March 27, 2024

Odia Express

News For Public

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଭଜା ହୋଇଥିବା ଜିରା ଚୋବାଇକରି ପିଅନ୍ତୁ ପାଣି – ତାପରେ ଦେଖନ୍ତୁ କମାଲ୍..

ଆପଣ ସମସ୍ତେ ଜିରା ବିଷୟରେ ତ ଜାଣିଥିବେ କି ଜିରାର ବ୍ୟବହାର ସାଧାରଣତଃ ଘରେ ରୋଷେଇ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ଏହା ଦ୍ୱାରା ଆମେ ପରିବା ତରକାରୀ କରିଥାଉ , ଏହା ସହ ଅନ୍ୟ ଜିନିଷ ବି ପ୍ରୟୋଗ କରାଯାଏ । ଯଦି ଜିରାର ବ୍ୟବହାର ପରିବାରେ କରାଯାଏ ତେବେ ଏହା ପରିବାର ସ୍ୱାଦ ବହୁତ ଗୁଣାରେ ବଢାଇଦେଇଥାଏ , ଏହା ସହ ଭଲ ବାସ୍ନା ବି ଆସିଥାଏ , ଏହା ଭୋଜନର ସ୍ୱାଦ ବଢାଇବା ସହ ଆମ ସ୍ୱାସ୍ଥ୍ୟ ପାଇଁ ବି ବହୁତ ହିତ କାରୀ । ଯଦି ଆପଣ ଜୀରାର ସେବନ କରନ୍ତି ତେବେ ଏହା ବହୁତ ରୋଗରୁ ରକ୍ଷା କରିଥାଏ , ଯଦି ଜିରାକୁ ଚୋବାଇ ପାଣି ପିଇକରି ଶୋଇଲେ ଏହା ଚମତ୍କାର ଫାଇଦା ଯୋଗାଇଥାଏ , ଜିରାରେ ମ୍ୟାଗ୍ନେସିୟମ ସେଲେନିୟମ ଜିଙ୍କ୍ କ୍ୟାଲସିୟମ୍ ଆଣ୍ଟି ଏକ୍ସିଡେଣ୍ଟ ଆଣ୍ଟି ଇନଫ୍ଲେମେଣ୍ଟରି ଭିଟାମିନ୍ ର ଅତିରିକ୍ତ ଫାଇବର ପ୍ରଚୁର ମାତ୍ରାରେ ମିଳିଥାଏ , ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଯାଏ ।

ଆଜି ଆମେ କହିବୁ କି କିପରି ଭଜା ଜିରା ସହ ଚୋବାଇ ରାତିରେ ଗୋଟେ ଗିଲାସ ପାଣି ପିଇକରି ଶୋଇଲେ ଆପଣଙ୍କୁ କଣ କଣ ଫାଇଦା ମିଳିଥାଏ । ଏହା ବିଷୟରେ ବିସ୍ତାର ପୂର୍ବକ ସୁଚନା ଦେବାକୁ ଯାଉଛୁ ।

 

୧) ଦାନ୍ତର ସମସ୍ୟା : ଯଦି ଆପଣଙ୍କ ଦାନ୍ତରେ କୌଣସି ପ୍ରକାରର ଛୋଟ ମୋଟ ଅସୁବିଧା ରହିଯାଏ ତେବେ ରାତିରେ ଶୋଇବା ସମୟରେ ଭଜା ହୋଇଥିବା ଜିରା ଚୋବାଇକରି ଗୋଟେ ଗିଲାସ ପାଣି ସହ ସେବନ କରନ୍ତୁ , ଯଦି ଆପଣ ଏମିତି କରନ୍ତି ତେବେ ଦାନ୍ତର ଛୋଟ ମୋଟ ସମସ୍ୟା ସବୁ ଦୂର ହୋଇଯିବ । ଏହା ସହ ଦାନ୍ତର ମଜବୁତ ପଣ ବଢିବ ।

 

