March 23, 2024

Odia Express

News For Public

ଖାଲି ଗୋଟିଏ ଚୁଟକି ଲୁଣ ଆପଣଙ୍କୁ କୋଟିପତି କରିଦେଇପାରେ , ଜାଣନ୍ତୁ କିପରି..

ଆଜି ଆମେ କଥା ହେଉଛୁ ସେହି ଲୁଣ ବିଷୟରେ ଯାହା ବିନା ଆମର ଖାଦ୍ୟ ଅଧୁରା ହୋଇଯାଏ । ଏହା ଏକ ଏମିତି ମହତ୍ତ୍ୱପୂର୍ଣ୍ଣ ଅଟେ ,ଯାହା ସମସ୍ତଙ୍କ ଘରେ ମିଳିଯାଏ , ସେ ଧନୀ ଘର ହେଉ କିମ୍ବା ଗରିବ , କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି କେବଳ ଗୋଟିଏ ଚୁଟକି ଲୁଣ ଦ୍ୱାରା ଆପଣଙ୍କ ଜୀବନ ବଦଳିପାରେ , ହଁ ଆଜ୍ଞା ଏହା ଶୁଣିବାକୁ ଟିକିଏ ଅଜବ ଲାଗୁଥିବ , କିନ୍ତୁ ଏହି କଥା ସତ ଅଟେ , ଗୋଟିଏ ଚୁଟକି ଲୁଣ ହିଁ ଆପଣଙ୍କ ଜୀବନ ରାତାରାତି ବଦଳାଇ ପାରେ , ଚମକନ୍ତୁ ନାହିଁ , ତେବେ ଆସନ୍ତୁ ଜାଣିବା କିପରି ।

 

ଖାଲି ଆପଣଙ୍କୁ ଏହା ଖାଇବା ଛଡା ଅନ୍ୟ କାମରେ ପ୍ରୟୋଗ କରିବାକୁ ହେବ , ଲୁଣର ପ୍ରୟୋଗ ଆମେ ବହୁତଥର ନଜର ଉତାରିବାପାଇଁ କରିଥାଉ । ଯଦି ଆପଣଙ୍କୁ ଜଣାଥିବ କି ଆପଣଙ୍କ ପରିବାରର କେଉଁ ସଦସ୍ୟଙ୍କ ନଜର ଲାଗିଥିବ କେବଳ ଗୋଟିଏ ଚୁଟକି ଲୁଣରୁ ତିନିଥର ତାଙ୍କ ଉପରେ ବୁଲାଇ ଆଣିଲେ ଏହା ପରେ ସବୁ ସାମାନ୍ୟ ହୋଇଯିବ ।

 

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କାଚର ଜାଗାରେ ଲୁଣ ଭରି କରି ଶୌଚାଳୟ ଓ ସ୍ନାନ କଲା ଘରେ ରଖିଦେବେ , ତେବେ ସବୁ ବାସ୍ତୁଦୋଷ କଟିଯିବ , ଏଥିପାଇଁ ମାନାଯାଇଛି କି ଲୁଣ ଓ କାଚ ଦୁହେଁ ରାହୁ ବସ୍ତୁ ଅଟନ୍ତି , ଓ ରାହୁର ନକରାତ୍ମକ ପ୍ରଭାବ ଦୂର କରିବା କାମ କରିଥାଏ , ରାହୁ ନକରାତ୍ମକ ଉର୍ଜା ଓ କିଟାଣୁ ବି କାରକ ହୋଇଥାଏ ।

ଏବେ କଥା ହେବା ଘରର ସୁଖ ସମୃଦ୍ଧି ବିଷୟରେ ଯଦି କେଉଁ କାଚ ଜାର୍ ରେ ଆପଣ ଲୁଣ ଭର୍ତ୍ତି କରି ରଖିଦେବେ ତେବେ ଘରେ ସକରାତ୍ମକ ଉର୍ଜାର ପ୍ରଭାବିତ ହୋଇଥାଏ । ଏଥିରେ ରାହୁ କେତୁଙ୍କ ଦଶା ଚାଲୁଛି , ତାପରେ ଆପଣଙ୍କ ମନରେ ଖରାପ ବିଚାର କିମ୍ବା ଡର ଜନ୍ମ ନେଲେ ତେବେ ଏହା ବହୁତ ଲାଭପ୍ରଦ ହୋଇଥାଏ ।

 

ସେମିତି ମାନାଯାଏ କି ଯଦି ଡଲି ବାଲା ଲୁଣ ଲାଲ ରଙ୍ଗର କପଡାରେ ବାନ୍ଧିକରି ଘରର ମୁଖ୍ୟ ଫାଟକରେ ଟଙ୍ଗାଇଦେଲେ କେବେ କେଉଁ ଖରାପ ଶକ୍ତି ପ୍ରବେଶ କରିପାରେ ନାହିଁ ଓ କାରୋବାରରେ ଉନ୍ନତି ହୁଏ , ଏହାକୁ ଚାହିଁଲେ ଦୋକାନର ମୁଖ୍ୟ ଫାଟକ ପାଖରେ ଲଗାଇପାରିବେ ।

କୁହାଯାଇଛି କି ଯଦି କେଉଁ ବ୍ୟକ୍ତି ସୋଇବା ସମୟରେ ପାଣିର ଏକ ଚୁଟକି ଲୁଣ ମିଶାଈକରି ହାତ ଧୋଇନିଏ  , ତେବେ ଚିନ୍ତା ଦୁର ହୋଇଯାଏ , ଓ ଭଲ ନିଦ୍ରା ଆସିଥାଏ , ତାହା ସହ ରାହୁ ଓ କେତୁ ଅଶୁଭ ପ୍ରଭାବ ଦୁର ହୋଇଯାଏ , ଘରେ ସକରାତ୍ମକ ଉର୍ଜା ଆସିଥାଏ । ଘରେ ସକରାତ୍ମକ ଉର୍ଜା ବୃଦ୍ଧି ପାଇଁ ରକ୍ ସାଲ୍ଟ ଲେପ୍ ରଖି ପାରିବେ । ଯଦି ସ୍ୱାସ୍ଥ୍ୟ ସଂବନ୍ଧୀ ସମସ୍ୟା ଦେଖାଗଲେ , ତେବେ ଏହା ବହୁତ ପ୍ରଭାବିତ କରିଥାଏ । ଯଦି ଘରେ ଛୋଟ ଛୁଆ ରୋଗା ଗ୍ରସ୍ତ ଅଛନ୍ତି , ତେବେ ପାଣିରେ କିଛି ପରିମାଣର ଲୁଣ ମିଶାଈକରି ଛୁଆଙ୍କୁ ଗାଧାନ୍ତୁ , ଏଥିରୁ ପିଲାଙ୍କ ନଜର ଦୋଷ କଟିଯିବ , ଓ ସ୍ୱାସ୍ଥ୍ୟ ସଂବନ୍ଧି ସବୁ ଅସୁବିଧା କମ୍ ହେବ ।

Leave a Reply

Your email address will not be published. Required fields are marked *