March 28, 2024

Odia Express

News For Public

ଯେବେ ପ୍ରାଇଭେଟ୍ ଚାକିରି ପାଇଁ ଲାଇନ୍ ରେ ଠିଆ ହେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଜ ଝିଆରୀ – ଜାଣନ୍ତୁ ତାପରେ କଣ ହେଲା..

ଆମ ଦେଶରେ ଜଣେ କେବେ ମନ୍ତ୍ରୀ କିମ୍ବା ଏମ୍ ଏଲ୍ ଏ ହୋଇଗଲେ ତାଙ୍କର ସଂମ୍ପର୍କୀୟ ଆରାମ କରନ୍ତି , ଚାକିରି ଛାଡନ୍ତୁ ଘରେ ବସି ମାଲାମାଲ୍ ହୋଇଯାଆନ୍ତି । କେମିତି କମାଇଥାନ୍ତି ଏହା ଆପଣ ସମସ୍ତେ ଜାଣିଛନ୍ତି , ଆଜି ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କର ଆଖି ଖୋଲିବାକୁ ଯାଉଛୁ ଯାହାକି ଆପଣଙ୍କ ଆଗରେ ତାଙ୍କର ଅସଲ ମୁଖା ଖୋଲିଦେବ ।ମାମଲା ଦୁଇ ତିନି ମାସ ପୁରୁଣା ଅଟେ , କିନ୍ତୁ ଏମିତି ଅଟେ କି ପୁରା ଦେଶ ଏହି ବିଷୟରେ ଜାଣିଥିବା ଦରକାର କି ଦେଶର ସବୁଠାରୁ ବଡ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଝିଆରୀ ପ୍ରାଇଭେଟ୍ ଚାକିରି ପାଇଁ ଲାଇନ୍ ରେ ଠିଆ ହୋଇଥିଲା

 

ଯେବେ ଲାଇନ୍ ଲାଗିଲା ତେବେ ସିଏମ୍ ଙ୍କ ଝିଆରୀ ଅର୍ଚ୍ଚନା ବିଷ୍ଟ ପତ୍ରକାରଙ୍କୁ ପଚାରିଲା କି ଲାଇନ୍ ରେ  କଣ ପାଇଁ ଅଛନ୍ତି, ସେ ତ ସେମିତି ସରକାରୀ ଚାକିରୀ ପାଇଯିବେ , ସେ କହିଲେ କି ସେ ସେମିତି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଝିଆରୀ ହୋଇପାରନ୍ତି କିନ୍ତୁ ତାଙ୍କର ଶିଖର ଚଢିବା ନିଜ ଦମରେ ହାସିଲ୍ କରିବାର ଅଛି । ସେ କହିଲେ କି ସେ ନିଜ ପାଦରେ ଠିଆ ହେବାକୁ ଆସିଛନ୍ତି , ଏଥିପାଇଁ ସେ ପ୍ରାଇଭେଟ୍ ଚାକିରି ପାଇଁ ଆସିଛନ୍ତି , ନିଜ ପରିଶ୍ରମ ଓ ସିଫାରିସ୍ ବିନା ସରକାରୀ ଚାକିରି ପାଇଁ ପ୍ରସ୍ତୁତ ରହିବି , ହରିଦ୍ୱାରରେ ରୋଜଗାର ମେଲାରେ ନିଜ ନାତୁଣୀ କୁ ପ୍ରାଇଭେଟ୍ ଚାକିରି ଦେବାପାଈଁ ପହଞ୍ଚିଥିଲେ, ଆଦିତ୍ୟନାଥଙ୍କ ବାପା ଆନନ୍ଦ ସିଂ ବିଷ୍ଟ କହିଲେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ବିକାଶ କାର୍ଯ୍ୟ କରୁଛନ୍ତି ,ଓ ଅପରାଧକୁ ମୂଳ ପୋଛ , ଏଥିରେ ପ୍ରଦେଶର ସବୁ ବ୍ୟକ୍ତି ଖୁସି ଅଛି ,

 

