March 26, 2024

Odia Express

News For Public

ମହମବତୀରୁ ଫଟା ପାଦକୁ ନରମ ଓ ସୁନ୍ଦର କରିବା ପାଇଁ ଏହି ଘରୋଇ ପ୍ରକିୟା କରନ୍ତୁ , ଏବେ ହିଁ ଜାଣି ନିୟନ୍ତୁ..

ଏହି କଥା ଆମେ ସମସ୍ତେ ଜାଣିଛେ କି ଫାଟିଯାଇଥିବା ପାଦ କାହାକୁ ବି ପସନ୍ଦ ଲାଗେ ନାହିଁ , ଏହା ଦ୍ୱାରା ବ୍ୟକ୍ତିକୁ ବହୁତଥର ଲଜ୍ଜିତ ହେବାକୁ ପଡିଥାଏ , ଏହି ଜିନିଷଗୁଡିକ ଅଧିକାଂଶ ମହିଳାମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ , ସେ ନିଜ ଫଟା ପାଦ ସକାଶେ ନିଜ ପସନ୍ଦର ସାଣ୍ତାଲ୍ ପିନ୍ଧିପାରନ୍ତି ନାହିଁ , କିମ୍ବା ସେ ନିଜ ପାଦକୁ ସବୁବେଳେ ଲୁଚାଇକରି ରଖନ୍ତି । ଏହି ସବୁ କାରଣ ହୋଇଥାଏ ଆମେ ଅଧିକାଂଶ ସମୟ ନିଜ ଚେହେରାକୁ ସୁନ୍ଦର କରିବାକୁ ଯାଇ ନିଜ ପାଦକୁ ଧ୍ୟାନ ଦେଇନଥାଉ , ଏହି କାରଣରୁ ଫଟା ପାଦ ହୋଇଯାଏ , ଯାହା ସମୟର ସହ ଆସ୍ତେ ଆସ୍ତେ ବଢିବାକୁ ଲାଗେ ,  ଓ ତାହା ଆସ୍ତେ ଆସ୍ତେ ପାଦରୁ ରକ୍ତ ବାହାରିବା ଆରମ୍ଭ ହୋଇଯାଏ ।

 

ଏହା ବି କାରଣ ହୋଇପାରେ କି ଶରୀରରେ ଉଷ୍ୟତା କିମ୍ବା ଖୁଶକି ବଢିଯିବା , ଖାଲିପାଦରେ ଚାଲିବା , ରକ୍ତହୀନତା , ଅଧିକା ଥଣ୍ତାର ପ୍ରଭାବ କିମ୍ବା ଧୁଳିମାଟି ଆଦି ଦ୍ୱାରା ପାଡ ଫାଟିଥାଏ , ଯଦି ଏହାର ସଠିକ୍ ଯତ୍ନ ନ ନିଆଯାଏ , ତେବେ ଏହା ପାଦରୁ ରକ୍ତ୍ ବାହାରିଥାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ , ଯାହା ଦ୍ୱାରା ପାଦ ଆଉ ଫାଟୀବ ନାହିଁ , ଆସନ୍ତୁ ଜାଣିବା କିପରି ସୋରିଷ ତେଲ କିମ୍ବା ଅନ୍ୟ ତେଲ ଦ୍ୱାରା ନିଜ ପାଦକୁ ଯତ୍ନ ନେଇପାରିବେ ।

 

ଏଥିପାଇଁ ଆପଣ ମହମବତୀ ନିଅନ୍ତୁ , ଓ ଏବେ ଆପଣଙ୍କୁ ତେଲର ଏକ ଗିନାରେ ତାକୁ ନେଇ ଫୁଟାଇବାର ଅଛି, ଓ ସେହି ତେଲକୁ ଗରମ ହେଲାପରେ ମହମବତୀ ପକାଇ ଭଲ ଭାବେ ମେଲଟ୍ କରିବାର ଅଛି ଓ ଥଣ୍ତା ହେବାପରେ ଭେସଲିନ ପରି ହୋଇଯିବ , ଓ ଏହି ମିଶ୍ରଣକୁ ନିଜ ପାଦରେ ଲଗାଇବାର ଅଛି, ଏହି ଉପାୟକୁ ଆପଣାଇଲେ କିଛି ଦିନ ମଧ୍ୟରେ ଫରକ ଦେଖିବାକୁ ମିଳିଯିବ , ଏହା ବହୁତ ପ୍ରଭାବ ଶାଳୀ ଉପାୟ ଅଟେ ।

Leave a Reply

Your email address will not be published. Required fields are marked *