March 25, 2024

Odia Express

News For Public

ଇଜ୍ରାଇଲ୍ ରୁ ଆଉଥରେ ସ୍ପାଇସ୍ ୨୦୦୦ ବମ୍ କିଣିବ ଭାରତ , ଏୟାର୍ ଷ୍ଟ୍ରାଇକ୍ ରେ ଏହି ବିଶେଷ କାମ ଦେଇଥାଏ – ପୁଣି ହେଇପାରେ..

1 min read

ପୁଲବାମା ଆତଙ୍କୀ ଆକ୍ରମଣରେ ଭାରତର ତରଫରୁ ୨୬ ଫେବୃୟାରୀକୁ କରାଯାଈଥିବା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ରେ ଯେଉଁ ସ୍ପାଇସ୍ ବମ୍ ବ୍ୟବହାର କରାଯାଇଥିଲା , ଭାରତୀୟ ସେନା ଏବେ ଏହାର ଆଡଭାନ୍ସ ବମ୍ ଇଜ୍ରାଈଲ୍ ରୁ କିଣୁଛି , ଭାରତୀୟ ବାୟୁସେନା ନିଜ ହତିଆର ସେନା ଆଡଭାନ୍ଦ ବନାଇବା ଇଚ୍ଛାରେ ଇଜ୍ରାଇଲ୍ ସ୍ପାଇସ୍ ବମ୍ ଭାରତ କିଣୁଛି , ଏହି ବମ୍ ଯେ କୌଣସି ଅଟ୍ଟାଳିକା କୁ ଯୋଜନାବଦ୍ଧ ହିସାବରେ ଲଗାଯାଇପାରିବ , ଏହି ବମ୍ ପୁରୁଣା ଭର୍ଜନ ପୁର୍ବରୁ ଇମାରତ୍ ଭେଦିବା ଓ ତାପରେ ଇମାରତ୍ ଭିତରେ ଧମାକା କରିବାପାଈଁ ସକ୍ଷମ ଥିଲା , ସ୍ପାଇସ୍ ୨୦୦୦ ର ବ୍ୟବହାର ଭାରତୀୟ ବାୟୁସେନାରେ ବାଲାକୋଟ୍ ରେ ଲୁଚିରହିଥିବା ଜୈସ୍-ଏ-ମହମ୍ମଦ ଆତଙ୍କୀଙ୍କୁ ଚିହ୍ନଟ କରି ତାଙ୍କୁ ମାରିଦିଆଯାଇଥିଲା ,

 

ସ୍ପାଇସ୍ ବମ୍ ଆତଙ୍କୀଙ୍କ ଠିକଣା ନଷ୍ଟ କରିବାପାଇଁ ପୂର୍ବରୁ ଏକ ବଡ ଯୋଜନା ବନାଯାଇଥିଲା  ତାପରେ ଭିତରେ ଖୁପିଆ ସୁତ୍ରରୁ ଅନୁସାରେ ୨୬ ଫେବୃୟାରୀ ପୂର୍ବରୁ ଜୈସ୍ ର ପ୍ରାୟ ୩୦୦ ଆତଙ୍କୀ ଲୁଚିଥିଲେ , ସୁତ୍ରରୁ ଅନୁସାରେ ଏହି ହମଲାରେ ବଡ ସଂଖ୍ୟାରେ ଆତଙ୍କୀ ଢେର୍ ହୋଇଗଲେ , ଓ ବହୁତ ନଷ୍ଟ ହୋଇଥିଲା , ଏହା ଛଡା ଭାରତୀୟ ବାୟୁସେନା ସୁଖୋଇ ୩୦ ଫାଇଟର୍  ଏୟାରକ୍ରାଫ୍ଟ ବି ନିଜ ବଡ ସାମିଲ୍ କରିବା ଚାହୁଁଥିଲା , ଯେଉଁଥିରେ ସେନାର କ୍ଷମତାରେ ବୃଦ୍ଧି ଓ ଶତୁଙ୍କ ସହ ଆକାଶରେ ସଂଘର୍ଷ ଜୋରଦାର ଢଙ୍ଗରେ ମୁକାବଲା କରାଯାଇପାରିବ ,

 

ସ୍ପାଇଡ୍ ୨୦୦୦ ବମ୍ ପାକିସ୍ଥାନରେ ଏୟାରଷ୍ଟ୍ରାଇକ୍ ସମୟରେ ଲକ୍ଷ୍ୟ ସାଧିକରି ଏକ ମିଟର ପର୍ଯ୍ୟନ୍ତ ଗାତ ହୋଇଯାଇଥିଲା , ପରେ ସରକାର ଦାବି କଲେ କି ସେଠାରେ ବଡ ଧରଣର ଆତଙ୍କୀ ଠିକଣା ନଷ୍ଟ କରିଦିଆଯାଇଛି ,

ସ୍ପାଇସ୍ ଇଂରାଜୀ ଶବ୍ଧ ରୁ ହୋଇଛି , ଓ ଇଜ୍ରାଇଲ୍ ରେ ବିକଶିତ ହୋଇଛି ,ସ୍ପାଇସ୍ ବମ୍ ୩ ପ୍ରକାରର ସ୍ପାଇସ୍-୧୦୦୦ , ସ୍ପାଇସ୍-୨୦୦୦ ଓ ସ୍ପାଇସ୍ ୨୫୦ ଅଟେ , ସ୍ପାଇସ୍ ୨୦୦୦ ଓଜନ ୯୦୦ କିଲୋ ହୋଇଥାଏ , ଯେଉଁଥିରେ ଆଗ୍ ବାଲା ଭାଗ ଏମ୍ କେ -୮୪, ବିଏଲ୍ ୟୁ -୧୦୯ , ରାପ୍-୨୦୦୦ ସମେତ ବହୁତ ବମ୍ ଲଗାଯାଈଛି ।

Leave a Reply

Your email address will not be published. Required fields are marked *