲ ବି ବହୁତ ବଢିଆ ଅଭିନେତା ଅଟନ୍ତି , ଏବେ କିଛି ଦିନ ତଳେ ବବି ଦେଓଲ ଆସିଥିବା ଫିଲ୍ମ୍ ରେସ୍-୩ ରେ କାମ କରିଛନ୍ତି , ଆକ୍ଟିଙ୍ଗ୍ ମାମଲାରେ ବବି ଦେଓଲ କାହାର ପଛରେ ନାହାନ୍ତି , ସେ ନିଜର ବଢିଆ ଆକ୍ଟିଙ୍ଗ୍ ପାଇଁ ଲୋକପ୍ରିୟ ହୋଇଛନ୍ତି, ଅଭିନେତା ବବି ଦେଓଲଙ୍କ ସ୍ତ୍ରୀଙ୍କ ନାଁ ତାନ୍ୟା ଦେଓଲ ଅଟେ , ସେ ତାଙ୍କୁ ୧୯୯୬ ମସିହାରେ ବିବାହ କରିଥିଲେ , ଓ ତାଙ୍କର ସୁନ୍ଦରତା ବିଷୟରେ ଯଦି ଆଲୋଚନା କରାଯାଏ , ତେବେ ସେ ବଲିଉଡ୍ ର ସବୁ ଅଭିନେତ୍ରୀଙ୍କୁ ପଛରେ ପକାଇଦେବେ , ସେମିତି ତାନ୍ୟା ଦେଓଲ ବଲିଉଡ୍ ଅଭିନେତ୍ରୀଙ୍କ ବଡ ବୋହୂ ଙ୍କ ପରି ଲାଇମ୍ ଲାଇଟ୍ ରୁ ଦୂରେଇ ରୁହନ୍ତି,  ଆପଣମାନେ ଏହି ଦୁହେଁ ବୋହୂ ଙ୍କୁ ଦେଖି ଜାଣିପାରିବେ କି ଏମାନେ ଦେଖିବାକୁ କେତେ ସୁନ୍ଦର ଅଟନ୍ତି ।

Leave a Reply

Your email address will not be published. Required fields are marked *