April 14, 2024

Odia Express

News For Public

ମହିଳାଙ୍କ ଓଠ କହିଦେଇ ଥାଏ ତାଙ୍କ ମନ ଭିତରେ ଥିବା ଗୋପନ କଥା – ଆଜି ହିଁ ଜାଣିନିଅନ୍ତୁ ସେ ବିଷୟରେ..

ଓଠର ସୁନ୍ଦରତା ବିଷୟରେ କହିଲେ ତେବେ ସୁନ୍ଦର ଗୋଲାପି ଓଠ ଯେ କୌଣସି ସ୍ତ୍ରୀଙ୍କ ସୁନ୍ଦରତାକୁ ଆହୁରି ସୌନ୍ଦର୍ଯ୍ୟରେ ଭରିଦେଇଥାଏ , ଓ ସେମାନେ ବହୁତ ଆକର୍ଷକ ଦେଖାଯାଆନ୍ତି , କହିଦେବୁ କି ଓଠର ରଙ୍ଗରୁ ଆପଣ ଜାଣିପାରିବେ କି ତାର ଚରିତ୍ର କିପରି ହୋଇଥିବ , ଯାହା ସମସ୍ତେ ସହଜରେ ଜାଣିପାରିବେ । ସମୁଦ୍ର ଶାସ୍ତ୍ର , ଭାରତୀୟ ଜ୍ୟୋତିଷ୍ୟ ଶାସ୍ତ୍ର ଏକ ପ୍ରମୁଖ ଅଙ୍ଗ ହୋଇଥାଏ , ଏହା ଶାରରୀକ ଅଙ୍ଗକୁ ଦେଖିକରି ଭବିଷ୍ୟତ ବିଷୟରେ କହିଥାଏ , ଏଥିରେ ଓଠର ଗଠନ ସ୍ତ୍ରୀଙ୍କ ଗୁଣ ଦୋଷ ବିଷୟରେ ଜଣାଇଥାଏ , ଯଦି ଆପଣ କେଉଁ ଝିଅର କିମ୍ବା ମହିଳା ବିଷୟରେ ଜାଣିବାକୁ ଚାହୁଁଛନ୍ତି , ତେବେ ଆଜି ଆମେ ଆପଣଙ୍କୁ ଏକ ସରଳ ସମାଧାନ ନେଇକରି ଆସିଛୁ , ତେବେ ଆସନ୍ତୁ ଜାଣିବା ଆମେ କିପରି ଓଠ ଦ୍ୱାରା ସେହି ମହିଳାଙ୍କ ବିଷୟରେ ଜାଣିପାରିବା , ଓ ତାଙ୍କର ବିଷୟରେ ସତ୍ୟତା ଜାଣିପାରିବା ।

 

ପତଳା ଓଠ : ଯେଉଁ ମହିଳା କିମ୍ବା ଝିଅମାନଙ୍କର ଓଠ ପତଳା ହୋଇଥାଏ , ସେମାନେ ବହୁତ ଭାବୁକ ହୋଇଥାନ୍ତି , ସେମିତି ସେମାନେ ନରମ ସ୍ୱଭାବର ହୋଇଥାନ୍ତି , ଯଦି ସେମାନେ କାହା ଉପରେ ରାଗିଯାଆନ୍ତି ତେବେ ସେମାନେ ସହଜରେ କ୍ଷମା ଦିଅନ୍ତି ନାହିଁ ।

 

ମୋଟା ଓଠ : ଯେଉଁ ମହିଳା କିମ୍ବା ଝିଅଙ୍କର ଓଠ ମୋଟା ହୋଇଥାଏ , ସେମାନେ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି , ଏମିତି ମହିଳାଙ୍କୁ ସବୁ ବନ୍ଧୁତା କରିବାକୁ ଚାହଁନ୍ତି । ଓ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି , ଓ ବ୍ୟବହାର ବହୁତ ବଢିଆ ହୋଇଥାଏ ।

 

