April 20, 2024

Odia Express

News For Public

ସବୁଦିନ ପାହାଡ ରାସ୍ତା ଦେଇକରି ୪୦ କିମି ଦୁର ସ୍କୁଲ୍ ଯାଉଥିବା ଏହି ଛାତ୍ରୀ ହେଲେ ଦେଶରେ ଟପର୍ – ସାରା ଦେଶ ତାଙ୍କ ପ୍ରଶଂସା କରୁଛି..

ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ ନିଜକୁ ଆଜି ପ୍ରମାଣିତ କରିଦେଖାଇଛନ୍ତି ଉତ୍ତରାଖଣ୍ତରେ ରହୁଥିବା ଶତା‍କ୍ଷୀ , ଶତାକ୍ଷୀ ବହୁତ ପରିଶ୍ରମର ଫଳର ପରିଣାମରୁ ଆଜି ସେ ଉତ୍ତରାଖଣ୍ତର ବୋର୍ଡ ପରୀକ୍ଷାରେ ମାନେ +୨ ରେ ୯୮ ପ୍ରତିଶତ ୪୯୦/୫୦୦ ଅଙ୍କରୁ ଟପ୍ କରିଛନ୍ତି , ଶତାକ୍ଷୀ ସ୍କୁଲ୍ ଯାଇକରି ପଢିବାପାଇଁ ୪୦ କିମି ଲମ୍ବା ରାସ୍ତା ପାହାଡ ମଧ୍ୟରେ ଦେଇଯିବାକୁ ପଡୁଥିଲା । ଉତ୍ତରାଖଣ୍ତର ଇଣ୍ଟରମେଡିଏଟ୍ ର ଟପର୍ ଶତାକ୍ଷୀଙ୍କ ଅନୁସାରେ ସେ ସବୁଦିନ ୪୦ କିମି ଦୂର ପଢିବାପାଈଁ ଚିନ୍ୟାଲିସୋଡ୍ ଯିବାକୁ ପଡିଥିଲା। ସବୁଦିନ ଏହା କେବଳ ସ୍କୁଲ୍ ଯିବାପାଇଁ ସେ ଆସୁଥିଲେ,  ସତାକ୍ଷୀ ଡେରାଡୁନ୍ ର ଆଇଆଇତି ପ୍ରସ୍ତୁତି କରୁଛନ୍ତି ,

 

ସେ ଦେଶର ବଡ ଆଇଆଇଟି କଲେଜରେ ଆଡମିଶନ୍ ନେବାକୁ ଚାହୁଁଛନ୍ତି , ସେ ପଢିବାପରେ ସେ ଆଇଆଇଟି ରେ ପ୍ରଫେସର୍ ହେବାକୁ ଚାହୁଁଛନ୍ତି , ଶତାକ୍ଷୀ ଏବେ ଜେଇଇ ମେନ୍ସ ପାଇଁ ପ୍ରସ୍ତୁତି ରଖିଛନ୍ତି , ସତାକ୍ଷୀଙ୍କ ମା ସୁନିତା ତିୱାରୀ କଂଡିସୋଡ ରେ ହେଲଥ୍ ସୁପରଭାଇଜର୍ ଅଟନ୍ତି  ଓ ବାପା ଅନୁପ୍ ତିୱାରୀ ପ୍ରାଇଭେଟ୍ ଇଞ୍ଜିନିୟର୍ ଅଟନ୍ତି । ସତ୍ତାକ୍ଷୀ ଭାରତର ସେହି ଛାତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି , ଯିଏକି ପାଠ ପଢାପାଇଁ ବହୁତ ସଂଘର୍ଷ କରିଥିଲେ,  ଭାରତର ବହୁତ ଗାଁରେ ଆଜି ବି ସ୍କୁଲ୍ ପାଠ ପଢିବାପାଇଁ ଭଲ ବ୍ୟବସ୍ଥା ନାହିଂମ୍ ,

 

ସେ କିନ୍ତୁ ସ୍କୁଲ୍ ଯିବାପାଇଁ ୪୦ କିମି ର ବାଟ ଯାଉଛନ୍ତି , ଭାରତରେ ଆଜି ବି କିଛି ସରକାରୀ ସ୍କୁଲ୍ ଅଛି , ଯାହା ବହୁତ ଶିକ୍ଷକଙ୍କ ଅନୁପାତ ବିଗଡି ଅଛି ,ଉତ୍ତରପ୍ରଦେଶ , ଝାରଖଣ୍ତ, ମଧ୍ୟପ୍ରଦେଶ , ରାଜସ୍ଥାନ, ଛତିଶଗଡ, ଓ ଅନ୍ୟ ରାଜ୍ୟରେ ପ୍ରତ୍ୟେକ୍ ଗାଁରେ ସ୍କୁଲ୍ ନାହିଁ , ମାନେ ପାଠ ପଢିବାପାଇଁ ଅନ୍ୟ ଗାଁକୁ ଯିବାକୁ ପଡିଥାଏ , ଏହାକୁ ନେଇ ମା ବାପା ଛୁଆଙ୍କୁ ସ୍କୁଲ୍ ପଢାଇନଥାନ୍ତି , ଓ ଭାରତରେ ଗ୍ରାମୀଣ ଶିକ୍ଷା ବିଫଳ ହୋଇଯାଉଛି ।

Leave a Reply

Your email address will not be published. Required fields are marked *