March 29, 2024

Odia Express

News For Public

ଏହି ପଥରକୁ ଖାଇବା ପାଇଁ ଲୋକ ଡହଳ ବିକଳ ହୁଅନ୍ତି , କାରଣ ଜାଣିଲେ ଆପଣଙ୍କ ହୋସ୍ ଉଡାଇଦେବ…

ଆପଣ ମଣିଷର ଶରୀରର ଲାଗିଥିବା ରକ୍ତକୁ ବହୁତଥର ଦେଖିଥିବେ , କିନ୍ତୁ ଯଦି ଗଛର କଥା କହିବା ତେବେ ଏହାକୁ କାଟିଲେ ରକ୍ତ ବାହାରିବାର ଖବର କେଉଁଠି ଶୁଣିଥିବେ କି ଦେଖିଥିବେ , କିନ୍ତୁ କଣ ଆପଣ ପଥରରୁ ରକ୍ତ ବାହାରିବାର ଦେଖିଛନ୍ତି । ହଁ ଆଜ୍ଞା , ଆମେ ଆପଣଙ୍କୁ ଏମିତି ଏକ ପଥର ବିଷୟରେ କହିବାକୁ ଯାଉଛୁ ଯାହାକୁ ଭାଙ୍ଗିଲେ ରକ୍ତ ବାହାରିଥାଏ , ଏହା କୌଣସି କାହାଣୀ ନୁହେଁ ଏହା ପ୍ରକୃତରେ ଗୋଟେ ପଥର ଅଛି, ଯାହାକୁ ଆଘାତ ଲାଗିଲେ ତା ମଧ୍ୟରୁ ରକ୍ତ ବୋହିଥାଏ ।

ଏବେ ଏହି ପଥରରୁ ବାହାରୁଥିବା ମାଂସ ବି ଲୋକ ବହୁତ ପସନ୍ଦ କରନ୍ତି ।

 

ଏହି ପଥର ଦେଖିବାକୁ ସେମିତି ସାଧାରଣ ପଥର ପରି ଦେଖାଯାଏ , କିନ୍ତୁ ଏହା ଚିଲି ଓ ପେରୁର ସମୁଦ୍ର ସ୍ଥଳରୁ ବଡ ସଂଖ୍ୟାରେ ମିଳିଥାଏ , ଏହି ପଥରକୁ ପାୟୁରା ଚିଲିଆସିସ୍ ନାମରେ ଜଣାଯାଏ , ଏହା ଛଡା ଏହି ପିରିୟଡ୍ ରକ୍ ବି କୁହାଯାଇଥାଏ ।

Leave a Reply

Your email address will not be published. Required fields are marked *