March 28, 2024

Odia Express

News For Public

ମହାଭାରତରେ ଦୁର୍ଯୋଧନ କାହିଁକି ସବୁଠାରୁ ଅଲଗା ଥିଲେ, ଜାଣନ୍ତୁ ଦୁର୍ଯୋଧନଙ୍କ ତିନୋଟି ବଡ ସତ୍ୟତା..

ଦୂର୍ଯୋଧନ ମହାଭାରତର ଏକ ଶକ୍ତିଶାଳୀ ଓ ପରାକ୍ରମୀ ଯୋଦ୍ଧା ଥିଲେ । ଦୂର୍ଯୋଧନ କାରଣରୁ କୌରବ ଓ ପାଣ୍ତବଙ୍କ ମଧ୍ୟରେ ଏକ ଭୀଷଣ ଯୁଦ୍ଧ ହୋଇଥିଲା । ଯାହାକୁ ଆମେ ମହାଭାରତ ଯୁଦ୍ଧ ନାଁରେ ଜାଣିଛେ , ଆଜି ଆମେ ଦୁର୍ଯୋଧନଙ୍କର ତିନୋଟି ଏମିତି ସତ୍ୟତା କହିବୁ , ଯାହା ଆପଣ କେବେ ଜାଣିନଥିବେ ।

୧)ଜ୍ଞାନର ଅଭାବ :  ମହାଭାରତ କାବ୍ୟ ଅନୁସାରେ ଦୂର୍ଯୋଧନଙ୍କ ପାଖରେ ଜ୍ଞାନର ଅଭାବ ଥିଲା , ସେ ନିଜ ମାମା ଶକୁନିଙ୍କ କହିବା ଅନୁସାରେ ଚାଳୁଥିଲେ । ଓ ସେ କେବଳ ନିଜ ମାମା ଶକୁନିଙ୍କର ନିର୍ଦ୍ଧେଶ ପାଳନ କରୁଥିଲେ  ଏହି କାରଣରୁ ରାଜ୍ୟ ସଂବନ୍ଧିତ ଫଇସଲା ନେଇପାରୁନଥିଲେ । ପରିଣାମ ସ୍ୱରୁପ ମହାଭାରତ ଯୁଦ୍ଧ ହୋଇଥିଲା ।

 

୨) ସର୍ବଶ୍ରେଷ୍ଠ ଗଦାଧାରୀ : ଦୁର୍ଯୋଧନ ମହାଭାରତର ସର୍ବଶ୍ରେଷ୍ଠ ଗଦାଧାରୀ ଯୋଦ୍ଧା ଓ ସେ ଏହି ଯୁଦ୍ଧ କଳା ଭଗବାନ ଶ୍ରୀକୃଷ୍ଣ ଓ ଭାଇ ବଳରାମଙ୍କ ଠାରୁ ଶିଖିଥିଲେ , ଦୂର୍ଯୋଧନ ଦୁନିଆଁର ସବୁଠାରୁ ଶ୍ରେଷ୍ଠ ଗଦାଧାରୀ ହିସାବରେ ଜଣାଯାଉଥିଲେ , ଦୂର୍ଯୋଧନ ଗଦା ଦ୍ୱାରା ମହାଭାରତରେ ଶକ୍ତିଶାଳୀ ଯୋଦ୍ଧାଙ୍କୁ ହରାଇଥିଲେ ।

 

୩) ବଜ୍ରର ଶରୀର : ଦୂର୍ଯୋଧନଙ୍କ ଶରୀର ତାଙ୍କ ମାତାଙ୍କ ବରଦାନ କାରଣରୁ ବଜ୍ର ପରି ବନାହୋଇଥିଲା , ଯେବେ ଦୁର୍ଯୋଧନ ଶରୀର ବଜ୍ର ବନାଇବାକୁ ଯାଉଥିଲେ , ସେହି ସମୟରେ ଶ୍ରୀକୃଷ୍ଣଙ୍କ କାରଣରୁ ଅର୍ଜୁନଙ୍କୁ ଟିକିଏ ଶରୀର ବଜ୍ର ହୋଇପାରିଲା ନାହୀଂମ୍ , ଓ ଏହା ସବୁଠାରୁ ବଡ ଲାଭ ଭୀମଙ୍କୁ ମିଳିଲା ।

Leave a Reply

Your email address will not be published. Required fields are marked *