March 25, 2024

Odia Express

News For Public

ଭୟଙ୍କର ରୁ ଭୟଙ୍କର ଯାଦୁ , କାଛୁ , କୁଣ୍ତିଆର ଛୁଟି କରିଦେଇଥାଏ ଏହି ଘରୋଇ ଉପଚାର , ମାତ୍ର ତିନି ଦିନରେ ଦେଖାଇଥାଏ ଏହାର ପ୍ରଭାବ…

ଆଜିର ସମୟରେ ସ୍କିନ୍ ସହ ଯୋଡି ହୋଇଥିବା ବହୁତ ଗମ୍ଭୀର ସମସ୍ୟା କାରଣ ହୋଇଯାଏ । ଓ ଏହା ସ୍କିନ୍ ସହ ଯୋଡି ହୋଇଥିବା ସମସ୍ୟା ଅଟେ ଏକଜିମା କିମ୍ବା ଯାଦୁ ଜଳା ପୋଡା ଯାହା ଯାଦୁ ଦ୍ୱାରା ପୀଡିତ ବ୍ୟକ୍ତିକୁ ବଞ୍ଚିବା ମୁସକିଲ୍ କରିଦିଏ , ଆଜି କୁଣ୍ତିଆ ହେଉଥିବା ଲୋକଙ୍କ ପାଇଁ ଏକ ସାଧାରଣ ସମସ୍ୟା ହୋଇଯାଇଛି । ଯଦି ଆପଣ ଟିକେ ଅନିୟମିତତା କରନ୍ତି ତେବେ କୁଣ୍ତିଆ ହେବା ସ୍ୱାଭାବିକ ଅଟେ , ଏହି ରୋଗ ଦ୍ୱାରା ତ୍ୱଚାରେ ଛୋଟ ଛୋଟ ଲାଲ ଦାନା ବାହାରି ଆସେ , ଓ ଏହା କୁଣ୍ତାଇ ହୁଏ , ଓ କୁଣ୍ତାଇଲେ ଏହା ଜଳାପୋଡା ହୁଏ , ଓ ଧିରେ ଧିରେ ଏହା ଯାଦୁର ରୁପ ନେଇଯାଏ ।

 

ଯାଦୁ ସ୍କିନ୍ ସହ ଯୋଡି ହୋଇଥିବା ଏକ ବଡ ସମସ୍ୟା ଅଟେ । ଏହାକୁ ଠିକ୍ ସମୟରେ ଉପଚାର ନକଲେ ତାହା ବହୁତ ଭୟାନକ ରୁପ ନେଇପାରେ , ଯାଦୁ ଏକ ବିଶେଷ ପ୍ରକାର ଫଙ୍ଗସ୍ ଯୋଗୁଂ ହୋଇଥାଏ । ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଏହା ମୁଣ୍ତର ଉପର ଭାଗରେ ବା କପାଳରେ ହୋଇଥାଏ , ଯାହା ଦ୍ୱାରା ଏହା ବାଳ ଉପୁଡିବା ପରି ସମସ୍ୟା ଦେଖାଦିଏ । ଯାଦୁ ହେବା ଦ୍ୱାରା ତ୍ୱଚାର ଉପରେ ଲାଲ ରଙ୍ଗର ଛୋଟ ଛୋଟ ଦାନା ହେବାକୁ ଲାଗିଥାଏ , ଓ ଏହା ବହୁତ ଜଲଦି ବ୍ୟାପି ଥାଏ , ଏହା ଜଂଘ ମଧ୍ୟରେ , ଆଙ୍ଗୁଠି ଗୁଡିକ ମଧ୍ୟରେ , ଓ ପୁରା ଶରୀରର ଯେ କୌଣସି ସ୍ଥାନରେ ହୋଇପାରେ ।

 

ସେମିତି ଯାଦୁ କୁ କୁଣ୍ତାଇବାରେ ଆପଣଙ୍କୁ ଖୁସି ଲାଗିଥାଏ , କିନ୍ତୁ ଏହାପରେ ବହୁତ ଅସହନୀୟ କଷ୍ଟ ଦେଇଥାଏ , ଯଦି ଆପଣ କୁଣ୍ତିଆ ସମସ୍ୟାରେ ଚିନ୍ତିତ ଅଛନ୍ତି ,। ତେବେ ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହିବୁ, ଯାହା ଦ୍ୱାରା ଏଥିରୁ ଉପଶମ ପାଇପାରିବେ , ସେମିତି ଆପଣ କୁଣ୍ତିଆ ସମସ୍ୟାରୁ ମୁକ୍ତି ପାଇବାପାଇଁ ନାନା ପ୍ରକାରର ଉପାୟ କରିଥିବେ , କିନ୍ତୁ ଥରେ ଏହି ଉପାୟ ନିଶ୍ଚିତ କରି ଦେଖିନିଅନ୍ତୁ , ହୋଇପାରେ ଏହା ଆପଣଙ୍କ ପାଇଁ ବରଦାନ ହୋଇପାରେ , ଖାଲି ଆପଣଙ୍କୁ ଏହି ଉପାୟ ଅବଲମ୍ବନ କରିବାକୁ ହେବ , ଆପଣଙ୍କୁ ଗୋଟେ କର୍ପୁର ଓ ନଡିଆତେଲ ଦ୍ୱାରା , ଯାହା ଆପଣଙ୍କୁ ଯାଦୁ , କୁଣ୍ତିଆରୁ ମୁକ୍ତି ଦେଇପାରିବ ।

 

ଏଥିପାଇଁ ଆପଣଙ୍କୁ ୨ ଚାମଚ ନଡିଆ ତେଲେ ଓ କର୍ପୁରର ଦୁଇ ଖଣ୍ତ ନେବାର ଅଛି , ଏହା ପରେ ଏହି ଦୁଇଟିକୁ ମିଶାଇ ଦିଅନ୍ତୁ , ଓ ଗୋଟେ ଲେମ୍ବୁ ଚିପୁଡିକରି କୁଣ୍ତିଆ ହେଉଥିବା ସ୍ଥାନରେ ଲଗାଇବାର ଅଛି । ଲେମ୍ବୁ ଏଥିପାଇଁ କୁହାଯାଇଛି କାରଣ ଏହା ଦ୍ୱାରା ଆପଣଙ୍କୁ ଇନଫେକ୍ସନ ନ ହେଉ ।, କିନ୍ତୁ ଯଦି ଆପଣଙ୍କୁ ଲେମ୍ବୁ ଲଗାଇଲେ ଜଳାପୋଡା ହେଉଛି ତେବେ କେବଳ ନିଜ ହାତରେ ଏହି ପେଷ୍ଟକୁ ତ୍ୱଚାରେ ଲଗାଇପାରିବେ । ନିୟମିତ ୨ ଦିନ ଲଗାଈଲେ ଆପଣଙ୍କୁ ଯାଦୁ ଓ କୁଣ୍ତିଆ ରୁ ପୁରା ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *