ରାତିରେ କେବଳ ୨ ବୁନ୍ଦା ଲଗାଇ ନିଅନ୍ତୁ , ଦାଗ ସବୁ ହୋଇଯିବ ଗାୟବ , ଓ ଚେହେରା ହୋଇଯିବ ଗୋରା

ଏଥିରେ କୌଣସି ରାୟ ନାହିଁ କି ଆମେ ନିଜକୁ ସବୁଠାରୁ ଭଲ ଦେଖେଇବାପାଇଁ ଇଚ୍ଛା ରଖନ୍ତି ନାହିଁ , ସେ ସଫଳତା ପାଇଁ ହେଉ କିମ୍ବା ସୁନ୍ଦରତାକୁ ନେଇ ହେଉ , ହଁ ଆମେ ଅଧିକାଂଶ ଲୋକେ ଏହି ଇଚ୍ଛା ରଖିଥାଉ କି ଆମର ଚେହେରା ସଫା ଓ ସୁନ୍ଦର ଦେଖାଯାଉ ଆଉ ଆମ ଚେହେରାରେ କୌଣସି ପ୍ରକାରର ଦାଗ କିମ୍ବା କଳା ଚିହ୍ନ ନ ରହୁ, ଏହା ସହ ଆମ ଚେହେରାକୁ ଯତ୍ନ ନେବା ସହ ବଜାରରୁ ନାନା ପ୍ରକାରର ପ୍ରଡକ୍ଟ ବି ବ୍ୟବହାର କରିଥାଉ । କିନ୍ତୁ ସେହି ପ୍ରଡକ୍ଟରୁ ଆମକୁ କିଛି ଫାଇଦା ମିଳିପାରେ ନାହିଁ , ଯଦି ଆପଣଙ୍କ ଚେହେରାରେ କିଛି କଳା ଦାଗ ସଂବନ୍ଧିତ ଅସୁବିଧା ଅଛି , ତେବେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଚିକିତ୍ସା ବିଷୟରେ କହିବୁ , ଯାହାକୁ ବ୍ୟବହାର କଲେ ଆପଣଙ୍କ ଚେହେରାରୁ ଦାଗ ସବୁ ଦୂର ହୋଇଯିବ ।

 

କେବଳ ଏତିକି ନୁହେଁ ଏହା ସହ ଆପଣଙ୍କ ସ୍କ୍ରିନ୍ ବି ଟାଇଟ୍ ହୋଇଯିବ , କହିଦେବୁ କି ଏହି ପ୍ରକିୟାକୁ କରିବା ସମୟରେ ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିନପାରେ , ଏହାକୁ ତିଆରି କରିବାପାଇଁ ଆପଣଙ୍କୁ କେବଳ ତିନୋଟି ଜିନିଷର ଦରକାର ପଡିପାରେ , ଏହାପାଇଁ ଆପଣଙ୍କୁ ଜନସନ୍ ବେବି ଅୟେଲ୍, ଏକ ଭିଟାମିନ୍ ଇ କ୍ୟାପସୁଲ୍ ର ଜେଲ୍ ଓ ଚାରୋଟି ଗୁଲି କର୍ପୁର ଦରକାର ପଡିବ , କହିଦେବୁ କି ଜନସନ୍ ବେବି ଅୟେଲ୍ ର କେବଳ ଗୋଟିଏ ଚାମଚ ନେବାର ଅଛି , ଓ ଗୋଟେ ହି ଭିଟାମିନ୍ ଇ କ୍ୟାପସୁଲ୍ ଜେଲ୍ ନେବାର ଅଛି, ଏହା ଛଡା ଚାରୋଟି ଗୁଳିର କପୁର ନେଇ ଭଲ ଭାବେ ଚୁର୍ଣ୍ଣ ବନାଇ ନିଅନ୍ତୁ , ଏହାପରେ କର୍ପୁରକୁ ଏହି ପାଉଡର୍ ରେ ବେବି ଅୟେଲ୍ ସହ କ୍ୟାପସୁଲ୍ ଜେଲ୍ ରେ ମିଶାଇ ଦିଅନ୍ତୁ ।

