March 25, 2024

Odia Express

News For Public

ବାଛୁରୀକୁ ଜନ୍ମ ଦେଇକରି ମରିଗଲା ଗାଇ , ଏବେ ବାଛୁରୀକୁ ନିଜ ପୁଅ ପରି କ୍ଷୀର ପିଆଉଛନ୍ତି ବନ୍ଦନା – ସାରା ଦେଶ କରୁଛି ପ୍ରଶଂସା..

କୁହନ୍ତି ନା ଭଗବାନ ସବୁ ଜାଗାରେ ରହିନଥାନ୍ତି , ଏଥିପାଇଁ ସେ ମା କୁ ବନାଈଛନ୍ତି , ଜନ୍ମ ପରେ ସବୁଠାରୁ ପ୍ରଥମେ ମାଙ୍କୁ ହିଁ ସେ ଡାକିଥାଏ । ମାନାଯାଏ କି ଇଶ୍ୱରଙ୍କ ମା ଓ ମମତା ଆଗରେ ସମସ୍ତେ ନତ ମସ୍ତକ ହୋଇଯାଆନ୍ତି , ମା ଏକ ମଣିଷ ହେଉ କିମ୍ବା ଜୀବ ଜନ୍ତୁ ହେଉ କିଛି ବି ଅନ୍ତର ଦେଖେ ନାହିଁ । ବିହାରର ସହରସା ରେ ବି ମା ର ମମତା ଦେଖିବାକୁ ମିଳିଥିଲା , ଏଠାରେ ଗୋଟେ ଗାଇ ଗୋଟେ ବାଛୁରୀକୁ ଜନ୍ମ ଦେବାପରେ ଦୁନିଆଁ ଛାଡି ଚାଲିଯାଇଥିଲା , କିନ୍ତୁ ଗାଇ ଛୁଆ ସେହି ଗୋଟେ ମହିଳାର ସାହାରା ନେଲା , ଓ ସେହି ମାକୁ ଭଲ ପାଇଲା ।

 

କିଛି ଦିନ ପୁର୍ବରୁ ସହରସା ର ବରହଶେର୍ ରେ ଗୋଟେ ଗାଇ ନିଜ ବାଛୁରୀକୁ ଜନ୍ମ ଦେଇଥିଲା , ଓ ସେ ଗାଇଟି ମରିଯାଇଥିଲା , ତେବେ ତାହା ଛୁଆର ଦେଖାଶୁଣା କରିବାକୁ ବନ୍ଦନା ମାର ସ୍ନେହ ଦେଲେ , ନିଜ ତିନି ବର୍ଷର ଛୁଆ ତାର ଲାଳନପାଳନ ନେବା ଦାୟିତ୍ୱ ବି ନେଇଥିଲା , ମହିଳା ନିଜ ଛୁଆକୁ କ୍ଷୀର ପିଆଇବାକୁ ଗଳା ବେଲେ ଗାଇର ବାଛୁରୀ ବି କ୍ଷୀରକୁ ପିଉଥିଲା , ଏହି ଫଟୋ ଏକ ସ୍ଥାନୀୟ ଖବର କାଗଅରେ ଆସିଥିଲା , ସୋସିଆଲ୍ ମିଡିଆରେ ଏହା ବହୁତ ଭାଇରାଲ୍ ହୋଇଥିଲା , ଲୋକେ ବନ୍ଦନାର ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *