March 23, 2024

Odia Express

News For Public

ମୋଦି ଜିତିବା ପରେ ପାକିସ୍ଥାନର ଖରାପ ଦିନ ଆରମ୍ଭ ହୋଇଗଲା , କ୍ଷୀର ଦାମ ୧୯୦ ଟଙ୍କା ହେଲା, ମଟନ୍ ୧୧୫୦ ଟଙ୍କା ଓ ସେଓ ୪୦୦ ଟଙ୍କା କିଲୋରେ ବିକ୍ରି ହେଉଛି କାରଣ..

ପାକିସ୍ଥାନରେ ଏବେ ଆର୍ଥିକ ଅବସ୍ଥା ବହୁତ ଖରାପ ଚାଲୁଛି , ଏହି ଦିନରେ ଏବେ ସବୁ ଜିନିଷ ଦର ଦାମ ଆକାଶ ଛୁଆଁ ହୋଇଛି, ଯାହାର କାରଣରୁ ପାକିସ୍ଥାନ ଜନତା ବହୁତ ଚିନ୍ତିତ ହେଇଛନ୍ତି , ପାକିସ୍ଥାନ ସରକାର ନିଜ ଦେଶରେ ବଢୁଥିବା ଦର ଦାମ ରୋକିବାକୁ ଚେଷ୍ଟା କରୁଛି , କିନ୍ତୁ ଦରଦାମ୍ କମ୍ ହେବା ବଦଳରେ ଏହା ବଢିବାକୁ ଲାଗିଛି , ପାକିସ୍ଥାନରେ ଏବେ ଏହି ସମୟରେ ଏବେ କେତେ ଦାମ୍ ବଢିଯାଇଛି , ତାହାର ଅନ୍ଦାଜା ଏବେ ଲଗାଇପାରିବେ , ଏବେ କ୍ଷୀର ଗୋଟେ ଲିଟର ୧୯୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିସାରିଛି , ଏତେ ମହଙ୍ଗା କ୍ଷୀର ମିଳିବା କାରଣରୁ ଦେଶରେ ଲୋକେ ରମଜାନ ସମୟରେ କ୍ଷୀର ବି ପାଇପାରିଲେ ନାହିଁ , କ୍ଷୀର ଛଡା ଫଳ , ଚିକେନ୍ , ଡାଲି, ଇତ୍ୟାଦି ଜିନିଷ ଦାମ ଆକାଶ ଛୁଆଁ ହୋଇଛି ।

 

ଏହି ଦେଶରେ ଗୋଟେ କିଲୋ ସେଓ ୪୦୦ ଟଙ୍କା , କମଳା ୩୬୦ ଟଙ୍କା କେଜି, ଓ କଦଳି ୧୫୦ ଟଙ୍କା ଡର୍ଜନ ହୋଇସାରିଛି , ଯେବେ କି ପିଆଜ ୪୦ ପ୍ରତିଶତ, ଟମାଟର ଦାମ୍ ୧୯ ପ୍ରତିଶତ ଓ ଗୁଡ, ଚିନି, ମସଲା, ଘିଅ , ଚାଉଳ, ଅଟାର ଦାମ ୧୦ ପ୍ରତିଶତ ବୃଦ୍ଧି ହୋଇଛି , ଏହି ଜିନିଷଗୁଡିକ ଛଡା ଏହି ଦେଶରେ ମଟନ ୧୧୦୦ ଟଙ୍କା ଦାମ୍ ବିକ୍ରି ହେଉଛି ।

 

