April 21, 2024

Odia Express

News For Public

ଏହା ହେଲା ପେଟରେ କ୍ୟାନ୍ସର ହେବାର ମୁଖ୍ୟ ଲକ୍ଷଣ – ଧ୍ୟାନ ନ ଦେଲେ ନିଶ୍ଚିତ ମୃତ୍ୟୁ ଆସିଯିବ ..

କ୍ୟାନ୍ସର ଏପରି ଏକ ରୋଗ ହୋଇସାରିଛି ଯାହାର ନାଁ ଶୁଣିଲେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଯାଏ , ଏହା ଏକ ଏପରି ରୋଗ ଅଟେ , ଯାହା ହେବାପରେ ଲୋକଙ୍କୁ ଏହାର ବିଷୟରେ ଜଣା ବି ପଡେନାହିଁ , ଓ ଯେବେ ଜଣାପଡେ ତେବେ ଏହା ବହୁତ ଡେରି ହୋଇଯାଏ , ଏହି କାରଣରୁ ଲୋକେ ଏହି ଗମ୍ଭୀର ରୋଗରେ ପିଡିତ ହୁଅନ୍ତି , ଆପଣଙ୍କୁ ଜଣାଇଦେବୁ କି ଆମର ଶରୀରରେ ବହୁ ପ୍ରକାରର କୋଶିକା ଥାଏ , ଯାହା ଶରୀରର ଦରକାରିତା ଉପରେ ନିୟନ୍ତ୍ରିତ କରିଥାଏ ,  ଓ ବିଭାଜିତ ହୋଇ ବଢିଥାଏ । କିନ୍ତୁ ବହୁତଥର ଏପରି ହୁଏ କି ଏହି କୋଶିକା ଗୁଡିକ ଦରକାର ପଡିନଥାଏ , ଯାହା ଏତେ ବଢିବା ଜାରି ରହିଥାଏ କି ଏହା ଦ୍ୱାରା ଅସମାନ୍ୟ ହେବା ଦ୍ୱାରା କ୍ୟାନ୍ସର ହୋଇଥାଏ , ଆଜି ଆମେ ଆପଣଙ୍କୁ କିଛି ଏପରି ସଙ୍କେତ ବିଷୟରେ କହିବୁ , ଯାହାକୁ ଆପଣ କ୍ୟାନ୍ସର ରୋଗ ବିଷୟରେ ଜଣାପଡିପାରିବ ,

 

ଆମେ ଯେଉଁ ରୋଗକୁ ଏକ ଛୋଟ ମୋଟ ରୋଗ କହି ଅଣଦେଖା କରିଦେଉ ତାହା ଏକ ଗମ୍ଭୀର ରୋଗର ଲକ୍ଷଣ ବୋଲି ଜଣାପଡେ , ପେଟ ଫୁଲିବା, ହାଲକା ହାଲକା ପେଟ ପୀଡା ଆଦି କ୍ୟାନ୍ସର ପରି ଭୟାନକ ରୋଗର ଆଭାଷ ଅଟେ , ଯାହା ଏକ ସାଂଘାତିକ ରୋଗର ଲକ୍ଷଣ ଅଟେ , ଏବେ କିଛି ଦିନ ମଧ୍ୟରେ କରାଯାଇଥିବା ଏକ ସର୍ଭେକ୍ଷଣରୁ ଜଣା ପଡିଛି କି ପ୍ରାୟ ୨୫ ଲକ୍ଷ ଲୋକ କ୍ୟାନ୍ସରରେ ପିଡିତ ଅଛନ୍ତି , ଯେଉଁଥିରେ ପ୍ରତି ବର୍ଷ ୭ ଲକ୍ଷ ଲୋକ କ୍ୟାନ୍ସର ହୋଇଥିବାର ମାମଲା ଦର୍ଜ ହୋଇଛି, ବିଶେଷଜ୍ଞ ଅନୁସାରେ ଯଦି ପ୍ରାରମ୍ଭିକ ଚିକିତ୍ସା ନ କରାଯାଏ ତେବେ ଏହା ମୃତ୍ୟୁର କାରଣ ବି ହୋଇପାରେ ।

 

ଯଦି ଆପଣଙ୍କ ଶରୀରର ଓଜନ ବହୁତ କ୍ଷିପ୍ର ବେଗରେ ହ୍ରାସ ହେଉଛି ତେବେ ଚିନ୍ତାର କଥା ହୋଇପାରେ , କାରଣ ଓଜନ କମିବା ଏକ କ୍ୟାନ୍ସରର ଲକ୍ଷଣ ହୋଇପାରେ , ଫୁସ୍ ଫୁସ୍ ରେ ହେଉଥିବା କ୍ୟାନ୍ସର ପ୍ରଥମେ ଓଜନ ହ୍ରାସ କରାଇଥଏ ,

ଯଦି ଆପଣ ସବୁବେଳେ କବଜ୍ ର ଚିନ୍ତାରେ ଚିନ୍ତିତ ତେବେ ଡାକ୍ତରଙ୍କ ସହ ସଂମ୍ପର୍କ କରନ୍ତୁ , ଓ କହିଦେବୁ କି କ୍ୟାନ୍ସର ରୋଗୀଙ୍କୁ ଅଧିକାଂଶ ସମୟ କବ୍ଜର ରୋଗ ହୋଇଥାଏ , ସମୟ ଥିବା ବେଳେ ଏହା ବିଷୟରେ ଜାଣିନେଲେ ଆପଣଙ୍କୁ ବଞ୍ଚିବାର ୯୦ ପ୍ରତିଶତ ଚ୍ୟାନ୍ସ ରହିଯାଏ ,

 

ବହୁତଥର ପେଟ ପୀଡା କିମ୍ବା ଫୁଲିବା ଭଳି ସମସ୍ୟା ଆସିଥାଏ , ଯାହା କ୍ୟାନ୍ସରର ଏକ ଲକ୍ଷଣ ହୋଇପାରେ , ଏହା ଲିଭର୍ ସଂବନ୍ଧିତ ରୋଗରେ ଜଳଦୋର ରୋଗ ଅଟେ , ଯେଉଁଥିରେ ଅଣ୍ଟାର ଆକାର ବଢିଯାଇଥାଏ ।

ଯଦି ଆପଣଙ୍କ ମୁହଁରେ ତିନିରୁ ଚାରି ସପ୍ତାହ ଛାଲ ପଡେ କିମ୍ବା ଆବାଜ୍ ରେ କୌଣସି ପରିବର୍ତ୍ତନ ଆସେ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ , ଏହା କ୍ୟାନ୍ସର ବି ହୋଇପାରେ ।

Leave a Reply

Your email address will not be published. Required fields are marked *