April 15, 2024

Odia Express

News For Public

ଯଦି ଆପାଣାଙ୍କ ଶରୀର ରେ ଏହି ଲକ୍ଷଣ ଦେଖା ଯାଉଛି ତେବେ ବୁଝି ଯିବେ କି ଆପଣଙ୍କ ଲିଭର ଜଲ୍ଦି ଖରାପ ହେବାକୁ ଯାଉଛି -,ଏପରି ଭାବେ ଖରାପ ଲିଭରର ଚିହ୍ନଟ କରନ୍ତୁ..

ସେମିତି ମଣିଷ ଶରୀରର ସବୁ ଅଙ୍ଗ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ , ଆଜି ଆମେ ଯେଉଁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ବିଷୟରେ କଥା କହିବାକୁ ଯାଉଛୁ , ତାହା ହେଲା ଲିଭର୍ , ଏହା ଶରୀରରେ ହେଉଥିବା ସବୁ ଅଙ୍ଗରୁ ୫୦୦ ଗତିବିଧିକୁ ନିୟନ୍ତ୍ରିତ କରିଥାଏ , ଏହା ଛଡା ଶରୀରରେ ୩୦ ପ୍ରତିଶତ ରକ୍ତର ଅପୂର୍ତ୍ତି ଏହା କରିଥାଏ , ୧୩୦୦୦ ପ୍ରକାରର ରସାୟନ ବନାଇବାରେ ସାହାଯ୍ୟ କରେ , ଲିଭରର ଏକ ମହତ୍ତ୍ୱପୂର୍ଣ୍ଣ କାମ ରକ୍ତକୁ ସଫା କରିବା , ଓ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବା , କେବଳ ଏତିକି ନୁହେଁ ବ୍ଲଡ୍ ସୁଗର୍ କଣ୍ଟ୍ରୋଲ୍ କରିବାରେ ସବୁ ହର୍ମୋନ୍ସ ଲିଭର୍ ବନାଇଥାଏ , ଓ ଭାଙ୍ଗିଥାଏ , କଣ ଆପଣ ଜାଣିଛନ୍ତି କି ଏତେ ସାରା ମହତ୍ତ୍ୱପୂର୍ଣ୍ଣ କାମକୁ ସଂଚାଳିତ କରିବାପାଇଁ ଲିଭରକୁ ସଠିକ୍ ଖାଦ୍ୟପେୟ ଉପରେ ବି ଦରକାର୍ ଆସିଥାଏ , ଯଦି ଆପଣଙ୍କ ଖାଦ୍ୟପେୟ ଠିକ୍ ଓ ସନ୍ତୁଳିତ ରହିବ ତେବେ ଲିଭର୍ ସୁସ୍ଥ୍ୟ ରହିବ , ଯଦି ଲିଭର୍ ଖରାପ ହେବାକୁ ଲାଗେ ତେବେ ଶରୀରରେ କିଛି ଲକ୍ଷଣ ଦେଖିବାକୁ ମିଳେ । ଏମିତିରେ ସେହି ଲକ୍ଷଣରୁ ଜାଣିପାରିବେ କି ଆପଣଙ୍କ ଚିକିତ୍ସା ସମ୍ଭବପର ଅଟେ କି ନାହିଁ ,

 

ସେମିତି ଦେଖିବାକୁ ଗଲେ ପେଟ ପୀଡା ଏକ ସାଧାରଣ ସମସ୍ୟା ଅଟେ , ଏହା ବହୁତ କାରଣରୁ ହୋଇଥାଏ , କିନ୍ତୁ ଯଦି ଆପଣଙ୍କ ପେଟର ଡାହାଣ ପଟ ଭାଗରେ ପିଡା ହୋଇଥାଏ , ତେବେ ତଳ ମାଂସପେଶୀ ଭାଗରେ ପିଡା ହୁଏ ତେବେ ଜାଣିପାରିବେ କି ଲିଭର ବିପଦରେ ଅଛି ,

ଯଦି ପେଟ ଫୁଲିବା କିମ୍ବା ପେଟ ବାହାରକୁ ବାହାରିବା ଭଳି ସମସ୍ୟାରେ ଗ୍ରସିତ ତେବେ ବୁଝିଯିବେ କି ଲିଭର ସେରୋସିସ୍ ଗ୍ରସିତ ଅଛନ୍ତି , ଏହି ସ୍ଥିତିରେ ଲିଭରରେ ଫ୍ଲୁଇଡ୍ ଜମା ହେବାକୁ ଲାଗିଥାଏ,  ଓ ରକ୍ତସ୍ରାବ ହେବାକୁ ଲାଗିଥାଏ , ଏହା ଲିଭର୍ କ୍ୟାନ୍ସର ବିପଦ ଆଡକୁ ଟାଣିନିଏ ।

