April 15, 2024

Odia Express

News For Public

ଶାସ୍ତ୍ରରେ ଲେଖା ଅଛି ଭୁଲ୍ ରେ ବି ଏହି କାମଗୁଡିକ ଅଧୁରା ଛାଡନ୍ତୁ ନାହିଁ , ଜାଣନ୍ତୁ କେଉଁ କେଉଁ କାମ ଅଧାରେ ଛାଡିବା ଉଚିତ ନୁହଁ ନଚେତ ଆପଣଙ୍କ ଜୀବନ ପ୍ରତି ବିପଦ ଆସିପାରେ..

ଆଜି କାଲିର ଲୋକେ କିଛି ଏପରି ଜିନିଷ କରିଥାନ୍ତି , ଯାହା ତାଙ୍କୁ କରିବା ଉଚିତ୍ ନୁହେଁ , କାରଣ ଏଥିରେ ତାଙ୍କ ଜୀବନରେ ବହୁତ ଅସୁବିଧା ଆସିପାରେ , ଆମର ହିନ୍ଦୁଶାସ୍ତ୍ରରେ ଏପରି ବହୁତକଥା କୁହାଯାଉଛି ଯାହାକୁ ଭୁଲ୍ ରେ ଅଧା ଛାଡିବା ଉଚିତ୍ ନୁହେଁ , ଆସନ୍ତୁ ଜାଣିବା ସେହି ଜିନିଷ ଗୁଡୀକ କଣ ଅଟେ ।

କାହାଠୁ ଉଧାରନେଇଥିଲେ ତାହାକୁ ଫେରାଇଦେବେ । – ଯଦି କାହାଠୁ ଉଧାରି ନେଇଛନ୍ତି ତେବେ ତାକୁ ସମୟନୁସାରେ ଫେରାଇଦେବେ , କାରଣ ଯଦି ଆପଣ ସମୟନୁସାରେ ନ ଫେରାଇବେ ତାହା ଆସ୍ତେ ଆସ୍ତେ ଦିନକୁ ଦିନ ବଢିଥାଏ , ଏହା ଦ୍ୱାରା ସଂମ୍ପର୍କରେ ଫାଟ ବି ସୃଷ୍ଟି ହୋଇପାରେ । ତେଣୁ ଏହି କାର୍ଯ୍ୟରୁ ନିବୃତ ରୁହନ୍ତୁ ।

 

କେଉଁ ରୋଗର ଚିକିତ୍ସା : ଏମିତି ମାନାଯାଏ କି ଯେବେ କେଉଁ ରୋଗର ଚିକିତ୍ସା କରିବା ଆରମ୍ଭ କରିଦେବେ । ତେବେ ତାହା ଚିକିତ୍ସା ପୁରା ହେବାପରେ ମେଡିସିନ୍ ନେବା ବନ୍ଦ କରିଦେବା ଉଚିତ୍ , ଯଦି ଆପଣ କେଉଁ ରୋଗର ଚିକିତ୍ସା ଅଧାରୁ ଛାଡିକରି ଆସୁଛନ୍ତି ତେବେ ତାହା ପୁର୍ଣ୍ଣବାର ଆସିପାରେ , ତେଣୁ ସଂପୂର୍ଣ୍ଣ ରୁପେ ରୋଗର ଚିକିତ୍ସା କରନ୍ତୁ , ଓ ତାହାପରେ ମେଡିସିନ୍ ନେବା ବନ୍ଦ କରିଦିଅନ୍ତୁ , ଯଦି କାହାର କଷ୍ଟ ଲାଘବ ହୋଇଯାଏ ତେବେ ସେ ମେଡିସିନ୍ ନେବା ବନ୍ଦ କରିଦିଏ ତେଣୁ କହିଦେବୁ କି ଯଦି ମେଡିସିନ୍ ରେ କିଛି ଦିନର କୋର୍ସ ପାଇଁ କୁହାଯାଉଛି ତେବେ ତାହା ପୁରା କରନ୍ତୁ ।

 

ନିଆଁ ଲିଭାଇବା : ଯଦି ଆପଣ କେଉଁଠି ନିଆଁ ଲାଗିଥିବାର ଦେଖିବେ ଓ ସେଠାରେ କେଉଁ ଲୋକର କ୍ଷତି ହେଉଛି, ତେବେ ବିନା ଡେରି କରି ତାହାକୁ ଲିଭାଇଦିଅନ୍ତୁ , ଏହା ଅଧିକା ଜଳିଲେ ନଷ୍ଟ କରି ପାଉଁଶ କରିଦେଇପାରେ ,

 

ଶତ୍ରୁତା : ଯଦି ଆପଣଙ୍କ ସହ କାହାର ଶତ୍ରୁତା ଅଛି ତେବେ ତାକୁ ସେତିକିରେ ବନ୍ଦ କରିଦିଅନ୍ତୁ , ଯଦି ଶତ୍ରୁ ଆପଣଙ୍କୁ ସବୁବେଳେ କ୍ଷତି ପହଞ୍ଚାଇବା ଚାହୁଁଛି ତେବେ ତାହା ଭୁଲି ତେବେ ତାକୁ ବିନା ଡେରି କରି ତାହା ସହ ମିତ୍ରତା କରିନିଅନ୍ତୁ , ଯଦି ଏହା ଅଧିକା ଦିନ ଯାଏଁ ରହେ ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।

Leave a Reply

Your email address will not be published. Required fields are marked *