March 24, 2024

Odia Express

News For Public

ଯଦି ଆପଣଙ୍କ ମଧ୍ୟରେ ଦେଖାଦିଏ ଏହି ଲକ୍ଷଣ ତ ତୁରନ୍ତ କରାନ୍ତୁ HIV ଏଡ଼ସ ଟେଷ୍ଟ , ଆଜି ହିଁ ଜାଣିନିଅନ୍ତୁ – ନହେଲେ ଅପଣଂକ ଜୀବନ ଯାଇପାରେ..

1 min read

ଆଜି ଦୁନିଆଁର ଲୋକେ ଗମ୍ଭୀର ସମସ୍ୟାରେ ଗ୍ରସିତ ହୋଇଛନ୍ତି , ସେମିତି ଗୋଟେ ତରଫରୁ ଆମ ଦେଶ ବିକଶିତ ହେଉଛି, କିନ୍ତୁ ଦେଶରେ କିଛି ଲୋକ ଅଛନ୍ତି ଯିଏ କି ଏଚ୍ ଆଇ ଭି ପରି ସମସ୍ୟାରେ ଯୋଡି ହୋଇଛନ୍ତି , ଆପଣଙ୍କୁ କହିଦେବୁ କି ଯାହାର କାରଣରୁ ଅବିକାଶିତ ଦେଶରେ ନୁହେଁ ବରଂ ବିକଶିତ ଦେଶରେ ଏହାର ପ୍ରଭାବ ଦେଖାଦେଇଛି, ଏହି ରୋଗ ଯୌନ ସଂବନ୍ଧ, ଦୂଷିତ ରକ୍ତ ବ୍ୟବହାର ଦ୍ୱାରା ହୋଇଥାଏ ।ଓ ବ୍ୟାପି ବି ଥାଏ , ଏହାକୁ ରୋକିବାକୁ ପାଇଁ ସୁରକ୍ଷିତ ଯୌନ ସଂବନ୍ଧ ପ୍ରୟାସ କିଛି ପରିମାଣରେ ଠିକ୍ ଅଟେ ,ଏହା ସହ ଲୋକଙ୍କ ଭିତରେ ଜାଗୃତ କରିବାର ଅଛି, କହିଦେବୁ କି ଏଚ୍ ଆଇଭି ପ୍ରାରମ୍ଭିକ ଲକ୍ଷଣରୁ ଏହାର ଜଣା ପଡେ ନାହିଁ , କିନ୍ତୁ ସେମିତି ଏହାର ଚିକିତ୍ସା କରାଇବାକୁ ହେଲେ ଡେରି ହୋଇଗଲେ ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ ହୋଇଯାଏ , ସେମିତି ଏହାର ଚିକିତ୍ସା କରାଇବାକୁ ହେଲେ ବ୍ୟକ୍ତିକୁ ମୃତ୍ୟୁର ସାମନା କରିବାକୁ ପଡିପାରେ , ତେବେ ଆସନ୍ତୁ ଜାଣିବା କିଛି ଲକ୍ଷଣ ଗୁଡିକ ବିଷୟରେ ।

 

୧) ବହୁତ ଦିନ ପର୍ଯ୍ୟନ୍ତ ଜ୍ୱର ରହିଲେ :- ସାମାନତଃ ଜ୍ୱର ଏକ ସାଧାରଣ ସମସ୍ୟା ଅଟେ ,କିନ୍ତୁ ଏହି ରୋଗ ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଧରି ରଖେ ତେବେ ହୋଇପାରେ ଏହା ଏଚ୍ ଆଇଭି ହୋଇଥାଉ କିମ୍ବା ଏଚ୍ ଆଇଭି ସଂକ୍ରମିତ ହୋଇପାରନ୍ତି , ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ ନେଇନେବା ଉଚିତ୍ ।

 

୨) ଥକାପଣ : ଏଚ୍ ଆଇଭି ବିଷାଣୁ ଆମ ଶରୀରରେ ବହୁତ ଖରାପ ପ୍ରଭାବ ପକାଇଥାଏ , ଏହାର କାରଣ ଏହାକି ଲୋକେ ବହୁତଥର ନିଜର ଥକାପଣ ଅନୁଭବ କରିଥାନ୍ତି , ଓ କେଉଁ କାମ କରିବାକୁ ଆରମ୍ଭ କରିବା ପୂର୍ବରୁ ଥକିଯାଆନ୍ତି , ଏଥିପାଇଁ ଆପଣ ସାବଧାନ ହୋଇଯାଆନ୍ତୁ ।

 

୩) ମାଂସପେଶୀରେ କଷ୍ଟ : ଏଚ୍ ଆଇଭି ପୀଡିତ ସବୁବେଳେ ଏହା ଅନୁଭବ କରେ କି ତାହାର ମାଂସ ପେଶୀ ଗୁଡିକ ଟାଣିହେଉଛି , ଏହାକୁ ପ୍ରଥମେ ଜାଣିନେବା ଉଚିତ୍ ।

 

୪) ଏଚ୍ ଆଇଭି ସଂକ୍ରମିତ ବ୍ୟକ୍ତିର ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବହୁତ ବିପରୀତ ପ୍ରଭାବ ପକାଇଥାଏ , ଏହା ଦ୍ୱାରା ସଂକ୍ରମିତ ବ୍ୟକ୍ତିର ଗଳାରେ ଖରାସ ପରି ସମସ୍ୟା ଦେଖାଦେଇଥାଏ ।

୫) କୁହନ୍ତି କି ଆପଣଙ୍କ ତ୍ୱଚାରେ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସବୁ କିଛି କହିପାରେ , ଏହି କଥାକୁ ବହୁତଥର ସତ୍ୟତା ଜଣାଯାଇଛି, ଏଚ୍ ଆଇଭି ସଂକ୍ରମିତ ହେବା ଦ୍ୱାରା ଆପଣଙ୍କ ଶରୀରରେ ଏହାର ଚେତାବନୀ ଦେଇଥାଏ , ଓ ଚମଡା ଉପରେ କୁଣ୍ତିଆ ହୋଇଥାଏ , ଓ ଦାଗ ସ୍ପଷ୍ଟ ରୂପେ ଦେଖାଦିଏ ।

 

୬) ଓଜନ କମ୍ ହେବା : ଏଚ୍ ଆଇ ଭି ସଂକ୍ରମିତ ବ୍ୟକ୍ତିକୁ ଓଜନ ଭାରିମାତ୍ରାରେ କମ୍ ହେବା ଦେଖାଯାଏ , ଏଥିପାଇଁ ଏଚ୍ ଆଇଭି ସଂକ୍ରମିତ ବ୍ୟକ୍ତିକୁ ମନପସନ୍ଦର ଖାଇବାର ଇଚ୍ଛା ନଥାଏ ।

 

୭) ଶୁଖିଲା କଫ : ସବୁବେଳେ ଗଳାରେ ସୁଖିଲା କଫ ଲାଗିରହେ ।

 

୮) ଏଚ୍ ଆଇଭି ସଂକ୍ରମିତ ଲୋକଙ୍କୁ ରାତିରେ ଶୋଇଲା ବେଳେ ଝାଳ ବୋହିବା ଜଣାଯାଏ , ଏମିତିରେ ବ୍ୟକ୍ତି କେବେ ହେଲେ ଶାନ୍ତିରେ ଶୋଇପାରେନି ।

 

୯) ଅସ୍ୱସ୍ଥ୍ୟ ଓ ହଳଦିଆ ହୋଇଥିବା ନଖ : ଏଚ୍ ଆଇଭି ଶିକାର ହେଲା ପରେ ନଖ ଗୁଡିକ ହଳଦିଆ ବର୍ଣ୍ଣ ହୋଇଯାଏ , ଓ ଏହା ଏଡ୍ସର ଚେତବନୀ ଦେଇଥାଏ ।

 

୧୦) ଏକାଗ୍ରତାର ଅଭାବ : ଗୋଟେ ବିମାର ଶରୀର ସବୁଠାରୁ ବଡ ପରିଚୟ ଦେଇଥାଏ କି ତାହାର ଏକାଗ୍ରତାରେ ବହୁତ ଦୁର୍ବଳତା ଆସିବା , ନିଜ କାମ କିମ୍ବା ପାଠପଢାରେ ପୁରା ଧ୍ୟାନ ନ୍ ଆସିବା , ଏହା ଏଚ୍ ଆଇଭିର ଲକ୍ଷଣ ଅଟେ ।

 

Leave a Reply

Your email address will not be published. Required fields are marked *