 

ଯଦି ଆପଣଙ୍କ ଶରୀରରେ କୌଣସି ଅଙ୍ଗରେ କୁଣ୍ତିଆ ହୋଇ ଚକାଚକା ଚିହ୍ନ ହେବାକୁ ଲାଗେ ତେବେ ବୁଝିଯିବେ କି ଲିଭର ସହ କିଛି ଗଡବଡ ଅଛି , ଏହା ତ୍ୱଚାକୁ ନରମ କରି ରଖିବା ଉଚିତ୍ । କିନ୍ତୁ ଲିଭର ଖରାପ ହେବ , ତ୍ୱଚାରେ ଆସୁଥିବା ଦ୍ରବ୍ୟର କମି ଆସିବ ,

ଆଖିର ରଙ୍ଗ ହଳଦିଆ ଓ ତ୍ୱଚା ଧଳା ହୋଇଯିବା ଭଳି ଲକ୍ଷଣ ଦେଖାଗଲେ ଏହା ବୁଝିଯିବେ କି ଲିଭର ଖରାପ ଅଛି , ରକ୍ତରେ ପିତ୍ତ ବର୍ଣ୍ଣକ ବିଲିରୁବିନ୍ ସ୍ତର ବଢିବାକୁ ଲାଗିଛି, ଏହି ସ୍ତର ବଢିଲେ ବିଷାକ୍ତ ପଦାର୍ଥ ବାହାରକୁ ବାହାରି ପାରେ ନାହିଁ , ଲିଭର ଖରାପ ହେବାର ଆଶଙ୍କାରେ ପିଲିଆ ଆକାରରେ ଦେଖାଦିଏ ।  ଯଦି ଆପଣଙ୍କୁ ଆସିଡିଟି ଓ ଅପଚ ପରି ସମସ୍ୟା ଅଛି ତେବେ ଏହା ଲିଭର୍ କୁ ନଷ୍ଟ କରିପାରେ , ଏଥିରେ ବାନ୍ତି ହେବାର ସମସ୍ୟା ଦେଖାଦିଏ ।

 

ଯଦି ଆପଣଙ୍କ ଓଜନ ବିନା ପରିଶ୍ରମ କରି କମିଯାଇଛି , ତେବେ ଏହା ଭଲ ସଙ୍କେତ ନୁହେଁ , ଲିଭର୍ ଖରାପ ହେବା କାରଣରୁ ଭୋକ ମରିଯାଏ , ଯାହା ଦ୍ୱାରା ଓଜନ କମିଯାଏ , ଏମିତିରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ,କବଜ୍ ଅଭିଯୋଗ ଥିଲେ ଏହା ଲିଭର୍ ଖରାପ ହେବାକୁ ଇସାରା କରେ , ମଳରେ ରକ୍ତ ଆସିବା ଓ ରଙ୍ଗ କଳା ହେବା ଲିଭର୍ ଖରାପ ହେବାର ସଙ୍କେତ ଦିଏ । ପାଦରେ କୁଣ୍ତିଆ ହୋଇ ଫୁଲିବା ଏହା ଲିଭର୍ କୁ ଗମ୍ଭୀର ରୁପରେ ଖରାପ ହେବାର ସଙ୍କେତ ଦେଇଥାଏ ,

 

ଏହି ସ୍ଥିତିରେ ଯେବେ ଆପଣଙ୍କ ଫୁଲିଥିବା ଭାଗରେ ଦବାଇବେ , ତେବେ ବହୁତ ସମୟ ଯାଏଁ ତାହା ଦବି ରହିବ , ଟିକିଏ ଥକାପଣ ସମସ୍ତଙ୍କୁ ହୋଇଥାଏ , କିନ୍ତୁ ଯଦି ଆପଣଙ୍କୁ ଛୋଟ ମୋଟ କାମରେ ଥକା ଲାଗେ ତେବେ କିମ୍ବା ମାଂସପେଶୀରେ ଦୁର୍ବଳତା ଆସେ ତେବେ ଏହା ସଙ୍କେତ ଦିଏ କି ଆପଣଙ୍କ ଲିଭର୍ ପୁରା ଖରାପ ହୋଇଛି, ଲିଭର୍ ଖରାପ ହେବା ଦ୍ୱାରା ନିଦ ଠିକ୍ ଭାବେ ଆସିନଥାଏ , ଓ କନଫ୍ୟୁଜନ୍ ସ୍ଥିତି ଆସିଯାଏ , ଯାହା କାରଣରୁ ବ୍ୟବହାରରେ ପରିବର୍ତ୍ତନ ଦେଖାଦିଏ

Leave a Reply

Your email address will not be published. Required fields are marked *