April 11, 2024

Odia Express

News For Public

ଦୁଦୁରାର ଗଛର ଏହି ଔଷଧୀୟ ଗୁଣ ବିଷୟରେ ଆପଣ କେବେ ବି ଜାଣିନଥିବେ , ଏମିତି ଭାବେ ବଡ ବଡ ରୋଗର ସହଜରେ ଉପଚାର କରିପାରେ ଏହି ଗଛ..

ହିନ୍ଧୁ ଧର୍ମରେ ଦୁଦୁରାକୁ ଭଗବାନ ଶିବଙ୍କର ନିକଟରେ ଅର୍ପଣ କରାଯାଏ , ଏହା ଏକ ସାଧାରଣ ଗଛ ଅଟେ  , କିନ୍ତୁ ହିନ୍ଦୁ ଧର୍ମରେ ଏହାର ମହତ୍ତ୍ୱ ଟିକେ ଅଧିକା , ଏହା ଧାର୍ମିକ କାରଣରୁ ପୁଜନିୟ ହେଲେ ବି ଏହା ପ୍ରୟୋଗ ଆୟୁର୍ବେଦରେ ଅନେକ ଔଷଧୀ ବନାଇବାରେ କରାଯାଇଥାଏ , ଆୟୁର୍ବେଦ ଗ୍ରନ୍ଥରୁ ଏହି ବିଷ ବର୍ଗ ରଖାଯାଇଛି, ଯଦି ଏହାକୁ କମ୍ ମାତ୍ରାରେ ବ୍ୟବହାର କରାଯାଏ ତେବେ ଏହା ଶରୀରର ବିଭିନ୍ନ ଭାଗକୁ ଅନେକ ରୋଗ ଉପଶମ କରିବାରେ ସକ୍ଷମ ହୋଇଥାଏ ।

 

କହିଦେବୁ କି ଦୁଦୁରା ପତ୍ରର ଅର୍କକୁ କାନରେ ପକାଇଲେ ଆଖି ପୀଡା ବନ୍ଦ ହୋଇଯାଏ , ଦୁଦୁରାରେ ବିଷାକ୍ତ ହୋଇଥାଏ , କିନ୍ତୁ ଏହାର ଅଧିକା ବ୍ୟବହାର ଆପଣଙ୍କ ପାଇଁ ବିପଦ ହୋଇପାରେ , ଏହାର ଜଡ ପତ୍ରକୁ ବ୍ୟବହାର ଔଷଧୀ ପରି କରାଯାଏ , ଏହା ପାଦ ଫୁଲିବା ହେଲେ ଏହାର ପତ୍ରକୁ ପେଶିକରି ଲଗାଇଲେ ଫୁଲା କମ୍ ହୋଇଯାଏ , ଓ ତାହା ସହ ଥଣ୍ତା ଜ୍ୱର ସଂବନ୍ଧିତ ଔଷଧ ଦୁଦୁରା ବ୍ୟବହାର କରି ବନାଯାଇଛି, ଯାହା ଲାଭକାରୀ ହୋଇଥାଏ ।

 

ବହୁତ ଲୋକ ବୟସ ପୂର୍ବରୁ ଗଞ୍ଜାପଣ ହେବାକୁ ଲାଗନ୍ତି , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଏହା ଗୁଣକାରୀ ହୋଇଥିବାରୁ ଏହାକୁ ନିୟମିତ ମୁଣ୍ତରେ ଲଗାଇଲେ ବାଳ ଆଉଥରେ କଅଁଳିବା ଆରମ୍ଭ ହୋଇଯାଏ , ୨୫୦ ମିଲି ଗ୍ରାମ ସୋରିଷ ତେଲ , ୬୦ ମିଲିଗ୍ରାମ୍ ଗନ୍ଧକ, ଓ ୫୦୦ ଗ୍ରାମ ଦୁଦୁରାର ପତ୍ରର ରସକୁ ଅଳ୍ପ ଆଞ୍ଚ ଦେଇ ପକାନ୍ତୁ , ପକାଇଲା ପରେ ଯେତେ ତେଲ ରହିବ ତାହାକୁ ଦୁଇ ତିନି ବୁନ୍ଦା କାନରେ ପକାନ୍ତୁ , ଏମିତି କଲେ କାନର ପୀଡା କମିଯିବ , ଯଦି ଶରୀରରେ କେଉଁ ଭାଗରେ ଫୁଲା ହେଉଛି , ତେବେ ଦୁଦୁରାର ପତ୍ରକୁ ଅଳ୍ପ ନଖ ଉଷୁମ ପାଣିରେ ଫୁଲିଥିବା ସ୍ଥାନକୁ ବାନ୍ଧି ଦିଅନ୍ତୁ , ଏମିତି କଲେ ନିଶ୍ଚିତ ଲାଭ ମିଳିବ ।

 

ଆପଣଙ୍କୁ କହିଦେବୁ କି ଦୁଦୁରାର ତେଲ ବଳିଗଲେ ଏହା ଆଣ୍ଠୁ ଗଣ୍ଠିରେ ଲଗାଇଦିଅନ୍ତୁ , ଏହା ଦ୍ୱାରା ଆଣ୍ଠୁ ଗଣ୍ଠି ପୀଡାରୁ ଉପଶମ ମିଳିଥାଏ , ଦୁଦୁରା ଗଣ୍ଠି ରୋଗ ପାଇଁ ଲାଭକାରୀ ହୋଇଥାଏ , ସମସ୍ୟା ହେଲେ ଦୁଦୁରାର ପଞ୍ଚାଙ୍ଗ ରସ ବାହାର କରି ତାହାକୁ ରାଶିର ତେଲରେ ମିଶାନ୍ତୁ , ଯେବେ ତେଲ ଶେଷ ହେବାକୁ ଯାଉଛି ତେବେ ଏହି ତେଲକୁ ମାଲିସ୍ କରନ୍ତୁ , ଓ ଉପରେ ଦୁଦୁରାର ପତ୍ରକୁ ବାନ୍ଧିଲେ ଗଣ୍ଠି ବାତ ଦୂର ହୋଇଯାଏ ।

Leave a Reply

Your email address will not be published. Required fields are marked *