April 14, 2024

Odia Express

News For Public

ଅମୀର ଖାନ୍ ଙ୍କ ସେହି ଫିଲ୍ମ ଯାହା ପରେ ସେ ଆୱାର୍ଡ ଫଙ୍କସନ୍ ରେ ଯିବା ଛାଡିଦେଲେ – ଦେଖନ୍ତୁ କାହିଁକି ଆୱାର୍ଡ ସୋ କୁ ଯାଉ ନାହାନ୍ତି ଅମୀର ଖାଁ..

ବଲିଉଡ୍ ରେ ଲୋକପ୍ରିୟ ଅଭିନେତା ଅମୀର ଖାଁ ୧୯୯୫ ରେ ଆସିଥିବା ଫିଲ୍ମ ରଙ୍ଗୀଲା କରିଥିଲେ , ଯାହାର ଡାଇରେକ୍ଟର ହିନ୍ଦୀ ଫିଲ୍ମ ପାଇଁ ନୁଆ ଥିଲା ଏହି ଫିଲ୍ମରେ ୨ ଟି ହିରୋ ଥିଲେ ଯେଉଁଥିରେ ଜଣେ ଜ୍ୟାକି ଶ୍ରଫ୍ ଥିଲେ ଓ ଅନ୍ୟ ଜଣେ ଜବାନ ପୁଅ ଥିଲେ ଯାହାକୁ ଆଗକୁ ଯାଇ ଅମୀର ଖାନ୍ ହେବାର ଥିଲା  , ଏହି ଫିଲ୍ମ ବହୁତ ଖାସ୍ ଅଟେ , କାରଣ ଏହାର ଲେଜେଣ୍ତ୍ରି ମ୍ୟୁଜିକ୍ ଡାଇରେକ୍ଟର ଏ ଆର୍ ରେହମାନ୍ ପ୍ରଥମ ଓରିଜିନାଲ୍ ହିନ୍ଦୀ ଫିଲ୍ମ ଥିଲା । ଏହି ଫିଲ୍ମରେ କାମ କରୁଥିବା କାଷ୍ଟ ଓ କ୍ରୁ କୁ ନେଇକରି ସବୁ ଷ୍ଟାର୍ ହୋଇଯାଇଛନ୍ତି , ଫିଲ୍ମରେ ହିରୋଇନ୍ ଉର୍ମିଲା ମାତେଣ୍ତକର୍ ହୁଅନ୍ତୁ କିମ୍ବା କୋରିଓଗ୍ରାଫର ଅହମଦ ଖାନ୍ ହୁଅନ୍ତୁ , କିମ୍ବା କଷ୍ଟ୍ୟୁମ୍ ଡିଜାଇନର୍ ମନୀଷ ମଲହୋତ୍ରା ହୁଅନ୍ତୁ ।

 

୧୯୯୫ ରେ ରାକେଶ ରୋଶନ ଏକ ଫିଲ୍ମ କରନ୍ ଅର୍ଜୁନ୍ ଆସିଥିଲା । ଏଥିରେ ସଲମାନ ଖାଁ ଓ ସାହାରୁଖ ଖାଁ ଥିଲେ , ସେହି ସମୟରେ ସେ ଫିଲ୍ମ ବହୁତ ହିଟ୍ ହୋଇଯାଇଥିଲା , ସେହି ବର୍ଷ ରଙ୍ଗିଲା ଫିଲ୍ମ ତିଆରି ହେବାର ପ୍ଲାନ୍ ହୋଇଥିଲା , ଫିଲ୍ମରେ ଅମୀର ଖାନ୍ ଅଭିନେତା ହୋଇଥିଲେ , ତା ପୂର୍ବରୁ ସାହାରୁଖ ଖାନ୍ ଙ୍କ ଚାହିଦା ଅଧିକା ଥିଲା , କିନ୍ତୁ ଯେବେ ସାହାରୁଖ ବାଜିଗର ଓ କଭି ହାଁ କଭି ନାଁ , ଡର୍ , ଓ କରନ୍ ଅର୍ଜୁନ୍ ପରି ଫିଲ୍ମରେ ଷ୍ଟାର୍ ହୋଈଯାଇଥିଲେ , ସେ କହିଲେ କି ଏପରି ରୋଲ୍ କରିବେ ନାହିଁ , ସେମିତି ଜ୍ୟାକି ଶ୍ରଫ୍ ଙ୍କ ରୋଲ୍ ସଲମାନ ଖାନ୍ ନେଇଥିଲେ , କିନ୍ତୁ ସାହାରୁଖ ଖାନ୍ କହିବା ଦ୍ୱାରା ସଲମାନ ଖାଁ ସେହି ରୋଲ୍ ପାଇଲେ ନାହିଁ ।

 

ଅମୀର ଖାଁ ଙ୍କ ଏକ ଟପୋରି ରୋଲ୍ ଥିଲା ସେ କହିଦେଇଥିଲେ କି ତାଙ୍କୁ ସ୍କ୍ରିନ୍ ରେ ଆସିବାକୁ ବହୁତ ଅସୁବିଧା ସାମନା କରିବାକୁ ପଡିଥିଲା , ସେ ଏହି ଫିଲ୍ମ ପାଈଁ ଆଖ ପାଖ ପଡୋଶୀଙ୍କ ଠାରୁ ପୁରୁଣା କପଡା ମାଗିବା ଆରମ୍ଭ କରିଦେଇଥିଲେ , ଯେବେ କପଡା ମିଳିଯାଇଥିଲା ତେବେ ଯାଇ ସେ ସୁଟିଙ୍ଗ୍ ଆରମ୍ଭ କରିଦେଇଥିଲେ । ରାମଗୋପାଳ ବର୍ମା ତାଙ୍କୁ ଏହାର କାହାଣୀ ଶୁଣାଇଥିଲେ , ଓ ଅମୀରଙ୍କୁ ଏହି କାହାଣୀ ବହୁତ ଭଲ ଲାଗିଥିଲା , ତାଙ୍କୁ ଆଶା ଥିଲା କି ଫିଲ୍ମ ଫେୟାର୍ ରେ ସେ ବେଷ୍ଟ ଆକ୍ଟର ଆୱାର୍ଡ ତାଙ୍କୁ ହିଁ ମିଳିବ , କିନ୍ତୁ ତାଙ୍କୁ ସେହି କ୍ୟାଟୋଗୋରୀରେ ନୋମିନେଟ୍ କରାଯାଈନଥିଲା ,

