April 19, 2024

Odia Express

News For Public

ସପ୍ତାହରେ କେବଳ ମାତ୍ର ୩ ଦିନ ଖାଇନିଅନ୍ତୁ ଏହି ଫଳ , ଜୀବନରେ କେବେ ବି ହେବ ନାହିଁ , ହୃଦ ଘାତ, ହାଡ, ଅନ୍ତ, କିଡନୀ, ଲିଭରର ରୋଗ..

ସେମିତି ଖଜୁରୀ କୁ ସୁପରଫୁଡ୍ ବୋଲି ମାନାଯାଏ ନାହିଁ , କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ , ଖଜୁରୀରେ ବହୁତ ପ୍ରକାରର ପୋଷକ ତତ୍ତ୍ୱ ଭରପୁର ହୋଇଥାଏ , ଏଥିରେ ଆଇରନ୍ ,ଫ୍ଲୋରିନ୍, ମିନେରାଲ୍ସ, କ୍ୟାଲସିୟମ୍ , ଅମୋନୋ ଏସିଡ୍ , ଫସଫରସ୍ , ଓ ଭିଟାମିନ୍ ଥାଏ , ଖଜୁରୀରେ ଡାଇବେଟିଜ୍ ସହ ଇମ୍ୟୁନୋ ସିଷ୍ଟମ୍ କୁ ମଜବୁତ କରିଥାଏ , ଏଥିରେ କୋଲେଷ୍ଟ୍ରୋଲ୍ ହୁଏ ନାହିଁ , ଗୋଟେ ଖଜୁରୀରେ ୨୩ କ୍ୟାଲୋରୀ ଉର୍ଜା ମିଳିଥାଏ , ସବୁଦିନ ତିନୋଟି ଖଜୁରୀ ଖାଇଲେ ବହୁତ ଫାଇଦା ହୋଇଥାଏ ।

 

୧) ହାଡ ଗୁଡିକ ମଜବୁତ କରିବାରେ : ନର୍ଥ ଡକୋଟା ଷ୍ଟେଟ୍ ୟୁନିଭରସିଟି ପ୍ରୋଫେସର୍ ଜୁଲି ଗାର୍ଡନେ ରବିନସନ୍ ଙ୍କ ଅନୁସାରେ ଖଜୁରୀରେ ବୋରୋନ୍ ହୋଇଥାଏ , ଯାହା ହାଡକୁ ସୁସ୍ଥ୍ୟ ରଖିଥାଏ , ଏକ ଅନ୍ୟ ଅଧ୍ୟୟନରୁ ଜଣା ପଡେ କି ଏଥିରେ ମିଳୁଥିବା ଫସଫରସ୍ , ପୋଟାସିୟମ୍, କ୍ୟାଲସିୟମ୍ , ଓ ମ୍ୟାଗ୍ନେସିୟମ୍ ଖଣିଜ ପଦାର୍ଥ ହାଡଗୁଡିକ ମଜବୁତ କରିଥାଏ , ଅସ୍ଟୋୟୋପୋରୋସିସ୍ ପରି ରୋଗରୁ ଲଢିଥାଏ ।

 

୨) ପାଚନ କ୍ରିୟାକୁ ରଖିଥାଏ ସୁସ୍ଥ୍ୟ : ଖଜୁରୀରେ ପାଚନ ତନ୍ତ୍ରକୁ ସଂଚାଳିତ ରଖିଥାଏ , ଫାଇବର୍ ଆବଶ୍ୟକତା ହୋଇଥାଏ , ଫାଇବର ସେବନ କବ୍ଜକୁ ରୋକିବାରେ ସାହାଯ୍ୟ କରେ । ବ୍ରିଟିଶ୍ ଜେନେରାଲ୍ ଅଫ୍ ନ୍ୟୁଟ୍ରିସନ୍ ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣା ପଡେ କି ଯେଉଁ ଲୋକ ନିୟମିତ ରୁପରେ ଖଜୁରୀର ସେବନ କରନ୍ତି , ତାଙ୍କର ପାଚନ କ୍ରିୟା ବଢିଆ ହୋଇଥାଏ ।

 

୩) ହୃଦୟ ପାଇଁ ହୋଇଥାଏ ସ୍ୱସ୍ଥ୍ୟ : ଏକ ଅଧ୍ୟୟନ ଅନୁସାରେ ଟ୍ରାଇଗ୍ଲିସରାଇଡ୍ ଲେବୁଲ୍ କମ୍ କରିବାପାଇଁ ଏହାର କ୍ଷମତା ହୋଇଥାଏ । ଓ ଏହା ଅକ୍ସିଡେଟିଭ୍ ଷ୍ଟ୍ରେସ୍ କୁ କମ୍ କରିଥାଏ । ଆପଣଙ୍କୁ କହିଦେବୁ କି ଏହା ଦୁହେଁ ହାର୍ଟ ଡିଜିଜ୍ ଓ ଏଥେରୋଜେନେସିସ୍ କାରକ ଅଟେ ,ପୋଟାସିୟମ୍ ଭରପୁର ଖଜୁରୀରେ ରକ୍ତଚାପ ଓ ଷ୍ଟ୍ରୋକ୍ କୁ କମ୍ କରିଥାଏ ।

 

୪) ପେଟରେ କ୍ୟାନ୍ସର ହେବା ବିପଦକୁ ଏଡାଇଥାଏ : ଖଜୁରୀରେ ହାନିକାରକ ଜୀବାଣୁରୁ ବଞ୍ଚାଇଥାଏ , ଖାଦ୍ୟ ଓ ପୋଷଣ ବିଜ୍ଞାନ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ମିଳିଛି କି ଯେଉଁ ଲୋକ ନିୟମିତ ରୁପରେ ଖଜୁରୀର ସେବନ କରନ୍ତି , ସେମାନଙ୍କ ପେଟରେ ଭଲ ବ୍ୟାକ୍ଟେରିଆ ବଢିଥାନ୍ତି , ଓ କ୍ୟାନ୍ସରରୁ ରକ୍ଷା କରିଥାନ୍ତି ।

 

୫) ଓଜନ କମାଇବାରେ ହୋଇଥାଏ ସହାୟକ : ଖଜୁରୀରେ ଭାରିମାତ୍ରାରେ ଫାଇବର୍ ମିଳିଥାଏ , ଆପଣଙ୍କ ଭୋକକୁ କଣ୍ଟ୍ରୋଲ୍ କରିଥାଏ , ଏତିକି ନୁହେଁ ବ୍ଲଡ୍ ଗ୍ଲୁକୋଜ୍ କଣ୍ଟ୍ରୋଲ୍ ବି କରିଥାଏ , ଏହା ଛଡା ଖଜୁରୀରେ ଏଥୋସାୟାନିନ୍ , ଫେନାଲିକ୍ସ, ଓ କେରୋଟିନାଇଡ୍ ପରି ଆଣ୍ଟି ଏକ୍ସିଡେଣ୍ଟ ହୋଇଥାଏ , ଏହା ସବୁ ଶରୀରର ବିଷାକ୍ତ ପଦାର୍ଥକୁ ମୁକ୍ତି ଦେଇଥାଏ । ପାଚନକୁ ବୃଦ୍ଧି କରିଥାଏ । ଓ ଓଜନ କମାଇଥାଏ ।

Leave a Reply

Your email address will not be published. Required fields are marked *