April 20, 2024

Odia Express

News For Public

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ – ଏଠାରେ ଦେଖନ୍ତୁ ଆପଣଙ୍କ ପରୀକ୍ଷା ଫଳ…

ଆଜି ଓଡ଼ିଶାରେ ଦଶମ ପରୀକ୍ଷାଫଳ ପ୍ରକାଶ ପାଇଛି | ତେବେ ମେ ପ୍ରଥମ ସପ୍ତାହ ରେ ଫଳ ପ୍ରକାଶ ପାଇବାର ପୂର୍ବରୁ ଘୋଷଣା ହେଇଥିଲେ ମଧ୍ୟ ବାତ୍ୟା ବିପିନ ଏଥିରେ ସାମାନ୍ୟ ବିଳମ୍ବ ହେଇଥିଲା | ଏହାପରେ ଛାତ୍ରଛାତ୍ରୀ ମାନେ ଏହାକୁ ଅନେଇ ବସିଥିଲେ | ତେବେ ଆଜି ସବୁ ଅପେକ୍ଷାର ଅନ୍ତ ଘଟିଛି ଓ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ କଟକ ରେ ପରୀକ୍ଷାଫଳ ପ୍ରକାଶ ପାଇଛି | ତେବେ ଏବର୍ଷ ମାଟ୍ରିକ ପରୀକ୍ଷାରେ ପାସହାର ଶତକଡା ୭୦.୭୮ ପ୍ରତିଶତ ରହିଛି । ତେବେ ଏହା ସହ ୮୨ଟି ସ୍କୁଲରେ ଫଳାଫଳ ଶୂନ ହେଇଚି ଯେଉଁଥିରେ କି ୧ ଜଣ ବି ପରୀକ୍ଷାର୍ଥୀ ପାସ୍ କରିପାରିନାହାନ୍ତି । ଏବର୍ଷ ପୁଅଙ୍କ ତୁଳନାରେ ଝିଅଙ୍କ ପ୍ରଦର୍ଶନ ଭଲ ରହିଛି। ଚଳିତବର୍ଷ ମୋଟ ୫ ଲକ୍ଷ ୬୨ ହଜାର ୨୧୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ତନ୍ମମଧ୍ୟରୁ ଝିଅଙ୍କ ସଂଖ୍ୟା ୨ ଲକ୍ଷ ୫ ହଜାର ୪୭୦ ରହିଥିବାବେଳେ ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍‌ କରିଛନ୍ତି।

ତେବେ ଆପଣଙ୍କ ପରୀକ୍ଷା ଫଳ ଏଠାରେ ଦେଖନ୍ତଏଠାରେ କ୍ଲିକ କରି ନିଜର ରେଜଲ୍ଟ ଦେଖନ୍ତୁ –

ଏଠାରେ କ୍ଲିକ କରି ଦେଖନ୍ତୁ ଆପଣଙ୍କ ପରୀକ୍ଷା ଫଳ

Leave a Reply

Your email address will not be published. Required fields are marked *