 

୧୯୯୫ ରେ ବେଷ୍ଟ ଆକ୍ଟର ହିସାବରେ ସାହାରୁଖ୍ ଙ୍କୁ ଦିଲ୍ ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେ ପାଇଁ ଦିଆଯାଇଥିଲା , ଏହା ପୂର୍ବରୁ ଅମୀରଙ୍କୁ କୟାମତ୍ ସେ କୟାମତ୍ ତକ୍ ପାଇଁ କିଛି ବି ଆୱାର୍ଡ ମିଳିନଥିଲା , ଏହାପରେ ଅମୀର ନିଷ୍ପତ୍ତି ନେଇଥିଲେ କି ସେ କେଉଁ ଆୱାର୍ଡ ଫଙ୍କସନ୍ ରେ ଯିବେ ନାହିଁ , ରଙ୍ଗିଲା ଫିଲ୍ମ ଭାରତରେ ବହୁତ ଚାଲିଲା , ଲୋକେ ଏହାକୁ ବହୁତ ପସନ୍ଦ କଲେ , ନେପାଳରେ ଏହି ଫିଲ୍ମ ସିନେମା ଘରେ ଲାଗିଲା ପରେ ହାଉସ୍ ଫୁଲ୍ ହୋଇଯାଇଥିଲା । ପରେ ଫିଲ୍ମ ଥିଏଟର୍ ରେ ଚଲାଇବା ପାଇଁ ବହୁତ ଗଣ୍ତଗୋଳ ହୋଇଥିଲା ,

 

କାଠମାଣ୍ତୁ ଲୋକେ ଏହାକୁ ବାହାର କରିବାକୁ ଦେଲେ ନାହିଁ , ଯେବେ କି ଥିଏଟର୍ ବାଲା କୌଣସି ଅନ୍ୟ ଫିଲ୍ମ ଚଲାଇବାକୁ ଚାହୁଁଥିଲେ । ଏହି ଫିଲ୍ମରେ ଏ ଆର୍ ରେହମାନ୍ ମ୍ୟୁଜିକ୍ ଦେଇଥିଲେ , ତାଙ୍କର ଏହା ପ୍ରଥମ ଓରିଜିନାଲ୍ ମ୍ୟୁଜିକ୍ ଆଲବମ୍ ଥିଲା , ଏହା ପୂର୍ବରୁ ସେ ଆଲବମ୍ ହିନ୍ଦୀରେ ଡବ୍ କରିଥିଲେ , ଏହି ଫିଲ୍ମକୁ ୭ ଟି ଫିଲ୍ମ ଫେୟାର୍ ଆୱାର୍ଡ ମିଳିଥିଲା , ସବୁ କ୍ୟାଟୋଗୋରୀରେ ଏହି ଫିଲ୍ମ ଆୱାର୍ଡ ପାଇଥିଲା , ଯେଉଁଥିରେ ଜ୍ୟାକି ଶ୍ରଫ୍ ଙ୍କୁ ବେଷ୍ଟ ଆକ୍ଟର୍ ସପୋର୍ଟିଙ୍ଗ୍ ରୋଲ୍ ହିସାବରେ ଆୱାର୍ଡ ମିଳିଥିଲା ।

 

ଅହମଦ ଖାଁଙ୍କୁ ବେଷ୍ଟ କୋରିଓ ଗ୍ରାଫର୍ ଆୱାର୍ଡ ମିଳିଥିଲା , ବେଷ୍ଟ୍ କଷ୍ଟ୍ୟୁମ୍ ଡିଜାଇନର୍ ଆୱାର୍ଡ ମନିଷ ମଲହୋତ୍ରା ଙ୍କୁ ଦିଆଯାଇଥିଲା , ଗୀତକୁ ମେହମୁଦ ଆର୍ ଡି ବର୍ମନ ସଜାଇଥିଲେ , ଆଶା ଭୋସଲେ ଙ୍କୁ ସ୍ପେସିଆଲ୍ ଜ୍ୟୁରି ଭାବରେ ସମ୍ମାନିତ କରାଯାଈଥିଲା । ଏହି ଫିଲ୍ମକୁ ଦର୍ଶକଙ୍କ ଠାରୁ ନେଇକରି ଫିଲ୍ମ ସମୀକ୍ଷକ ମାନେ ପସନ୍ଦ କରିଥିଲେ , ଏହା ଛଡା ବହୁତ ଇଣ୍ଟରନ୍ୟାଶାନାଲ୍ ଆୱାର୍ଡ ବି ଦିଆଯାଇଥିଲା , ଏହାର ପ୍ରଶଂସା ହଲିଉଡ୍ ରେ ବି ପହଞ୍ଚିଗଲା , ଏହାପରେ ହଲିଉଡ୍ ରେ ବିନ୍ ଆଡେଟ୍ ୱିଥ୍ ଟେଡ୍ ହେମିଲିଟନ୍ ନାମରେ ଡକାଯାଈଥିଲା ।

Leave a Reply

Your email address will not be published. Required fields are marked *