ପାକିସ୍ଥାନ ଦେଶରେ ଏକା ଥରରେ ଏବେ ଜିନିଷ ଦାମ ବଢିଯାଇଛି । ସେମିତି ଏହି ଦିନରେ ଯେପରି ରମଜାନ ଆରମ୍ଭ ହୋଇସାରିଛି , ଏହି ଜିନିଷରେ ଏବେ ବୃଦ୍ଧି ଘଟିଛି , ଯାହାର କାରଣରୁ ଏହି ଦେଶରେ ରମଜାନର ସମୟରେ କ୍ଷୀର, ଚାଉଳ, ଫଳ ଇତ୍ୟାଦି ଜିନିଷ କିଣିପାରୁନାହାନ୍ତି , ରମଜାନ ସମୟରେ ମହଙ୍ଗା ଏତେ ହୋଇଯାଈଛି ପାକିସ୍ଥାନର ଜନ ସାଧାରଣ ଏବେ ରାଗିକରି ଅଛନ୍ତି , ନିଜ ସରକାର ନୀତି ଗୁଡିକ ଖୋଲିକରି ବିରୋଧ କରୁଛନ୍ତି ।

 

ଏମିତି ଜାଣିକରି ବେପାରୀଙ୍କ ବିଶ୍ୱାସ ପାକିସ୍ଥାନ ଦେଶ ଉପରୁ ଉଠିଯାଇଛି, ଯାହାକୁ ନେଇ ଏହି ଦେଶର ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡୁଛି , ଏହା ଛଡା ପାକିସ୍ଥାନ ଦେଶର ସେୟାର ବଜାରରେ ବି ତଳକୁ ଖସି ଆସିଛି, ଏହି ଦେଶର ସେୟାର୍ ବଜାର ଏତେ ଖରାପ ଅବସ୍ଥା ହୋଈଯାଇଛି, ଏହା ପୁର୍ବରୁ କେବେ ହୋଇନଥିଲା , ପାକିସ୍ଥାନ ସେୟାର ବଜାରରୁ ବିଗିଡିଥିବା ହାଲାତରେ ଏହି ଦେଶର ମୁଦ୍ରା ମାନେ ପାକିସ୍ଥାନୀ ଟଙ୍କାରେ ତଳକୁ ଖସି ଆସିଛି , ଓ ମେ ମାସରେ ପାକିସ୍ଥାନ ଦେଶର ମୁଦ୍ରା ଏସିଆ ଏକ ଗୁରୁତ୍ୱ ମୁଦ୍ରାଗୁଡିକ ଓ ସବୁଠାରୁ ଦୁର୍ବଳ ସ୍ଥିତି ହୋଇଯାଇଛି ।

 

ପାକିସ୍ଥାନୀ ଟଙ୍କା ମେ ମାସରେ ୨୯ ପ୍ରତିଶତ ଟଙ୍କା ତଳକୁ ଖସି ଆସିଛି, ଯାହା ସହ ଏକ ଡଲାର ମୁଲ୍ୟ ଏବେ ୧୫୦ ଟଙ୍କା ହୋଇସାରିଛି ,ପାକିସ୍ଥାନ ଟଙ୍କା ଅଧିକା ବୃଦ୍ଧି ସ୍ଥିତିରେ ନେପାଳରେ ଟଙ୍କା ଯାହାକି ୧୧୨ ଟଙ୍କା ଅଛି , ପାକିସ୍ଥାନ ବଜାରର ବିଶେଷଜ୍ଞଙ୍କ ଅନୁସାରେ ଯଦି ପାକିସ୍ଥାନ ସରକାର ତୁରନ୍ତ ନିଜ ଦେଶର ମହଙ୍ଗା ଦରଦାମ ଉପରେ ନିୟନ୍ତ୍ରଣ ନ କଲେ ତେବେ ଆସୁଥିବା ସମୟରେ ଏହି ଦେଶର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଯିବ , ପାକିସ୍ଥାନର କେନ୍ଦ୍ରିୟ ବ୍ୟାଙ୍କ୍ ନିଜ ମୋଦ୍ରିକ ନୀତି ଘୋଷତି କରିଦେଇଛି , ଓ ଆଶା ଅଛି କି ଏଥିରେ ମହଙ୍ଗା ଉପରେ କିଛି ଟା ନିୟନ୍ତ୍ରଣ ହୋଇପାରିବ ।

Leave a Reply

Your email address will not be published. Required fields are marked *