March 29, 2024

Odia Express

News For Public

ସପିଙ୍ଗ୍ କରିବାକୁ ଯାଇଥିବା ମହିଳାଙ୍କ ହାତରେ ଭୁଲ୍ ରେ ଭାଙ୍ଗିଗଲା ଏହି ଚୁଡି, ଦାମ ଜାଣିବା ପରେ ମହିଳା ଜଣକ ବେହୋସ ହେଇଗଲେ- ପୁରା ଘଟଣା ଜାଣିଲେ ଆପଣ ମଧ୍ୟ ଚମକି ପଡିବେ..

ସପିଙ୍ଗ୍ କରିବାକୁ ସେମିତି କାହାକୁ ବା ଭଲ ଲାଗେନି , ଆପଣଙ୍କୁ କହିଦେବୁ କି ଖାସକରି ମହିଳାଙ୍କୁ ସପିଙ୍ଗ୍ କରିବାକୁ ବହୁତ ଭଲ ଲାଗିଥାଏ , ସେମିତି ବହୁତଥର ଦେଖାଯାଇଛି କି ଯାହାକୁ ଶୁଣିକରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି , କିନ୍ତୁ ଏହି ସମୟରେ କିଛି ଏପରି ଦେଖାଯାଇଛି କି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଆଜି ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଏହି ମାମଲା ଶୁଣିକରି ଚକିତ ହୋଇଯାଈଛନ୍ତି , ଆପଣଙ୍କୁ ଯେଉଁ ମହିଳାଙ୍କ ବିଷୟର୍ କହିବାକୁ ଯାଉଛୁ , ସେ ଏକ ସପିଙ୍ଗ୍ ମଲ୍ ସପିଙ୍ଗ୍ କରିବାକୁ ଯାଇଥିଲେ , ତେବେ ସେ ଏକ ସପିଙ୍ଗ୍ ମଲ୍ ଯାଇକରି ଏକ ହାତର ଚୁଡିକୁ ଦେଖିଥିଲେ ।

 

କିନ୍ତୁ ଏମିତି ହେଲା କି ମହିଳା ସେହି ଚୁଡିକୁ ଦେଖିଲାପରେ ସେହି ମହିଳାଙ୍କ ହାତରୁ ଚୁଡିଟି ଗଳି ପଡିଥିଲା , ଏବେ ଏହା ଆପଣ ଭାବୁଥିବେ କି ଏହା କେଉଁ ବଡ କଥା ଅଟେ , ଯେତେବେଳେ ଶୋରୁମ୍ ରେଏହାର ଦାମ୍ ପଚାରିଲେ ତେବେ ତାହାର ଦାମ୍ ବିଷୟରେ ଜାଣି ସମସ୍ତେ ଚକିତ ହୋଇଗଲେ , ଓ ସେ ନିଜେ ବେହୋସ ହୋଇ ଗଳିପଡିଲେ , ଏହି ମାମଲା ଚିନର ହୁନାନ ପ୍ରାନ୍ତର ରୋହଣି ସହରର , ଯେଉଁଠି ମହିଳା ଜଣଙ୍କ ଏକ ଗହଣା ଶୋରୁମ୍ କୁ ଯାଇଥିଲେ , ଓ ସେହି ମହିଳାଙ୍କ ହାତରୁ ଏକ ଦାମିକା ଚୁଡି ହାତରୁ ଗଳି ପଡିଥିଲା , ଓ ସେ ଯେବେ ଦୋକାନୀଙ୍କୁ ସେହି ବ୍ରେସଲେଟ୍ ର ଦାମ୍ ପଚାରିଲେ ତେବେ ସେ ଚକିତ ହୋଇଗଲେ , ଏହି ବ୍ରେସଲେଟ୍ ଦାମ୍ ୨୮ ଲକ୍ଷ ଥିଲା ,

 

ବହୁତଥର ଦେଖାଯାଇଛି କି ବହୁତ ଲୋକଙ୍କ ସହ ଏପରି ଦୁର୍ଘଟଣା ହୋଇଛି, ଯେବେ କେଉଁ ବସ୍ତୁର ଦାମ ବିଷୟରେ ଜାଣିଲେ ସେମାନେ ଚକିତ ହୋଇଯାଆନ୍ତି , ସେମିତି ଏହି ମହିଳା ସେହି ମହଙ୍ଗା ଚୁଡିରେ ଥିବା ପଥରକୁ ଦେଖୁଥିଲେ କି କିନ୍ତୁ ଅଚାନକ ତାହା ତଳେ ପଡିଯାଈଥିଲା , ଓ ସେହି ଚୁଡି ଦୁଇ ଖଣ୍ତ ହୋଇଯାଇଥିଲା , ଓ ଏହାର ଦାମ୍ ଜାଣିଲା ପରେ ସେ ବେହୋସ ହୋଇଯାଇଥିଲେ , ଓ ଏବେ ତାଙ୍କର ଚିକିତ୍ସା କରାଯାଉଛି ।

 

ସେମିତି ସାମାନ୍ୟ ହିସାବରେ ଦେଖାଗଲେ ଏହା କୌଣସି ବଡ କଥା ନୁହେଁ , ଜିନିଷ ଭାଙ୍ଗିଯିବାର କଥା ଏହା ପ୍ରଥମଥର ହୋଇନାହିଁ , ଏହି ପରି ଦାମିକା ଜିନିଷ ଭାଙ୍ଗିବା ଓ ଦାମ୍ ଶୁଣିବାପରେ ସେହି ମହିଳା ବେହୋସ ହୋଇଯିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ , ସେମିତି ଛୁଆଙ୍କ ସହ ବହୁତଥର ଏପରି ଶୁଣିଥିବେ କିନ୍ତୁ ଏମିତି ହେବା ଏକ ଆଶ୍ଚର୍ଯ୍ୟଜନକ କଥା ଅଟେ ।

Leave a Reply

Your email address will not be published. Required fields are marked *