April 14, 2024

Odia Express

News For Public

ବନ୍ଦ ଭାଗ୍ୟକୁ ଖୋଲିଦେଇଥାଏ ପାଣି ଓ କର୍ପୁରର ଏହି ଉପାୟ , ଦୂର ହୋଇଯାଇଥାଏ ସବୁ ଅସୁବିଧା ଓ କଷ୍ଟ..

ହିନ୍ଦୁ ଧର୍ମରେ ପୂଜା ପାଠ ସମୟରେ କର୍ପୁରର ବ୍ୟବହାର କରାଯାଏ , କାରଣ ହିନ୍ଦୁ ଧର୍ମରେ ଏହାକୁ ପବିତ୍ର ମାନାଯାଏ । ଯଦି ଧାର୍ମିକ କାର୍ଯ୍ୟରେ , ପୂଜା ପାଠରେ କର୍ପୁର ବ୍ୟବହାର ନ କରାଯାଏ ତେବେ ଧାର୍ମିକ କାର୍ଯ୍ୟ ଓ ପୂଜାପାଠ ଅଧୁରା ରହିଯାଏ , ଏହା ଛଡା କର୍ପୁର ନା କେବଳ ଧାର୍ମିକ କାର୍ଯ୍ୟରେ ଜଳାଇବାପାଇଁ ବ୍ୟବହାର ହୁଏ , ବରଂ ଏହାର ବୈଜ୍ଞାନିକ କାରଣ ବି ଅଛି , କହିଦେବୁ କି କର୍ପୁରକୁ ଜଳାଇଲେ ବାତାବରଣରେ ଥିବା ବ୍ୟାକ୍ଟେରିଆ ବି ଦୂର ହୋଇଯାଏ , ଓ ସୁଦ୍ଧ ହୋଇଥାଏ , ଆଜି ଆମେ କର୍ପୁରର ଓ ପାଣିର ଏକ ଉପାୟ କହିବାକୁ ଯାଊଛୁ , ଯାହାକୁ କରିଲେ ଆପଣଙ୍କ ଘରୁ ସବୁ ଅସୁବିଧା ଓ ଦାରିଦ୍ରତା ଦୂରିଭୁତ ହୋଇପାରିବ ।

 

ଏହି ଉପାୟ କରିବାକୁ ହେଲେ ଆପଣଙ୍କୁ ଏକ ତମ୍ବାର ପାତ୍ର ନେବାକୁ ହେବ , ଯଦି ତମ୍ବାର ପାତ୍ର କଳସ ନାହିଁ , ତେବେ ଏକ ସାଧାରଣ ଷ୍ଟିଲ୍ ର ଗ୍ଲାସ୍ ନେଇଯାଆନ୍ତୁ , ଓ ଭଲ ପାଣି ଭର୍ତି କରିଦିଅତ୍ନୁ , ଏହା ମଧ୍ୟରେ ପାଞ୍ଚଟି ଆମ୍ବର ପତ୍ର ନିଅନ୍ତୁ , କିମ୍ବା ଆପଣ ଅଶୋକର ପତ୍ର ନେଇପାରିବେ କିମ୍ବା ଅଶ୍ୱତଥ ଗଛର୍ ପତ୍ର ବି ନେଇପାରିବେ , ଏବେ ଏହା ଉପରେ ନଡିଆ ବସାନ୍ତୁ , ତାପରେ ଭଗବାନ ଗଣେଷଙ୍କ ପ୍ରତିମା ଆଗରେ ଏହି କଳସକୁ ରଖିନିଅନ୍ତୁ , ତାପରେ ଜୀବନରେ ଚାଲୁଥିବା ସବୁ ସମସ୍ୟାକୁ ଭଗବାନ ଶ୍ରୀଗଣେଷ ଆଗରେ ଜଣାନ୍ତୁ ,

 

ଆପଣଙ୍କୁ ନିଜ ସମସ୍ୟାକୁ କହୁଥିବା ବେଳେ ଉପରେ ନଡିଆକୁ ଅଲଗା କରନ୍ତୁ , ତାପରେ ଏକ କର୍ପୁରର ଖଣ୍ତ ରଖିନିଅନ୍ତୁ , ତାପରେ ସେହି କର୍ପୁରର ଖଣ୍ତକୁ ଜଳାଇଦିଅନ୍ତୁ , ଏବେ ଏହି ଏହି କର୍ପୁରକୁ ଗଣେଷଙ୍କ ଆରତୀ କରନ୍ତୁ  , ତାପରେ ନିଜ ସମସ୍ୟା ବିଷୟରେ ପ୍ରାର୍ଥନା କରନ୍ତୁ , ତିନିଥର ଆରତୀ କରିବାପରେ ନଡିଆକୁ ଏକ ଥାଳୀରେ ରଖିନିଅନ୍ତୁ , ଏବେ କର୍ପୁର ପୁରା ଜଳିଗଲେ , ନଡିଆକୁ ଭାଙ୍ଗନ୍ତୁ , ଓ ପ୍ରସାଦ ସ୍ୱରୁପ ଘରର ସଦସ୍ୟଙ୍କୁ ଭୋଗ ଦିଅନ୍ତୁ , ଏହି ପ୍ରସାଦକୁ ବାହାର କୌଣସି ବ୍ୟକ୍ତିକୁ ଦିଅନ୍ତୁ ନାହିଁ ।

 

ଏହି ଉପାୟ କରିଲେ ଆପଣଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟା ଦୁରୀଭୁତ ହୋଇଯିବ , ଓ ଆପଣଙ୍କ ଦୂର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହେବ , ଏହା ଛଡା ଏହି ଉପାୟ କରିଲେ ଦାରିଦ୍ରତା ବି ଦୂର ହୋଇଥାଏ, ଓ ଧନର ଅଭାବ ବି ହୁଏ ନାହିଁ , କହିଦେବୁ କି ଏହି ଉପାୟ କରିବାକୁ ହେଲେ ବୁଧବାର ଦିନ ହିଁ ବାଛନ୍ତୁ , ଏହି ଦିନରେ କରିଲେ ଅଧିକା କାରଗର ହୋଇଥାଏ । ଓ ଆପଣଙ୍କ ଭାଗ୍ୟ ଜଲଦି ବଦଳିଥାଏ ।

Leave a Reply

Your email address will not be published. Required fields are marked *