୨) ଗ୍ୟାସ୍ ସମସ୍ୟା : ଆଜି କାଲିର ଭୁଲ୍ ଖାଦ୍ୟପେୟ ସକାଶେ ବ୍ୟକ୍ତିର ପେଟ ସଂବନ୍ଧିତ ବହୁତ ରୋଗ ହୋଇଥାଏ , ଯାହାର କାରଣ ମୁଖ୍ୟ ଗ୍ୟାସର ସମସ୍ୟା ହୋଇଥାଏ , ଯଦି ଆପଣଙ୍କୁ ବହୁତଥର ଗ୍ୟାସ୍ ର ସମସ୍ୟା ହେଉଛି ତେବେ ଏହାଠାରୁ ମୁକ୍ତି ପାଇବାକୁ ହେଲେ ଆପଣ ଭଜା ହୋଇଥିବା ଜିରା ଗୋଟେ ଗିଲାସ ପାଣିରେ ସେବନ କରନ୍ତୁ , ଏହା ଦ୍ୱାରା ଗ୍ୟାସର ସମସ୍ୟାରୁ ମୁକ୍ତି ମିଳିଯିବ ।

 

୩) ମସ୍ତିଷ୍କ ରଖେ ସୁସ୍ଥ୍ୟ : ଯଦି ଆପଣଙ୍କୁ ରାତିର ସମୟରେ ଅଧା ଚାମଚ ଭଜା ଜିରା ଚୋବାଇକରି ଖାଉଛନ୍ତି ତେବେ ତାପରେ ପାଣିର ସେବନ କରୁଛନ୍ତି ତେବେ ଏଥିରେ ଆପଣଙ୍କ ମସ୍ତିଷ୍କ ସୁସ୍ଥ୍ୟ ରହିଥାଏ , ବରଂ ଶରୀରରେ ସୁସ୍ଥ୍ୟ ରଖିବାର ଶକ୍ତି ଆସିଥାଏ ।

 

୪) ଓଜନ କମାଇବାରେ ହୁଏ ସହାୟକ : ଆପଣ ଜିରାର ସହାୟତାରେ ଆପଣଙ୍କ ଓଜନ କମାଇପାରିବେ ଜିରା ଶରୀରରେ ଅତିରିକ୍ତ ଚର୍ବୀ କମାଇକରି କୋଲେଷ୍ଟ୍ରୋଲ୍ କୁ କମ୍ କରିବାରେ ସାହାଯ୍ୟ କରିଥାଏ , ଏଥିପାଇଁ ଭଜା ହୋଇଥିବା ଜିରାକୁ ମିକ୍ସର ମେସିନ୍ ସହାୟତାରେ ପେଶି କରି ଚୁର୍ଣ୍ଣ କରିନିଅନ୍ତୁ , ଓ ଏହି ଚୁର୍ଣ୍ଣକୁ ଗୋଟେ ଚାମଚ ସବୁଦିନ ଦହିରେ ମିଶାଇକରି ୨ ଥର ଜିରାର ସେବନ କରନ୍ତୁ , ଏହା ଦ୍ୱାରା ଓଜନ କମିବାରେ ସହାୟତା ମିଳିବ ।

 

୫) ଡାଇବେଟିଜ୍ ରୋଗକୁ କରିଥାଏ ନିୟନ୍ତ୍ରଣ : ଆୟୁର୍ବେଦ ଅନୁସାରେ ଜିରାରେ ଭଲ ଡାଇବେଟିଜ୍ ରୋଗ ସହ ଲଢିବାରେ ଗୁଣ ରହିଥାଏ , ଯଦି ଆପଣ ଡାଇବେଟିଜ୍ ରୋଗକୁ ନିୟନ୍ତ୍ରଣ କରିବାକୁ ଚାହଁନ୍ତି ତେବେ ଏଥିପାଇଁ ୮ ଚାମଚ କଳା ଜିରା ଭାଜି ଦିଅନ୍ତୁ , ଓ ଏହାପରେ ଭଜା ହୋଇଥିବା ଜିରାକୁ ପେଶିକରି ଚୁର୍ଣ୍ଣ ବନାଇଦିଅନ୍ତୁ , ଓ ଏହାକୁ ଅଧା ଚାମଚ ପାଣିର ସହ ସେବନ କରନ୍ତୁ , କିଛି ମାସରେ ଯଦି ନିୟମିତ ଭାବେ ଏହାର ବ୍ୟବହାର କରିବେ , ତେବେ ଡାଇବେଟିଜ୍ ରୋଗରୁ ମୁକ୍ତି ମିଳିପାରିବ , ଆପଣଙ୍କୁ ଏହାର ସେବନ ଦିନରେ ଦୁଇଥର କରିବାର ଅଛି ।

Leave a Reply

Your email address will not be published. Required fields are marked *