March 25, 2024

Odia Express

News For Public

ବଡିରେ ହିମୋଗ୍ଲୋବିନ୍ କମିଯାଇଛି, ତେବେ ଔଷଧ ନୁହେଁ ବରଂ ଖାଆନ୍ତୁ ହିମୋଗ୍ଲାବିନ୍ ବଢୁଥିବା ଫଳ – କିଛି ଦିନରେ ଆପଣଙ୍କ ରକ୍ତର ମାତ୍ରା ବଢିବ..

କଣ ଆପଣ ଜାଣିଛନ୍ତି କି ହିମୋଗ୍ଲୋବିନ୍ ର ଅଭାବ ଆମ ଶରୀରରେ କଣ ପ୍ରଭାବ ପକାଇଥାଏ , ଯଦି ଜାଣିନାହାନ୍ତି ତେବେ ଆପଣଙ୍କ ଶରୀରରେ ହିମୋଗ୍ଲୋବିନ୍ କମି ଗଲେ ବ୍ୟକ୍ତି ଅକ୍ସିଜେନ୍ ବହିବାର କ୍ଷମତା କମିଯାଏ , ଶରୀରରେ ଆବଶ୍ୟକ ମାତ୍ରାରେ ଅକ୍ସିଜେନ୍ ନ ମିଳିବାରୁ ରେଡ୍ ବ୍ଲଡ୍ ସେଲ୍ ସଂଖ୍ୟା ଧିରେ ଧିରେ କମ ହେବାକୁ ଲାଗିଥାଏ , ଓ ସେହି ବ୍ୟକ୍ତିର ଏମୋନିଆ ହୋଇପାରେ , ଏହା ଛଡା ହିମୋଗ୍ଲୋବିନ୍ ଅଭାବ ହେଲେ ବହୁତ ପ୍ରକାରର କିଡନୀ ସହ ସମସ୍ୟା ହୋଇଯାଏ ,

ହିମୋଗ୍ଲୋବିନ୍ ବଢାଉଥିବା ଫଳ ।

 

୧) ଆମ୍ବ : ଫଳର ରାଜା ଆମ୍ବକୁ କିଏ ବା ପସନ୍ଦ କରୁନଥିବ , ଯଦି ଆପଣ ଜାଣିଛନ୍ତି ଆମ୍ବ ଖାଇଲେ ଶରୀରରେ ବ୍ଲଡ୍ ତିଆରି ହୋଇଥାଏ , ଓ ଏହା ଆମୋନିଆ ଦୂର କରିବାରେ ସାହାଯ୍ୟ କାରୀ ଅଟେ ।

 

୨) ପିଜୁଳୀ : ପିଜୁଳି ଆମ ଶରୀରରେ ହିମୋଗ୍ଲୋବିନ୍ ହିନତାକୁ ଦୂର କରିବାରେ ଶସ୍ତା ଓ କାରଗାର ମାନାଯାଏ , ପିଜୁଳିରେ ଯେତେ ପାଚିଲା ହୋଇଥାଏ , ତାହା ମଧ୍ୟରେ ସେତିକି ହିମୋଗ୍ଲୋବିନ୍ ମିଳୀଥାଏ ।

 

୩) ସବୁଜ ପନିପରିବା : ସବୁଜ ପନିପରିବା ରୁ ଅଗଣିତ୍ ଫାଇଦା ମିଳିଥାଏ , ସବୁଜ ପନିପରିବା ନା କେବଳ ଶରୀରରେ ଆବଶ୍ୟକ ପୋଷଣ ଦେଇଥାଏ , ତାହା ହିମୋଗ୍ଲୋବିନ୍ କମିଥିବା ସମସ୍ୟାକୁ ଦୂର କରିଥାଏ ।

 

୪) ସେଓ : ଡାକ୍ତରମାନେ ବି ସବୁଦିନ ସେଓ ଖାଇବାକୁ ଉପଦେଶ ଦେଉଛନ୍ତି , ସେଓରେ ପୋଷଣ ତତ୍ତ୍ୟ ଛଡା ହିମୋଗ୍ଲୋବି ଅଭାବକୁ ପୁରା କରିଥାଏ । ଓ ଆମୋନିଆ ପରି ରୋଗରୁ ଲାଭ ପହଞ୍ଚାଇଥଏ ,

 

୫) ରାଶିର ମଞ୍ଜୀ : ରାଶି ମଞ୍ଜୀ : ଏହା ଖାଇଲେ ଶରୀରରେ ରକ୍ତ ସଂଞ୍ଚାଳନ ସ୍ତର ଠିକ୍ ରହିଥାଏ , ହିମୋଗ୍ଲୋବିନ୍ ଅଭାବକୁ ଦୂର କରିବାକୁ ହେଲେ ରାଶିର ଲଡୁ ଖାଆନ୍ତୁ ।

 

୬) ଅଙ୍ଗୁର : ଅଙ୍ଗୁର ମଧ୍ୟରେ ହିମୋଗ୍ଲୋବିଙ୍ଗ୍ ଦୂର କରିବାରେ ଉପଯୋଗୀ ହୋଇଥାଏ , ଅଙ୍ଗୁରରେ ରକ୍ତର ମାତ୍ରା କମ୍ ଥିବାରୁ ରୋଗୀ ବଞ୍ଚାପାରିବ ।

 

୭) ବିଟ୍ : ରକ୍ତର ଅଭାବ ମାନେ ଆମୋନିଆ ଗ୍ରସ୍ତ ମହିଳାମାନେ ବିଟ ଏକ ରାମବାଣ ଚିକିତ୍ସା ଅଟେ , ବିଟ୍ ଚାହିଁଲେ କଞ୍ଚା ବି ଖାଇପାରିବ , ଏହାର ଜୁସ୍ କରି ପିଇ ପାରିବେ ।

 

୮) ଗୁଡ : ଗୁଡରେ ଅନେକ ଫାଇଦା ଗୁଡିକ ଦ୍ୱାରା ହିମୋଗ୍ଲୋବିନ୍ ମାତ୍ରା ବଢିପାରେ ।

 

୯)  ପାଳଙ୍ଗ : ପାଳଙ୍ଗ ସେମିତି ସବୁଜ ପନିପରିବା ସାମିଲ୍ ଅଛି , କିନ୍ତୁ ପାଳଙ୍ଗରେ ପନିପରିବା ମଧ୍ୟରେ ସବୁଠାରୁ ପୋଷ୍ଟିକ ମାନାଯାଏ , ଏଥିରେ ହିମୋଗ୍ଲୋବିନ୍ ଦୂର କରିବାରେ କ୍ଷମତା ଅନ୍ୟ ପରିବାରେ ତୁଳନାରେ ଅଧିକା ହୋଇଥାଏ ।

 

୧୦) ଅଣ୍ତା : ଅଣ୍ତାରେ ଭିଟାମିନ୍ , ପ୍ରୋଟିନ୍ , ମିନେରାଲ୍ସ,  ଆଇରନ୍ ଓ କ୍ୟାଲସିୟମରେ ଭରପୁର ହୋଇଥାଏ , ଅଣ୍ତାରେ ହିମୋଗ୍ଲୋବିନ୍ ଦୂର କରିବାପାଇଁ ଲାଭ ଦାୟକ ହୋଇଥଏ ।

Leave a Reply

Your email address will not be published. Required fields are marked *