April 16, 2024

Odia Express

News For Public

ଛୁଆ ବେଳରୁ ଗୋଟେ ସ୍କୁଲ୍ ରେ ପଡିଛନ୍ତି ଏହି କଳାକାରମାନେ , ଥରେ ନିଶ୍ଚିତ ଦେଖିନିଅନ୍ତୁ କିଏ କାହା ସଂଗେ ପାଠ ପଢୁଥିଲେ…

ବଲିଉଡ୍ ଇଣ୍ତଷ୍ଟ୍ରିରେ ନିଜ ଜାଗା ବନାଇବାପାଇଁ ବହୁତ ବର୍ଷ ଲାଗିଯାଏ , ଆଜି କାଲି କିଛି ଷ୍ଟାର୍ କିଡସ ଅଛନ୍ତି ଯେଉଁମାନେ ବହୁତ କମ୍ ସମୟରେ ବଲିଉଡ୍ ଫିଲ୍ମରେ ନିଜ ଧାକ୍ ଜମାଇଛନ୍ତି , କହିଦେବୁ କି କମ୍ ବୟସରୁ ହିଁ ଫିଲ୍ମରେ ପାଦ ଦେବା ପରେ ଓ ସଫଲତା ପାଇବା ପରେ ଷ୍ଟାର୍ ହୋଇଯାଇଥିଲେ , କିନ୍ତୁ ପାଠପଢା ଇଚ୍ଛା ଆସ୍ତେ ଆସ୍ତେ କମିଯାଏ , ବଲିଉଡ୍ ରେ ଏମିତି ବହୁତ ଷ୍ଟାର୍ କିଡ୍ ଅଛନ୍ତି ଯେଉଁମାନେ ପାଠ ପଢା ଅଧାରୁ ଛାଡିଦେଇଥିଲେ,  କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଷ୍ଟାର୍ ଙ୍କ ବିଷୟରେ କହିବୁ , ଯିଏକି ଏକାସାଙ୍ଗେ ସ୍କୁଲ୍ ରେ ପାଠ ପଢିଥିଲେ ।

 

୧) ସଲମାନ ଓ ଅମୀର ଖାନ୍ : ବଲିଉଡ୍ ର ଅଭିନେତା ସଲମାନ ଓ ଅମୀର ଖାନ୍ ଗୋଟେ କ୍ଲାସ୍ ରେ ପଡିଥିଲେ , ଦୁହେଁ ସେକେଣ୍ତ କ୍ଲାସ୍ ରୁ ହିଁ ଏକା ସାଙ୍ଗେ ପଢିଥିଲେ ।

 

୨) କରନ୍ ଜୋହର୍ ଓ ଟ୍ୱିଙ୍କଲ୍ ଖାନ୍ନା : ଅଭିନେତ୍ରୀ ଟ୍ୱିଙ୍କଲ୍ ଖାନା ନିଜର ଅଟୋବାୟୋଗ୍ରାଫିରେ କହିଥିଲେ କି ସେ ବୋର୍ଡିଙ୍ଗ୍ ସ୍କୁଲ୍ ରେ ପାଠ ପଢୁଥିଲେ , ସେହି ସମୟରେ କରନ୍ ଜୋହର୍ ବି ତାଙ୍କ ସହ ପଢୁଥିଲେ ।

 

୩) କରନ୍ ଜୋହର୍ ଅପୁର୍ବ ମେହେଟ୍ଟା : ବଲିଉଡ୍ ଡାଇରେକ୍ଟର କରନ୍ ଜୋହର୍ ଓ ଅଭିନେତ୍ରୀ ଟ୍ୱିଙ୍କଲ୍ ଖାନା ଏକା ସାଙ୍ଗେ ପଢିଚନ୍ତି , ସେହିପରି ବଲିଉଡ୍ ଫିଲ୍ମ ନିର୍ଦ୍ଧେଶକ ଅପୁର୍ବ ମେହେଟା ବି ତାଙ୍କ ସହ ପଢିଥିଲେ ।

 

୪) ଶ୍ରଦ୍ଧା କାପୁର ଓ ଟାଇଗର୍ ଶ୍ରଫ୍ : ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ ଓ ଅଭିନେତ୍ରୀ ଶ୍ରଦ୍ଧାକାପୁର ଗୋଟେ ସ୍କୁଲ୍ ରେ ପଢିଥିଲେ । ଟାଇଗର୍ କହିଲେ କି ଛୋଟ ବେଳରୁ ସେ ଶ୍ରଦ୍ଧାଙ୍କୁ ବହୁତ ଭଲ ପାଉଥିଲେ ,

 

୫) କୃଷ୍ଣା ଶ୍ରଫ୍ ଓ ଆଥିଆ ସେଟ୍ଟି : ଯେଉଁ ସ୍କୁଲ୍ ରେ ଟାଇଗର୍ ଓ ଶ୍ରଦ୍ଧା ପଢୁଥିଲେ ସେହି ସ୍କୁଲ୍ ରୁ ଆଥିଆ ଓ ଟାଇଗର୍ ଶ୍ରଫ୍ ଙ୍କ ଭଉଣୀ କୃଷ୍ଣା ବି ପଢୁଥିଲେ , ଆଥିଆ ଓ କୃଷ୍ଣା ଟାଇଗରଙ୍କ ଠାରୁ ଦୁଇ ବର୍ଷ ପଛରେ ପଢିଥିଲେ । ମାନେ ଦୁଇ ବର୍ଷ ଜୁନିୟର୍ ଅଟନ୍ତି ।

 

୬) ବରୁନ୍ ଧବନ୍ ଓ ଅର୍ଜୁନ୍ କାପୁର୍ : ବଲିଉଡ୍ ରେ ଜଣେ ଅଭିନେତା ପୁର୍ବରୁ ବରୁନ୍ ଧବନ ଓ ଅର୍ଜୁନ୍ କାପୁର ଗୋଟେ ସ୍କୁଲ୍ ରେ ପଢୁଥିଲେ , ଦୁହେଁ ଏକା ସାଙ୍ଗେ ଗୋଟେ ସର୍ଟ ଫିଲ୍ମରେ କାମ କରିଛନ୍ତି ।

 

୭) ଅନୁଷ୍କା ଶର୍ମା ଓ ସାକ୍ଷୀ ସିଂ ଧୋନୀ : ପ୍ରସିଦ୍ଧ କ୍ରିକେଟିୟର୍ କୋହଲିଙ୍କ ସ୍ତ୍ରୀ ଓ ବଲିଉଡ୍ ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା ଶର୍ମା ଗୋଟେ ସ୍କୁଲ୍ ରେ ପଢିଛନ୍ତି , ସାକ୍ଷୀ ଧୋନୀ ଆସାମର ଏକ ସ୍କୁଲ୍ ରେ ପଢୁଥିଲେ , ଦୁହେଁ ସେଣ୍ଟ ମ୍ୟାରି ସ୍କୁଲ୍ ମାରଘେରିଟିଆ ରେ କ୍ଲାସ୍ ମେଟ୍ ଥିଲେ ,

Leave a Reply

Your email address will not be published. Required fields are marked *