୫ ଜୁନ୍ ୧୯୭୨ କୁ ଉତ୍ତରାଖଣ୍ତ ର ପୋଡି ଜିଲ୍ଲା ସ୍ଥିତ ୟମକେଶ୍ୱର ତହସିଲ୍ ପଞ୍ଚୁର ଗାଁର ରାଜପୁତ ପରିବାରରେ ଯୋଗୀ ଆଦିତ୍ୟନାଥଙ୍କ ଜନ୍ମ ହୋଇଥିଲା,  ୧୯୭୭ ରେ ଟିହରିର ଗଜା ସ୍ଥାନୀୟ ସ୍କୁଲ୍ ରେ ସେ ପାଠ ପଢିଥିଲେ ସ୍କୁଲ୍ ଓ କଲେଜ ସାର୍ଟିଫିକେଟ୍ ରେ ତାଙ୍କ ନାଁ ଅଜୟ ସିଂ ଅଟେ , ୧୯୮୭ ରେ ଟିହରି ଗଜା ସ୍କୁଲ୍ ରୁ ଦଶମ ପରୀକ୍ଷାରେ ପାସ୍ କଲେ , ୧୯୯୦ ରେ ଗ୍ରାଜୁଏସନ୍ ପଢି ସେ ଏବିବିପି ସହ ଯୋଡି ହେଲେ ,,

ସେ ଗଢବାଲ ବିଶ୍ୱବିଦ୍ୟାଳୟରେ ଗଣିତରେ ବିଏସ୍ ସି କରିଛନ୍ତି , ଯୋଗୀ ଆଦିତ୍ୟନାଥଙ୍କ ନାଁ ଲୋକସଭା ପହଞ୍ଚିବା ବାଲା ସବୁ ଠାରୁ କମ୍ ବୟସର ସାଂସଦ ସୁଚିରେ ସାମିଲ୍ ଅଛି ,

 

ପାଠ ପଢାପରେ ଗୋରଖନାଥ ମନ୍ଦିରର ମହନ୍ତ ଅବୈଧନାଥ ସଂମ୍ପର୍କରେ ଆସିଲେ , ମହନ୍ତ ଦୀକ୍ଷା ନେଇକରି ଅଜୟକୁ ଯୋଗୀ ଆଦିତ୍ୟନାଥ ନାଁ ଦିଆଗଲା,  ଅବୈଧନାଥ ୧୯୯୮ ରେ ରାଜନୀତିରୁ ସନ୍ୟାସ ନେଲେ ତ ଯୋଗୀ ଆଦିତ୍ୟନାଥଙ୍କୁ ନିଜର ଉତ୍ତରଅଧିକାରୀ ଘୋଷଣା କଲେ , ଯୋଗୀ ଆଦିତ୍ୟନାଥ ଯେବେ +୨ ଲୋକସଭା ସାଂସଦ ହୋଇ ପହଞ୍ଚିଲେ ତେବେ ତାଙ୍କ ବୟସ ମାତ୍ର ୨୬ ବର୍ଷ ଥିଲା, ଏହାପରେ ଆଦିତ୍ୟନାଥ ୧୯୯୯,୨୦୦୪,୨୦୦୯,୨୦୧୪ ରେ ଲଗାତାର ସାଂସଦ ହେଲେ ।

ଯୋଗୀ ଆଦିତ୍ୟନାଥ ଭାଜପାର ସାଂସଦ ହେବା ସହ ହିନ୍ଦୁ ଯୁବା ବାହିନୀର ସଂସ୍ଥାପକ ଅଟନ୍ତି , ୨୦୧୫ ରେ ୨୦୧୪ ଲୋକସଭା ନିର୍ବାଚନ ରେ ବିଜେପି ପ୍ରଚଣ୍ତ ବହୁମତ ପାଇଥିଲା, ୨୦୧୭ ରେ ବିଧାନସଭା ନିର୍ବାଚନରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ୍ୟ ଯୋଗୀ ଆଦିତ୍ୟନାଥ ପୁରା ରାଜ୍ୟରେ ପ୍ରଚାର କରାଇଲେ , ଓ ତାଙ୍କୁ ହେଲିକାପ୍ଟର ଦିଆଗଲା ।

Leave a Reply

Your email address will not be published. Required fields are marked *