March 29, 2024

Odia Express

News For Public

ଭୁଲ୍ ରେ ବି ଗାଧୋଉଥିବା ସମୟରେ କରନ୍ତୁ ନାହିଁ ଏହି ୫ ଟି ଭୁଲ୍ , ନହେଲେ ଭବିଷ୍ୟତରେ ହଇରାଣ ହେବେ..

ସବୁ ବ୍ୟକ୍ତିର ଦିନ ଚର୍ଚ୍ଚା ଗୋଟେ ସମାନ ହୋଇଥାଏ , ଓ ସବୁଠାରୁ ଅଧିକା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଗାଧୋଇବା , ମଣିଷ ଜୀବନରେ ଜନ୍ମରୁ ନେଇକରି ମୃତ ପର୍ଯ୍ୟନ୍ତ ସ୍ନାନ କରିବା ଏକ ଅଲଗା ସ୍ଥାନ ଅଛି , ଯଦି କେଉଁ ଛୁଆ ହେଉ କିମ୍ବା ବଡ ବ୍ୟକ୍ତି ଗାଧୋଇବା ସମସ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ , ଓ କ୍ଷତି ବି ହୋଇଥାଏ, ତେବେ ଆସନ୍ତୁ ଜାଣିବା ଗାଧୋଇବା ସମୟରେ କେଉଁ କଥାକୁ ବେଶି ଧ୍ୟାନ ଦେବା ଉଚିତ୍ ।

୧) ଭୁଲ୍ ରେ ବି ସୂର୍ଯୋଦୟ ପରେ ଗାଧାନ୍ତୁ ନାହିଁ ।

ମାନାଯାଏ କି ଯଦି ସୂର୍ଯ୍ୟଦୟ ପରେ ସ୍ନାନ କରାଯାଏ ତେବେ ତାହା ଅନେକ ଗ୍ରହର ଛବି ନିଜ ଉପରେ ଆସିଯାଏ , ଯାହା ଦ୍ୱାରା ପୁରା ଦିନ ଖରାପ ହୋଇପାରେ , ଏଥିପାଇଁ ଶାସ୍ତ୍ରନୁସାରେ ସୂର୍ଯୋଦୟ ପୂର୍ବରୁ ଗାଧୋଇବା ଭଲ ମାନାଯାଇଛି , ଏମିତି କରିଲେ ଦିନ ଭଲ କଟିଥାଏ ।’

 

୨) ଗାଧୋଇବା ସମୟରେ ପୂର୍ବରୁ ମୁଣ୍ତରେ ପାଣି ନ ଢାଳିବା । ବହୁତଥର ଆମେ ଗାଧୋଉଥିବା ସମୟରେ ଆମ ଶରୀର ପାଣି ଢାଳିଥାଉ , କିନ୍ତୁ କହିଦେବୁ କି ଏହା ପୂର୍ବରୁ ନିଜ ମୁଣ୍ତରେ ପାଣି ଢାଳିବା ଅନୁଚିତ୍ କାରଣ ଏମିତି କଲେ ମୁଣ୍ତ ମଧ୍ୟରେ ପାଣି ଢାଳିଲେ ମୂଣ୍ତ ଭିତରେ ଥିବା ଗରମ ବାହାରକୁ ଯାଇପାରେ ନାହିଁ , ଓ ଏହା ମୂଣ୍ତରୁ ହୋଇ ପାଦ ଆଡୁ ଚାଲିଯାଏ ।

୩) ସ୍ନାନ କମ୍ କରିବା : ଆଜି କାଲି ଯୁବାମାନେ ଏକ ନୁଆ ଟ୍ରେଣ୍ତ ଚାଲିଆସୁଛି କି ସ୍ନାନ ନ କରିବା , କିନ୍ତୁ ଏହା ବିଲକୁଲ୍ ଭୁଲ୍ ଅଟେ , କାରଣ ସ୍ନାନ କରିବା ଉଚିତ୍ ଅଟେ ,ଏହାଦ୍ୱାରା ମନ ଶାନ୍ତ ରୁହେ , ଓ ଥକାପଣ ଦୂର ହୋଇଯାଏ ।

 

୪) ଗାଧୋଇବା ପରେ କିମ୍ବା ପୂର୍ବରୁ ତେଲ ଲଗାଇବା : ବହୁତ ଲୋକଙ୍କର ଅଭ୍ୟାସ ହୋଇଥାଏ କି ସେମାନେ ତେଲର ବ୍ୟବହାର କରନ୍ତି ନାହିଁ , କିନ୍ତୁ ଗାଧୋଇବା ପରେ ଯେବେ ମୁଣ୍ତରେ ପାଣି ଶୁଖିଯାଏ ତେବେ କିଛି ମାତ୍ରାରେ ତେଲର ପ୍ରୟୋଗ କରିବା ଉଚିତ୍ । ଏହା ଦ୍ୱାରା ବାଳରେ କେବେ ରୁକ୍ଷତା ଆସିବ ନାହିଁ ।

୫) ଠିଆ ହୋଇ ଗାଧାନ୍ତୁ ନାହିଁ : ବହୁତ ଲୋକଙ୍କର ଅଭ୍ୟାସ ହୋଇଥାଏ କି ସେମାନେ ଠିଆ ହୋଇ ଗାଧୋଇବାକୁ ପସନ୍ଦ କରନ୍ତି , କିନ୍ତୁ ସେମାନେ ଅଧିକା ସମୟ ରହିପାରନ୍ତି ନାହିଁ ଯେଉଁଥିପାଇଁ ପାଣି ସଠିକ୍ ମାତ୍ରାରେ ତଳକୁ ଖସିପାରେ ନାହିଁ , ଏଥିପାଇଁ ବସିକରି ଗାଧୋଇବା ଉଚିତ୍ ।

Leave a Reply

Your email address will not be published. Required fields are marked *