March 29, 2024

Odia Express

News For Public

ଯଦି ସମସ୍ୟା ତୁମର ପିଛା ଛାଡୁନାହିଁ ତେବେ ନାଲି ଲଙ୍କାରୁ କରନ୍ତୁ ଏହି ଅଚୁକ ଉପାୟ , ଘର ମଧ୍ୟରେ ସବୁବେଳେ ରହିବ ସୁଖ ଓ ସମୃଦ୍ଧି..

ସାଧାରଣତଃ ଦେଖାଯାଏ କି ଲାଲ ଲଙ୍କା ଘରର ରୋଷେଇ କାର୍ଯ୍ୟରେ ଅଧିକା ବ୍ୟବହାର କରାଯାଏ । ଯଦି ଲାଲ୍ ଲଙ୍କା ଖାଇବାରେ ପକାଯାଏ ତେବେ ଏହା ଖାଇବାର ସ୍ୱାଦରେ ଅଧିକା ରାଗ ଆଣିଥାଏ । ଯାହା ଦ୍ୱାରା ଖାଇବା ଅଧିକା ସ୍ୱାଦିଷ୍ଟ ଲାଗିଥାଏ । କିନ୍ତୁ କଣ ଆପଣ ମାନେ ଏହି କଥାର ସୁଚନା ରଖିଛନ୍ତି ଲାଲ୍ ଲଙ୍କା ନା କେବଳ ଖାଇବାରେ ବ୍ୟବହାର ହୁଏ , ଏହା ମନ୍ତ୍ର ତନ୍ତ୍ର କାର୍ଯ୍ୟରେ ବି ବ୍ୟବହାର ହୋଇଥାଏ । ଏମିତି ମାନାଯାଏ କି କେଉଁ ବ୍ୟକ୍ତି ଉପରେ ଯଦି କିଛି କୁ ପ୍ରଭାବ ପଡିଥାଏ । ତେବେ ଲାଲ୍ ଲଙ୍କାର ପ୍ରକିୟା ଦ୍ୱାରା ସବୁ ଅସୁବିଧାରୁ ମୁକ୍ତି ମିଳିପାରିବ ।

 

ଯଦି ଆପଣଙ୍କ ଜୀବନରେ କିଛି ବି ଅସୁବିଧା ଚାଲୁଛି ତେବେ ଆପଣ ଏହି ଉପାୟ ଅବଲମ୍ବନ କଲେ ସବୁ ଅସୁବିଧାର ସମସ୍ୟା ସମାଧାନ ହୋଇପାରିବ , ଏହା ବହୁତ ସରଳ ଅଟେ , ଓ ଏହା ଆପଣ ଘରେ ବି କରିପାରିବେ ,

 

ଯଦି କେଉଁ ବ୍ୟକ୍ତିର ସ୍ୱାସ୍ଥ୍ୟ ସଂବନ୍ଧି କିଛି ଅସୁବିଧା ରୁହେ ତେବେ ଏହାପାଇଁ  ଆପଣ ଗୋଟେ କପଡାରେ ପାଞ୍ଚଟି ଶୁଖିଲା ଲଙ୍କା ବାନ୍ଧିକରି ନିଜ ବିଛଣା ତଳେ ରଖିଦିଅନ୍ତୁ , ଯଦି ଆପଣ ଏହି ଉପାୟ କରୁଛନ୍ତି , ତେବେ ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ କେବେ ଖରାପ ହେବ ନାହିଁ ।

 

ଯଦି ଆପଣଙ୍କ ଘର ପରିବାର କେଉଁ ଛୁଆଙ୍କୁ ନଜର ଲାଗିଛି , ତେବେ ଆପଣ ଲାଲ୍ ଲଙ୍କାରୁ ଉପାୟ କରିପାରିବେ , ଏହି ଉପାୟ ବହୁତ କାର୍ଯ୍ୟକାରୀ ଅଟେ , ଯଦି କାହା ଛୁଆ ଉପରେ କୁ ପ୍ରଭାବ ପଡିଛି ତେବେ ତାକୁ ଓଲଟା ଭାବେ ବୁଲାଇ ଆଣନ୍ତୁ , ଯଦି ଆପଣ ନଜର ଓହ୍ଲାଇଲା ପରେ ଲାଲ ଲଙ୍କାକୁ ଜଳୁଥିବା ଚୁଲ୍ଲିରେ ପକାଇଦେବେ  ତେବେ ଏହା ନଜର ପ୍ରଭାବରୁ ରକ୍ଷା ପାଇପାରିବେ ।

ଯଦି ଆପଣଙ୍କ ଘର ପରିବାରରେ ପଇସା ଆସୁଛି କିନ୍ତୁ ପଇସା ରହୁନାହିଁଂ , ତେବେ ଏହି ଅବସ୍ଥାରେ ଗୋଟେ ରୁମାଲରେ          ୭ ଟୀ ଲାଲ ରଙ୍ଗର ଲଙ୍କା ବାନ୍ଧିକରି ସେହି ସ୍ଥାନରେ ରଖିଦିଅନ୍ତୁ , ଯେଉଁ ସ୍ଥାନରେ ପଇସା ରଖୁଛନ୍ତି , ଏମିତି କଲେ ପଇସା ରହିବ ।

Leave a Reply

Your email address will not be published. Required fields are marked *