March 23, 2024

Odia Express

News For Public

ସବୁ ଦିନ ସକାଳୁ ଖାଲି ପେଟରେ ବତୁରାଇଥିବା ସୋଲା ବୁଟ ଖାଇଲେ କି ଫାଇଦା ହୋଇଥାଏ ଜାଣିନିଅନ୍ତୁ ,ଜାଣିବାପରେ ଏହାକୁ ନ ଖାଇ ରହିପାରିବେନି ଆପଣ…

ଆପଣ ବହୁତଥର ଦେଖିଥିବେ କି ଲୋକ ଏହି ଦେଶର ନିଜ ଭୋକ ମେଣ୍ଟାଇବାପାଇଁ ଚଣାର ବ୍ୟବହାର କରିଥାନ୍ତି , ସେ ଏହା ଏଥିପାଇଁ କରିଥାନ୍ତି କି ଆୟୁର୍ବେଦରେ ଚଣାର ଡାଲି ଓ ଚଣାକୁ ଶରୀରରେ ସ୍ୱାସ୍ଥ୍ୟ ବର୍ଦ୍ଧକ ବୋଲି ମାନାଯାଏ , ଏହା ଛଡା ଚଣା ଖାଇଲେ ବହୁ ପ୍ରକାରର ରୋଗ ବି ଠିକ୍ ହୋଇଯାଏ , ସେମିତି କହିଦେବୁ କି ଚଣା ଅଲଗା ଡାଲି ଅପେକ୍ଷା ଶସ୍ତା ହୋଇଥାଏ । କିନ୍ତୁ ଏହା ଅଲଗା ଡାଲି ହିସାବରେ ଅଧିକ ପୃଷ୍ଟିକର ହୋଇଥାଏ । ଏହା ପର୍ଯ୍ୟନ୍ତ ଚଣା ଶରୀରରେ ରୋଗ ସହ ଲଢିବାରେ ଯୋଗ୍ୟ ବନାଇଥାଏ, ଓ ଏହା ମସ୍ତିଷ୍କ ତେଜ୍ ଓ ଚେହେରା ସୁନ୍ଦର ବନାଇଥାଏ , ଚଣାକୁ ବତୁରାଇ ଖାଈଲେ ଅଧିକା ଫାଇଦା ମିଳିଥାଏ , କହିଦେବୁ କି ଖାଲିପେଟରେ ଚଣା ଖାଇଲେ ଏହାର କଣ କଣ ଫାଇଦା ହୋଇଥାଏ ।

 

କହିଦେବୁ କି ଶୀତ ଦିନରେ ଅଟାର ହାଲୱା ଖାଇଲେ ଆସ୍ତମା ରୋଗ ପାଇଁ ଫାଇଦା ଦେଇଥାଏ । ଏହା ଛଡା ଚଣାର ଅଟା ଲୁଣ ସହିତ ମାନେ ଲୁଣ ବିନା ପକା ଯାଇଥିବା ରୁଟି ଚାଲିସ ୬୦ ଦିନ ଯାଏଁ ଖାଇଲେ ତ୍ୱଚା ସ୍ୱବନ୍ଧି ରୋଗ ଯେପରି କାଛୁ , କୁଣ୍ତିଆ ଆଦି ହୁଏ ନାହିଁ , ଓ ରାତିରେ ଭଜା ହୋଇଥିବା ଚଣାକୁ କ୍ଷୀର ସହ ଶୋଇଲା ପୁର୍ବରୁ ଚୋବାଇକରି ଖାଈଲେ ନିଶ୍ୱାସ ନଳୀରେ ବହୁତ ରୋଗ ଯେପରି କଫ ଆଦି ଦୂର ହୋଇଯାଏ , ସେମିତି ଚଣାକୁ ମହୁ ସହ ମିଶାଇକରି ପିଇଲେ ନଂପୁସକତା ଦୁର ହୁଏ ,

 

ଏହା ଛଡା ପିଲିଆ ହୋଇଥିବା ଲୋକକୁ ୧୦୦ ଗ୍ରାମ ଚଣାର ଡାଲିରେ ଦୁଇ ଗିଲାସ ପାଣିଦେଇ ଚଣାକୁ ଦୁଇ ଘଣ୍ଟା ପାଇଁ ବତୁରାଇଦିଅନ୍ତୁ , ଏହି ଡାଲରେ ୧୦୦ ଗ୍ରାମ ଗୁଡ ମିଶାଇକରି ଚାରି ପାଞ୍ଚ ଦିନ ରୋଗୀକୁ ଖୁଆନ୍ତୁ , ଏହା ଦ୍ୱାରା ଆଶ୍ୱସ୍ତି ମିଳିବ । ଏହା ସହ ଚିନିର ବାସନରେ ରାତିରେ ଚଣାକୁ ବତୁରାଇ ରଖନ୍ତୁ , ତାପରେ ଚଣାକୁ ଚୋବାଇ କରି ଖାଆନ୍ତୁ , ଏହାକୁ ଲଗାତାର ସେବନ କଲେ ବିର୍ଯ୍ୟରେ ବୃଦ୍ଧି ହେବ , ଓ ପୁରୁଷ୍ୱତ ର ସବୁ ଦୂର୍ବଳତା ସବୁ ଦୂର ହୋଇଯିବ । ଏହା ଛଡା ପାଇଲ୍ସ ଲୋକଙ୍କ ପାଇଁ ଚଣା ବହୁତ ହିତକାରୀ ଅଟେ , ଦଶ ଗ୍ରାମ ଚଣାରେ ଦଶ ଗ୍ରାମ ଚିନି ମିଶାଇକରି ଚାଳିଶ ଦିନ ଯାଏଁ ଖାଇଲେ ଧାତୁ ରୋଗ ଭଲ ହୋଇଯାଏ , ଏହା ଛଡା ପଚିଶ ଗ୍ରାମ କଳା ଚଣାରେ ରାତିରେ ବତୁରାଈ ସକାଳୁ ଖାଲି ପେଟରେ ଖାଇଲେ ଡାଇବେଟିଜ୍ ଦୂର ହୋଇଯାଏ , ଯଦି ଚଣାରେ ପାଣିକୁ ଅଲଗା କରି ଅଦା, ଜିରା , ଲୁଣ ମିଶାଇ ଖାଇବେ ତେବେ କବ୍ଜ ଓ ପେଟ ପୀଡା ଦୂର ହୋଈଯାଏ ।

 

ସେମିତି ଗରମ ଚଣାର ରୁମାଲ କିମ୍ବା କେଉଁ ସଫା କପଡାର ବାନ୍ଧିକରି ସୁଙ୍ଗିଲେ ନାକ ବନ୍ଦ ହୋଇଯାଇଥିଲେ ଖୋଲିଯାଏ , ଏହା ସହ ମୋଟାପା କମ୍ କରିବାକୁ ହେଲେ ସବୁଦିନ ଜଳଖିଆରେ ଚଣାର ସେବନ କରନ୍ତୁ , ସେମିତି ଶରୀରରେ ଶକ୍ତି ବଢିଯାଏ , ଚଣାରେ ଲେମ୍ବୁ , ଅଦାର ଖଣ୍ତ, ହାଲକା ଲୁଣ , କଳା ଲଙ୍କା ଆଦି ପକାଇ ସକାଳ ଜଳଖିଆରେ ଖାଆନ୍ତୁ , ଏଥିରେ ଏନର୍ଜୀ ମିଳିଥାଏ , ଚଣାରେ ସତୁ ବହୁତ କାମକୁ ଆସିଥାଏ , ଏହା ଏନର୍ଜି ଯୋଗାଇଥାଏ , ଏହା ଖରାଦିନରେ ସତୁରେ ଲେମ୍ବୁ ଓ ଲୁଣ ମିଶାଇ ପିଇଲେ ଶକ୍ତି ଆସିଥାଏ , ଓ ତାହା ସହ ଭୋକ ବି ଶାନ୍ତ କରିଥାଏ , ଗର୍ଭବତୀ ମହିଳା ମାନେ ବାନ୍ତି କରୁଥିଲେ , ଏହି ସତ୍ତୁ ଚଣାକୁ ସେବନ କରନ୍ତୁ ,

 

ସେମିତି ଆଜିକାଲି ଷ୍ଟୋନ୍ ହେବା ଏକ ସାଧାରଣ କଥା ହୋଇଯାଇଛି , ସେଥିରୁ ମୁକ୍ତି ପାଇବାପାଇଁ ରାତିରେ ଚଣାକୁ ବତୁରାଈ କିଛି ମହୁ ମିଶାଇ ସବୁଦିନ ଖାଆନ୍ତୁ , ଏଥିରେ ଷ୍ଟୋନ୍ ଦୂର ହୋଇଯାଏ , ଏହା ସହ ଚଣାର ରୁଟି ବି ଖାଇପାରିବେ , କହିଦେବୁ କି ଚଣା ପାଚନ ଶକ୍ତି ବଢାଇଥାଏ , ଓ ରକ୍ତକୁ ସଫା କରିଥାଏ , ଓ ତ୍ୱଚା ବି ସୁନ୍ଦର କରିଥାଏ , କଳା ଚଣାରେ ଶରୀରର ସବୁ ମଇଳା ବାହାର କରିଦିଏ , ଯେଉଁଥିରେ ଡାଇବେଟିଜ୍ ଓ ଅନିମିଆ ପରି ରୋଗ ଦୂର ହୁଏ , ଯଦି ଆପଣ ଜ୍ୱର ଯୋଗୁଁ ଅସୁବିଧା ଭୋଗୁଛନ୍ତି ତେବେ ଆଜି ଠୁ ଚଣା ଖାଇବା ଆରମ୍ଭ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *