March 28, 2024

Odia Express

News For Public

ଉତ୍ତରପ୍ରଦେଶ ର ସହାଜାହାନପୁରରେ ହେଲା ଅସଲ କରନ ଅର୍ଜୁନଙ୍କ ଜନ୍ମ , ଦେଖିକରି ଚକିତ ହୋଇଗଲେ ଲୋକ..

ଆମେ ସମସ୍ତେ ଫିଲ୍ମରେ ଦେଖିଥାଉ କି କରନ୍ ଅର୍ଜୁନ୍ ଦୁଇ ଭାଇ ଏକା ସାଙ୍ଗେ ମରିଯାଉଛନ୍ତି , ଓ ତାଙ୍କର ଜନ୍ମ ଆଉଥରେ ହେଉଛି, ଓ ତାଙ୍କୁ ସବୁ ମନେ ରହିଥାଏ , ଏମିତି ଏକ ମାମଲା ସାମନାକୁ ଆସିଛି । ସହାଜହାଁପୁରରେ ଦୁଇ ଭାଇ ନଦୀରେ ଗାଧୋଉଥିବା ବେଳେ ବୁଡିକରି ମୃତ୍ୟୁ ବରଣ କରିଥିଲେ , ୧୪ ବର୍ଷିୟ ଦୁଇ ଭାଇ ଯାହାଙ୍କ ନାଁ ସୌରଭ ସୀଂ ଓ ସୋନୁ ସିଂ ପାଖରେ ଥିବା କ୍ଷେତରେ ବଳଦଙ୍କୁ ଚରାଇବାକୁ ଯାଇଥିଲେ,  କିତ୍ନୁ ସେଠାରେ ଏମିତି କିଛି ହେଲା ଯାହା ଦ୍ୱାରା ତାଙ୍କ ଜୀବନ ଚାଲିଗଲା । କାରଣ ଏପରି ଥିଲା କି ତାଙ୍କର ଗୋଟେ ବଳଦ ନଦୀକୁ ଚାଲିଯାଇଥିଲା ।

କିନ୍ତୁ ଦୁଇ ଭାଇ ବଳଦକୁ ନଦୀକୁ ବାହାର କରିବାକୁ ଗଲେ କିନ୍ତୁ ନିଜେ ଆଉ ବାହାରି ପାରିଲେ ନାହିଁ , ଓ ଦୁହେଁଙ୍କ ମୃତ୍ୟୁ ହୋଇଗଲା , କହିଦେବୁ କି ଏହି ଘଟଣା ୨୦୧୦ ରେ ଦୁଇ ଭାଇ ସେତେବେଳେ ସେମାନେ ୧୪ ବର୍ଷିୟ ଥିଲେ,  କିନ୍ତୁ ତାଙ୍କର ମୃତ୍ୟୁର ଏକ ବର୍ଷ ପରେ ଦୁଇଟି ଜାଜ୍ଞାଳା ଛୁଆ ଜନ୍ମ ନେଲେ ।

ତାଙ୍କ ବାହାଘରର ୮ ବର୍ଷ ହୋଇସାରିଛି, କିନ୍ତୁ ଛୁଆ କେହି ନଥିଲେ , କହିଦେବୁ କି ଏହି ଛୁଆ ଏବେ ୭ ବର୍ଷର ହୋଇସାରିଛନିତ୍ , କିନ୍ତୁ ଗୋଟେ ଦିନରେ ଦୁଇ ଭାଇ ସ୍କୁଲ୍ ଯାଉଥିଲେ , ଗୋଟେ ଘର ଦେଖିକରି ସେ ପରସ୍ପର କଥା ହେଲେ , ଓ କହିଲେ କି ଏହା ଆମର ଘର ଅଟେ, ସେ କହିଲେ କି ଯେତେବେଳେ ଆମ ସ୍କୁଲ୍ ଛୁଟିହୁଏ ତେବେ ଆମେ ସେହି ରାସ୍ତାରେ ସ୍କୁଲ୍ କୁ ଯାଉ ,

 

ସେଠାରେ ମା ବାପାଙ୍କୁ ଦେଖିକରି କହନ୍ତି କି ମୋର ମମି ଓ ପାପା ଆପଣଙ୍କ ଗତ ଜନ୍ମର ପୁଅ ଏହି କଥାଶୁଣିକରି ପୁରା ଗାଁ ଆଶ୍ଚର୍ଯ୍ୟ ହୋଇଯାଇଥିଲା , ଏହି କଥାକୁ ଗତ ଜନ୍ମରେ ସତ ବାହାରିଲା , ଓ ଏହା ପ୍ରମାଣିତ ହୋଇଗଲା କି ସେମାନେ ସେହି ଛୁଆ ଅଟନ୍ତି ।

Leave a Reply

Your email address will not be published. Required fields are marked *