ଲାଲ୍ ଓଠ : ଯେଉଁ ମହିଳା କିମ୍ବା ଝିଅମାନଙ୍କର ଓଠ ଲାଲ ବର୍ଣ୍ଣର ହୋଇଥାଏ ସେମାନେ ବହୁତ ସ୍ମାର୍ଟ ଓ ବୁଦ୍ଧିମାନ ହୋଇଥାନ୍ତି , ବହୁତ ଉଚ୍ଚ ପଦରେ ସେମାନେ ଅଟନ୍ତି , କିନ୍ତୁ ଏମାନଙ୍କ ସହ କିଛି ଅସୁବିଧା ହେଲେ , ଏମାନେ ନିଜ ଉପରେ ବହୁତ ଗର୍ବ କରନ୍ତି  ।

 

ପତଲା ଓ ରୁକ୍ଷ ଓଠ : ଯେଉଁ ମହିଳା ଙ୍କ କିମ୍ବା ଝିଅମାନଙ୍କର ଓଠ ରୁକ୍ଷ ଓ ପତଳା ହୋଇଥାଏ ,ସେମାନେ ବହୁତ୍ ଶାନ୍ତ ସ୍ୱଭାବର ହୋଇଥାନ୍ତି , କିନ୍ତୁ ତାଙ୍କର ଗୋଟିଏ ଭଲ ଗୁଣ ଥାଏ , କି ସେମାନେ ସମସ୍ତଙ୍କ ସହ ମିଶିଯାଆନ୍ତି , ଓ ନିଜ ପରିବାର ସହ ନେଇ ଚଳନ୍ତି ।

 

ଗୋଲାପି ଓଠ : ଯେଉଁ ମହିଳାଙ୍କ ଓଠ ଗୋଲାପି ହୋଇଥାଏ ସେମାନେ ବହୁତ ଶାନ୍ତ ହୋଇଥାନ୍ତି , ଓ ବହୁତ ଯତ୍ନ ବାନ ନେଚର୍ ର ହୋଇଥାନ୍ତି , ତାଙ୍କର ଭଲ ବ୍ୟବହାର ସକାଶେ ତାଙ୍କୁ ଭଲ ଜୀବନ ସାଥୀ ମିଳିଥାଏ ।

 

ମୋଟା କିନ୍ତୁ ରୁକ୍ଷ ଓଠ : ମୋଟା ଓ ରୁକ୍ଷ ଓଠ ମହିଳାମାନେ ବହୁତ ଜିଦ୍ଦି ସ୍ୱଭାବର ହୋଇଥାନ୍ତି , ଓ ସେମାନେ ବହୁତ ଚାଲାକ୍ ହୋଇଥାନ୍ତି ।

ବଡ ଓଠ : ଆକାରରେ ସବୁଠାରୁ ବଡ ଓଠ ବାଲା ମହିଳାମାନଙ୍କର ନିଜ ଜୀବନରେ ବହୁତ ନାଁ କମାଇଥାନ୍ତି , ଏମାନେ ପଇସା ଦ୍ୱାରା ବହୁତ ଧନୀ ହୋଇଥାନ୍ତି ।

 

କାତିଲାନା ଓଠ : ଯେଉଁ ମହିଳାଙ୍କ ଓଠ କାତିଲାନା ହୋଇଥାଏ ସେମାନେ ବହୁତ କାମୁକ ସ୍ୱଭାବର ହୋଇଥାନ୍ତି , ଓ ସେମାନେ ବହୁତ ଉନ୍ନତି କରିଥାନ୍ତି ।

 

ହାଲକା ଲାଲ୍ ରଙ୍ଗ : ଯେଉଁ ମହିଳାଙ୍କ ଓଠ ହାଲକା ଲାଲ୍ ରଙ୍ଗର ହୋଇଥାଏ ସେମାନେ ବହୁତ ହିଁ ମହତ୍ତ୍ୱକାଂକ୍ଷୀ ହୋଇଥାନ୍ତି , ଓ ନିଜ କ୍ୟାରିୟରରେ ସେମାନେ ବହୁତ କିଛି କରିବାକୁ ଇଚ୍ଛା ରଖନ୍ତି ।

Leave a Reply

Your email address will not be published. Required fields are marked *