ଏହି ଲୋକର ଭଉଣୀକୁ ବାହାହେଲେ ମିଲିବ ୧ ହଜାର କୋଟି ଟଙ୍କା – କିନ୍ତୁ ସର୍ତ ଶୁଣିକି କେହିବି ବାହାହେବା ପାଇଁ କରି ପାରୁନାହାନ୍ତି ସାହସ

ଆଜିକାଲି କିଛି ଏପରି ଖବର ଆସୁଛି ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି , ସେ ଫିଲ୍ମ ଇଣ୍ତଷ୍ଟ୍ରି ହେଉ କିମ୍ବା ରାଜନୈତିକ ମାମଲା ହେଉ , କିନ୍ତୁ ଆଜିକାଲି କିଛି ଏମିତି ଖବର ଆସୁଛି ଯାହାକୁ ଭରସା କରିବା ଅସମ୍ଭବ ଅଟେ , କିଛି ଲୋକ ମିଥ୍ୟା କଥା ଏପରି ପ୍ରଚାର କରୁଛନ୍ତି କି ଲୋକେ ତାଙ୍କୁ ସତ ମାନୁଛନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଖବର ଶୁଣାଇବାକୁ ଯାଉଛୁ, ଯାହା ପ୍ରକୃତରେ ସତ ଅଟେ ।ଆମେ ଯେଉଁ ଖବର ଶୁଣୁଛେ ତାହା ