April 15, 2024

Odia Express

News For Public

କର୍ପୁର ର ଏହି ଉପାୟ କରି ଦିୟନ୍ତୁ – କୋଟିପତି ହେବାରୁ କେହି ଆପଣଙ୍କୁ ଅଟକେଇପାରିବେ ନାହିଁ..

ଯେଉଁ ଭଳି କର୍ପୁରର ଉପଯୋଗ ଘରେ ପୂଜା ପାଠ ପାଇଁ ହୋଇଥାଏ, ଠିକ୍ ସେହିପରି କର୍ପୁରର ବ୍ୟବହାର ପ୍ରାଚୀନ କାଳରେ ନାନା ପ୍ରକାର ଉପାୟ କରିବାରେ କରାଯାଉଥିଲା , କର୍ପୁରର ବ୍ୟବହାର ଘରେ ପୂଜା ପାଠ ପାଇଁ ହୋଇଥାଏ , ଓ ଅଧିକାଂଶ କର୍ପୁର ଘରେ ପୁଜାର ଆରତୀ କଲାବେଳେ କରାଯାଏ । ଏଥିରେ ଭଗବାନ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି , କର୍ପୁର ଦ୍ୱାରା ମନକୁ ଶାନ୍ତି ମିଳିଥାଏ , କର୍ପୁର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ , ଓ ଏହାସହ ବିଗଡି ଯାଇଥିବା କାମ, ପଇସାର ଅସୁବିଧା,ଓ ବାସ୍ତୁଦୋଷ ଆଦିକୁ ଠିକ୍ କରିଥାଏ , ଆସନ୍ତୁ ଜାଣିବା କର୍ପୁରର ପ୍ରୟୋଗରେ ଘର ମଧ୍ୟରେ କିପରି ସମସ୍ୟାର ସମାଧାନ କରିହେବ ।

 

ଧନବାନ ହେବା ପାଇଁ : ଯଦି ଆପଣଙ୍କ ପାଖରେ ଧନର ଅଭାବ ହେଉଛି ତେବେ ଆପଣ କର୍ପୁରର ବ୍ୟବହାର କରନ୍ତୁ , ରାତିରେ ଶୋଇବା ସମୟରେ ଏକ ଚାନ୍ଦୀର ଗିନାରେ କପୁର ଓ ଲବଙ୍ଗ ଜଳାନ୍ତୁ , ଏହି ଉପାୟକୁ ସବୁଦିନ କରନ୍ତୁ , ଏହି ଉପାୟ କଲେ ଆପଣଙ୍କ ଧନ ବୃଦ୍ଧି ହେବ ,

 

ଭାଗ୍ୟ ବଦଳାଇବାକୁ ହେଲେ : ଯେବେ ସତ ଚେଷ୍ଟା କରି ମଧ୍ୟ କାମ ହୋଇପାରୁନାହିଁ , ତେବେ ଏହା ଆପଣଙ୍କ ଭାଗ୍ୟ ଖୋଲି ପାରେ , ଶନିବାର ଦିନ କର୍ପୁରକୁ ତେଲର ବୁନ୍ଦାରେ ପାଣି ସହ ମିଶାନ୍ତୁ , ଓ ଏହି ପାଣିରେ ସବୁଦିନ ସ୍ନାନ କରନ୍ତୁ , ଏହି ଉପାୟ ଆପଣଙ୍କ ଭାଗ୍ୟ ଖୋଲି ଦେଇପାରେ , ଓ ରୋଗରୁ ରକ୍ଷା କରିଥାଏ ।

ଦୂର୍ଘଟଣାରୁ କରିଥାଏ ରକ୍ଷା : ଦୂର୍ଘଟଣା କେବେ ବି କେଉଁଠି ବି ହୋଇପାରେ , ଏମିତିରେ ସୁରକ୍ଷା ରଖିବା ନିଶ୍ଚିତ ଜରୁରୀ , ଆପଣ ରାତି ସମୟରେ କର୍ପୁର ଜଳାଇ ହନୁମାନ ଚାଳିଶା ପାଠ କରନ୍ତୁ , ଏହି ଅଚୁକ ଉପାୟ ମଣିଷକୁ ପ୍ରାକୃତିକ ଓ ଅପ୍ରାକୃତିକ ଦୂର୍ଘଟଣାରୁ ରକ୍ଷା ପାଇପାରିବ ।

 

ବାସ୍ତୁଦୋଷ ଦୂର କରିବାପାଇଁ ଉପାୟ : ଆପଣଙ୍କ ବହୁତ ଗୁଡିଏ କାମ ଏଥିପାଇଁ ହୋଇପାରେ ନାହିଁ କାରଣ ଏହା ପଛରେ ବାସ୍ତୁଦୋଷ ଥାଏ , ବାସ୍ତୁଦୋଷ ଶେଷ କରିବାକୁ ହେଲେ ଘରେ କର୍ପୁରର ଦୁଇଟି ରଖିଦିଅନ୍ତୁ , ଓ ଯେବେ ଏହା ମେଳେଇଯିବ ତାପରେ  ଆଉ ଦୁଇଟି କର୍ପୁର ରଖିଦିଅନ୍ତୁ , ଏମିତି ଏହାକୁ ମଝିରେ ମଝିରେ କରୁଥାନ୍ତୁ , ଆପଣଙ୍କ ବାସ୍ତୁ ଦୋଷ କମିଯିବ ।

ସୁଖ ଶାନ୍ତି ପାଇଁ କର୍ପୁରର ବୈଦିକ ଉପାୟ :  ଯଦି ଆପଣଙ୍କ ଘରେ କିଛି ଅସୁବିଧା ହେଉଛି ତେବେ କର୍ପୁରରେ ଘିଅକୁ ବତୁରାନ୍ତୁ , ଓ ସକାଳ ଓ ସଂନ୍ଧ୍ୟାରେ ଏହାକୁ ଜଳାନ୍ତୁ , ଏହା ମଧ୍ୟରୁ ବାହାରୁଥିବା ଉର୍ଜାରୁ ଆପଣଙ୍କ ଘରୁ ସକରାତ୍ମକ ଉର୍ଜା ଆସିଥାଏ , ଯାହା ଦ୍ୱାରା ଘରେ ସୁଖ ଶାନ୍ତି ହୋଇଥାଏ ।

 

ବିବାହ ନ ହୋଇପାରୁଥିଲେ : ଯଦି ଆପଣଙ୍କ ବିବାହ ହୋଇପାରୁନାହିଁ କିମ୍ବା ଅଟକି ରହିଛି ,ତେବେ ୬ ଟି କର୍ପୁର ସହ ୩୬ ଟି ଲବଙ୍ଗ ଖଣ୍ତ ନିଅନ୍ତୁ , ଓ ଏଥିରେ ଚାଉଳ ଓ ହଳଦୀ ମିଶାଇଦିଅନ୍ତୁ, ଏହାପରେ ଦେବୀ ମା ଦୁର୍ଗାଙ୍କୁ ଆହୁତି ଦିଅନ୍ତୁ , ଏହି ଉପାୟ ଦ୍ୱାରା ଆପଣଙ୍କ ଜଲଦି ବାହାଘର ହୋଇଯିବ ।

 

କର୍ପୁରର ବ୍ୟବହାର ସାଧାରଣତଃ ଭଗବାନଙ୍କ ଆଳତୀପାଇଁ ହୋଇଥାଏ , ଏଥିରେ ଭଗବାନ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି , କର୍ପୁର ଦ୍ୱାରା ତନ ମନକୁ ଶାନ୍ତି ମିଳିଥାଏ , କର୍ପୁର ବି ସ୍ୱାସ୍ଥ୍ୟ ପାଇଁ ହିତ କାରି ହୋଇଥାଏ , ଏଥିପାଇଁ ପ୍ରାଚୀନ ଗ୍ରନ୍ଥରେ ମଣିଷର ସବୁ ସମସ୍ୟାଗୁଡିକ ନିବାରଣ କରିବା ପାଇଁ ମୁନିରୁଷି ମାନେ ଅନେକ ଉପାୟ କହିଛନ୍ତି , ଯାହା ଦ୍ୱାରା ମାନବ ସମାଜର ଭଲ ହୋଇପାରୁ , ବୈଦିକ ବାଟିକାରେ ଆପଣଙ୍କର ସବୁ ଏପରି ସୁଚନା ପହଞ୍ଚାଇଥାଏ , ଯାହା ଦ୍ୱାରା ଆପଣଙ୍କୁ ଫାଇଦା ମିଳିବ ।

Leave a Reply

Your email address will not be published. Required fields are marked *