 

ମାନେ ଏହି ଜିନିଷ ଗୁଡିକ ଗୋଟିଏ ଜାଗାରେ ନେଇ ଭଲ ଭାବେ ମିଶ୍ରଣ କରିନିଅନ୍ତୁ , ଓ ଏହାର ମିଶ୍ରଣ ପ୍ରସ୍ତୁତ ହୋଇସାରିବା ପରେ ରାତିରେ ଶୋଇବା ବେଳେ ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାଇଦିଅନ୍ତୁ , ଓ ଏହି କଥାର ଧ୍ୟାନ ରଖନ୍ତୁ କି ଚେହେରା ଭଲ ଭାବେ ସଫା ହୋଇଥିବ , ତାପରେ ଯାଇ ଚେହେରାରେ ଲଗାନ୍ତୁ , ଏହି ମିଶ୍ରଣକୁ ଚେହେରାରେ ଲଗାଇ ଚାରି ରୁ ପାଞ୍ଚ ମିନିଟ୍ ଯାଏଁ ମସାଜ୍ କରନ୍ତୁ , ଏହି ମିଶ୍ରଣକୁ ଏମିତି ଲଗାଇକରି ଶୋଇବାର ଅଛି , ସକାଳୁ ଉଠିବା ପରେ ପାଣିରେ ଧୋଇ ନିଜ ଚେହେରାକୁ ସଫା କରିନିଅନ୍ତୁ , ଏହାପରେ ଆପଣଙ୍କ ଚେହେରାରେ ଫରକ ଆସିବ , ହଁ ଆଜ୍ଞା ଯଦି ଆପଣଙ୍କ ଚେହେରାରେ ଏହି ପ୍ରକିୟା ଆପ୍ଳାଇ କରିବେ , ଦେଖିପାରିବେ କି ଆପଣଙ୍କ ଚେହେରା କେତେ ପରିମାଣରେ ଗ୍ଲୋ କରୁଛି ।

 

କହିଦେବୁ କି ଏହା ନା କେବଳ ଚେହେରା ସଫା କରିବ ବରଂ ଏହା ଆପଣଙ୍କ ଚେହେରାରୁ ସବୁ ଦାଗ ଦୂର କରିନେବ , ଖାଲି ଏହି ପ୍ରକିୟାକୁ ଥରେ ଆପଣାଇବାର ଅଛି , କହନ୍ତି ନା ଯେବେ କେଉଁ ଏକ ଜିନିଷକୁ ଆପ୍ଲାଇ କରି ଦେଖନ୍ତି ନାହିଁ , ତେବେ ତାର ଗୁଣ ବିଷୟରେ ଜଣା ପଡିନଥାଏ , ଏହା ଛଡା ଏମିତିରେ ଏହା ଏକ ଘରୋଇ ଚିକିତ୍ସା ଅଟେ , ଏହା ଚେହେରାକୁ କିଛି କ୍ଷତି କରିନଥାଏ , ଆପଣଙ୍କୁ କହିଦେବୁ କି ଏଥିରେ ଜନସନ୍ ବେବି ଅୟେଲ୍ ଚେହେରାକୁ ନରମ କରିଥାଏ , ବ୍ଲକ୍ କରିବାରେ ଲାଗିଥାଏ , ଏହା ଛଡା ଭିଟାମିନ୍ ଇ ଏଥିରେ ଆଣ୍ଟି ଏକ୍ସିଡେଣ୍ତ ମାତ୍ରା ହୋଇଥାଏ , ଯାହା ଆମର ତ୍ୱଚାକୁ ଦାଗ କଳାଦାଗ ଦୂର କରିବାରେ ସାହାଯ୍ୟ କରେ ।

 

ସେମିତି କର୍ପୁର ଆମ ଚେହେରାରୁ ଦାଗ ଦୂର କରିଥାଏ , ଆମେ ଜାଣିଛୁ କି ଏହି ଘରୋଇ ପ୍ରକିୟା ଆପଣଙ୍କୁ ବହୁ ପରିମାଣରେ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *