March 24, 2024

Odia Express

News For Public

ସକାଳୁ ଉଠି ପାଣି ପିଉଥିବା ୯୯ ପ୍ରତିଶତ ଲୋକ ଏହି ସତ କଥାରୁ ଅଜଣା ଅଛନ୍ତି , ଏବେବି ଯାଣିନିୟନ୍ତୁ ନହେଲେ ହଇରାଣ ହେଇପାରନ୍ତି…

ଗୋଟେ ମଣିଷ ଶରୀରରେ ୬୫ ପ୍ରତିଶତ ପାଣି ତିଆରି ହୋଇଥାଏ , ମଣିଷ ଶରୀରରେ ୬୫ ପ୍ରତିଶତ ପାଣି ହେବାପରେ ଏହା ଶରୀରରେ ପାଣିର ମହତ୍ତ୍ୱ ଅନ୍ୟ ପଦାର୍ଥ ବହୁତ ଅଧିକା ହୋଇଥାଏ , ଆପଣଙ୍କୁ କହିଦେବୁ କି ଯେ କୌଣସି ବ୍ୟକ୍ତି ବିନା ଭୋଜନ କରି କିଛି ଦିନ ରହିପାରିବ , କିନ୍ତୁ ବିନା ପାଣିରେ କେଉଁ ବ୍ୟକ୍ତି ଜୀବିତ ରହିପାରିବ ନାହିଁ , କାରଣ ପାଣିରୁ ତିଆରି ହୋଇଥିବା ଏହି ଶରୀର ସୁଚାରୁ ରୁପେ ଚଲାଇଥାଏ , ଯାହା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ , ଯଦି ଆପଣ କିଛି ଦିନ ପାଣି ପିଇବେ ନାହିଁ ତେବେ ଏହା ଆପଣଙ୍କ ଶରୀରର ସବୁ ଅଙ୍ଗଗୁଡିକ କାମ କରିବା ବନ୍ଦ କରିଦେବ ।

ଏହି କାରଣରୁ ମନୁଷ୍ୟ ଶରୀର ପାଇଁ ପାଣି ବହୁତ ମାଇନା ରଖେ , ଆଜି ଆମେ ଆପଣଙ୍କୁ ବାସି ମୁହଁ ଗରମ ପାଣି ପିଇବାର ଫାଇଦା ବିଷୟରେ କହିବୁ ,

 

ମୋଟା କିମ୍ବା ଓଜନ ବୃଦ୍ଧିର ରୋଗ : ଏହା କୁହାଯାଏ କି ଯଦି ଆପଣ ଗରମ ପାଣିକୁ ସେବନ କରୁଛନ୍ତି ତେବେ ଏହାକୁ ନିୟନ୍ତ୍ରିତ କରିବା ପାଇଁ ସାହାଯ୍ୟ କରିଥାଏ , ଗରମ ପାଣିର ସେବନ କରିଲେ ଏହା ଶରୀର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ , ଯାହା କାରଣରୁ ଶରୀରରେ ଚୟାପଚୟ ପ୍ରକିୟା ଆରମ୍ଭ ହୋଇଯାଏ , ଏହା ସହ ଗରମ ପାଣି ଅନ୍ତନାଡିକୁ ସଂମ୍ପର୍କରେ ଆଣିବାପରେ ଶରୀରକୁ ଫୁଲାଉଥିବା ପଦାର୍ଥ ନିଜ ଶରୀରରୁ ବାହାର କରିଦିଏ ।

 

ବାଳ ମଧ୍ୟରେ ଗ୍ୟାପ୍ : ଯଦି ଆପଣଙ୍କ ନରମ ଓ ଚିକ୍କଣ ବାଳ ପାଇବାକୁ ଚାହୁଁଛନ୍ତି ତେବେ ଏମିତିରେ ଆପଣଙ୍କୁ ଗରମ ପାଣିର ବ୍ୟବହାର କରିବାକୁ ହେବ , ଆପଣଙ୍କୁ କହିଦେବୁ କି ଯଦି ଆପଣ ଗରମ ପାଣିର ସେବନ କରୁଛନ୍ତି ତେବେ ଏହା ବାଳଗୁଡିକ ଜଡରୁ ମିଳୁଥିବା ତନ୍ତିକା ଉର୍ଜା ପ୍ରଦାନ କରିଥାଏ , ଏହା ସହ ସେହି ସକ୍ରିୟ ବନାଇ ରଖିଥାଏ ।

 

କବ୍ଜ ରୋଗ : ଆଜିର ସମୟରେ ବହୁତ ସାରା ଲୋକଙ୍କୁ କବଜ୍ ର ସମସ୍ୟା ହେଉଛି, ଲୋକଙ୍କ ପେଟରେ କବଜ୍ ସମସ୍ୟା ସେହି ସମୟରେ ଆସିଥାଏ ,ଯେବେ ଅନ୍ତରେ କିଛି ହଲଚଲ ହୁଏ ନାହିଁ , ଏଥିପାଇଁଂ ଆପଣଙ୍କୁ କବଜ୍ ସମସ୍ୟା ହେଲେ ଆପଣଙ୍କୁ ସକାଳ ସମୟରେ ଉଠି ଆରମ୍ଭରୁ ଗରମ ପାଣିର ସେବନ କରିବା ଉଚିତ୍ ,ଯଦି ଆପଣ ଏମିତି କରୁଛନ୍ତି ତେବେ ତାହା ଅନ୍ତକୁ ସୁସ୍ଥ୍ୟ କରିରଖିଥାଏ , ଓ ଏହା ଛଡା କବଜ୍ ରୋଗ ଶେଷ କରିଦିଏ ।

 

ଛୋଟ ବାଳର ରୋଗ : ଆପଣଙ୍କୁ କହିଦେବୁ କି ଗରମ୍ ପାଣି ବାଲାଙ୍କ କୋଷିକା ରେ ଉର୍ଜା ପ୍ରଦାନ କରିଥାଏ , ଏହା ସହ ଗରମ ପାଣି ବାଳକୁ ଅଧିକା ବଢାଇବାରେ ସାହାଯ୍ୟ କରିଥାଏ , ଯଦି ଆପଣଙ୍କ ଛୋଟ ବାଳର ସମସ୍ୟା ଅଛି ତେବେ ଆପଣଙ୍କୁ ନିୟମିତ  ବାସି ମୁହଁରେ ପାଣିର ସେବନ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *