April 20, 2024

Odia Express

News For Public

କଣ ଆପଣ ଜାଣିଛନ୍ତି ଟ୍ରେନ ଟିକେଟ୍ ର ନମ୍ବର, ୱେଟିଙ୍ଗ୍ ଲିଷ୍ଟ ଓ PNR ଅର୍ଥ କଣ ହୋଇଥାଏ , ଯଦି ଜାଣି ନାହାନ୍ତି ତେବେ ଏବେ ଜାଣିରଖନ୍ତୁ..

1 min read

ଆମ ଦେଶରେ ସବୁଠାରୁ ଅଧିକା ଲୋକ ଟ୍ରେନ୍ ରେ ଯିବା ଆସିବା କରନ୍ତି । ଏହି କଥାର ଅନ୍ଦାଜା ଏହି କଥାରୁ ଲଗାଇପାରିବେ କି ଆମ ଦେଶରେ ପ୍ରାୟ ୫ ଲକ୍ଷ ରେଳ ଟିକେଟ୍ ଅନଲାଇନ୍ ଆଇଆର୍ ସିଟିସି ରୁ ବୁକ୍ କରିଥାନ୍ତି । ୱିଣ୍ତୋରୁ ବୁକ୍ ହେଉଥିବା ଟିକେଟ୍ ସଂଖ୍ୟା ବହୁତ ଅଧିକା ବୃଦ୍ଧି ହୋଇଯାଈଛି । ମାଲୁମ୍ ଅଛି ଟ୍ରେନ୍ ରୁ କେଉଁଆଡେ ଯିବା ଆସିବା ପାଇଁ ସିଟ ଓ ବର୍ଥର ଆବଶ୍ୟକତା ପଡିଥାଏ , ବର୍ଥ ପାଇବାକୁ ହେଲେ ରିଜର୍ଭଭେସନ୍ କରିବାକୁ ପଡିଥାଏ , ଆମେ ସମସ୍ତେ କେବେ ନା କେବେ  ସ୍ଲିପର୍ , ଏସି ଚେୟାର୍ କିମ୍ବା ସେକେଣ୍ତ ଏସି ପାଇଁ ରିଜର୍ଭ ଭେସନ୍ କରିଥାଉ , କିନ୍ତୁ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଟିକେଟ୍ ରେ ଯାହା ଲେଖା ହୋଇଥାଏ ତାହା କଣ ହୋଇଥାଏ ।

 

ଆଜି ଆମେ ଯେଉଁ ସୁଚନା ଦେବୁ ତାହା ରେଳ ଟିକେଟ୍ ସମ୍ବଧିତ ଅଟେ ,  ଆସନ୍ତୁ ଜାଣିବା ରିଜଭରସନ୍ ର ତିନୋଟି ତରିକା ବିଷୟରେ ।

୧) ଟିକେଟ୍ କାଉଣ୍ଟର

୨) ଅନଲାଇନ୍ IRCTC ୱେବସାଇଟ୍ ରେ ଯାଇକରି ଇ-ରିଜର୍ଭଭେସନ୍

୩) ଆଇ- ରିଜର୍ଭଭେସନ୍

ଇ-ଟିକେଟ୍ କଣ ହୋଇଥାଏ ,

 

କହିଦେବୁ କି ଲୋକଙ୍କୁ ଲାଗିଥାଏ କି ଇ-ରିଜର୍ଭଭେସନ୍ ଆଇ-ରିଜର୍ଭଭେସନ୍ ଗୋଟେ ଅଟେ , ଆଇ-ରିଜର୍ଭଭେସନ୍ ବିଷୟରେ ଜଣା ନଥିବ , କହିଦେବୁ କି ଆଇ ରିଜର୍ଭଭେସନ୍ ଦୁହେଁ ଅନଲାଇନ୍ ବୁକ୍ କରାଯାଏ , ଦୁହେଁଙ୍କ ମଧ୍ୟରେ କିଛିଟା ପାର୍ଥକ୍ୟ ଥାଏ ।

ଇ-ଟିକେଟ୍ କଲେ ଆପଣଙ୍କୁ ଟ୍ରେନ୍ ରେ ଯିବାକୁ ହେଲେ ଆଇ-ଡି କାର୍ଡ ନେଇକରିଯିବାକୁ ହେବ , ଏହି ଟିକେଟ୍ ୱେଟିଙ୍ଗ୍ କ୍ଲିୟର୍ ନହେଲେ କ୍ୟାନସେଲ୍ ହୋଇଯାଏ , କହିଦେବୁ କି ଏହା ଏକ ଫେକ୍ ଟିକେଟ୍ ହୋଇଥାଏ ।

 

ଆଇ ଟିକେଟ୍ ହେଲା ଯଦି ଆପଣ ତାଙ୍କ ଠାରୁ ଫିଜିକାଲ୍ ଟିକେଟ୍ ପାଇବାକୁ ଚାହୁଁଛନ୍ତି ତେବେ ଟିକେଟ୍ କାଊଣ୍ଟରରେ ଯିବାକୁ ଚାହୁଁନାହାନ୍ତି ତେବେ ଆଇ ଟିକେଟ୍ ନେବା ଉଚିତ୍ , ଏହି ଟିକେଟ୍ ରେ ଆପଣଙ୍କୁ ଆଇଡି କାର୍ଡ ଦେଖାଇବା ଦରକାର ପଡେନି , ଆଇ ଟିକେଟ୍ ଦିଆଯାଇଥିବା ଠିକଣାରେ ପୋଷ୍ଟ ମାଧ୍ୟମରେ ପହଞ୍ଚିଯାଇଥାଏ , ମାଲୁମ୍ ଅଛି କି ଆଇ ଟିକେଟ୍ ପାଇଁ ଯାତ୍ରାର ପୂର୍ବରୁ ବୁକିଙ୍ଗ୍ କରିବାକୁ ପଡିଥାଏ , ଯେବେ ଇ-ଟିକେଟ୍ ଯାତ୍ରାର ତିନି ଘଣ୍ଟା ପୂର୍ବରୁ କରାଯାଏ , କହିଦେବୁ କି ଆଇ-ଟିକେଟ୍ ପାଇଁ ଆପଣଙ୍କୁ ଡାକ ଖର୍ଚ୍ଚ ଦେବାକୁ ପଡିବ , ଯେବେ କି ଇ-ଟିକେଟ୍ ଆପଣଙ୍କ ପ୍ରିଣ୍ଟ ଆଉଟ୍ ଓ ଏସ୍ ଏମ୍ ଏସ୍ ରେ ବି ଚାଲି ପାରିବ ।

ପିଏନ୍ ଆର୍ : ଯଦି ଆପଣ ଟ୍ରେନ୍ ରେ ଯାଉଥିବେ ଓ ଏହା ରିଜର୍ଭଭେସନ୍ କଲା ବେଳେ ଏକ ଟିକେଟ୍ ଦିଆଯାଈଥାଏ , ଯାହା କି ଟିକେଟ୍ ର ଲେଫ୍ଟ୍ ସାଇଡ୍ ରେ ଥାଏ , ଏହିଥିରେ ପ୍ୟାସେଞ୍ଜରର ରେକର୍ଡ ଥାଏ , ଏହା ଦ୍ୱାରା ଆପଣଙ୍କ ବିଷୟରେ ସବିଶେଷ ବିବରଣୀ ମିଳିପାରିବ ।

 

ଟ୍ରେନ୍ ନମ୍ବର : କହିଦେବୁ କି ଆହୁରି ଏକ ଜରୁରୀ ହୋଇଥାଏ ଟ୍ରେନ୍ ନମ୍ବର , ଯାହା ଏହି ନମ୍ବର ଦ୍ୱାରା ଆପଣ ଟ୍ରେନ୍ ର ରୁଟ୍ ବିଷୟରେ ଜାଣିପାରିବେ , କହିଦେବୁ କି ରିଜର୍ଭଭେସନ୍ ଟିକେଟ୍ ର ପ୍ରଥମ ନମ୍ବରରେ ଟ୍ରେନ୍ ନମ୍ବର ୦ ରୁ ଆରମ୍ଭ ହୋଇଥାଏ , ଏହି ପରି ପ୍ରଥମ ଡିଜିଟ୍ ୧ କିମ୍ବା ୨ ଥିଲେ ଜାଣିବେ କି ଏହା ରାଜଧାନୀ କିମ୍ବା ଶତାଦ୍ଦୀ ପରି ଟ୍ରେନ୍ ରେ ଯାତ୍ରା କରୁଛନ୍ତି । ଏହି ପରି ୪ ନମ୍ବର ଟ୍ରେନ୍ ସେବା ଭିତରେ ହେଲା ଦିଲ୍ଲୀ ଚେନ୍ନାଇ , ସିକନ୍ଦରାବାଦ, ପରି ମେଟ୍ରୋ ସହର କୁ ଯାଉଥିବା ଟ୍ରେନ୍ । ଏହି ପରି ୫ ନଂ ଟ୍ରେନ୍ ଟିକେଟ୍ ପରମ୍ପରାଗତ ଟ୍ରେନ୍ ରେ ହୋଇଥାଏ । ସେମିତି ୬ ନମ୍ବର ମେମୁ ଟ୍ରେନ୍ ର ହୋଇଥାଏ , କହିଦେବୁ କି ରିଜର୍ଭ ଟ୍ରେନ୍ ୮ ନମ୍ବର ହୋଇଥାଏ , ଓ ୯ ନମ୍ବର ଟ୍ରେନ୍ ମୁମ୍ବାଇ ଲୋକାଲ୍ ହୋଇଥାଏ ।

 

RLWL  ରିମୋର୍ଟ ଲୋକେସନ୍ ୱେଟିଙ୍ଗ୍ ଲିଷ୍ଟ : ଏହା ଏଥିପାଇଁ ଲେଖା ହୋଇଥାଏ କାରଣ ଏହା ବଡ ବଡ ଷ୍ଟେସନ୍ ରୁ ଏମିତି ଏକ ଷ୍ଟେସନ୍ ଆସିଯାଏ , ଯାହା ଅଧିକା ଟ୍ରେନ୍ ନଥିବ , ଏମିତି ସ୍ଥିତିରେ ଯାତ୍ରାଙ୍କ କ୍ୟାନସେଲ୍ ଉପରେ ପ୍ରଥମ ସିଟ୍ ମିଳିଯାଏ ।

CKWL- ଏହ  ୱେଟିଙ୍ଗ୍ ଲିଷ୍ଟରେ ଆପଣଙ୍କୁ ତତକାଲ ଟିକେଟ୍ ନେଇଥିଲେ ଏହା ୧୦ ନମ୍ବର ଆସିଗଲେ କନଫର୍ମ ହୋଇଯାଏ ,

PQWL –ପୁଲଡ୍ କୋଟା ୱେଟିଙ୍ଗ୍ ଲିଷ୍ଟ : ଏହା କେଉଁ ବଡ କ୍ଷେତ୍ରରେ ଛୋଟ ଛୋଟ ଷ୍ଟେସନ୍ ପାଇଁ ହୋଇଥାଏ , କହିଦେବୁ କି ଏହି ୱେଟିଙ୍ଗ୍ ଲିଷ୍ଟର କ୍ଲିୟର୍ ହେବାପାଇଁ ନିଜ କୋଟାରୁ କେଉଁ କ୍ୟାନଲେସନ୍ ଦରକାର ପଡେନି ।

 

ଯଦି ଆପଣ କେଉଁ ଛୋଟ ଷ୍ଟେସନ୍ ରୁ ଯାତ୍ରା ଆରମ୍ଭ କରୁଛନ୍ତି ତେବେ ଆପଣଙ୍କ ଟିକେଟ୍ ପୁଲଡ୍ ୱେଟିଙ୍ଗ୍ ଲିଷ୍ଟରେ ଆସିଯାଏ , ଆପଣଙ୍କୁ ଏରିଆ କେଉଁ ବ୍ୟକ୍ତି ନିଜ ଟିକେଟ୍ କ୍ୟାନସେଲ୍ କରିବାକୁ ହେବ ।

RQWL- ସବୁ ଠାରୁ ଶେଷ ୱେଟିଙ୍ଗ୍ ଲିଷ୍ଟ ହଁ ଆଜ୍ଞା, ଏହାର ମତଲବ ଏହା ହୋଇଥାଏ ରିକ୍ୱେଷ୍ଟ ୱେଟିଙ୍ଗ୍ ଲିଷ୍ଟ , ଯଦି ଆପଣଙ୍କ ରୁଟ୍ ରେ ପୁଲଡ୍ କୋଟା ନଥାଏ ,ତେବେ ୱେଟିଙ୍ଗ୍ ଲିଷ୍ଟ ବନାଯାଇଥାଏ ।

Leave a Reply

Your email address will not be published. Required fields are marked *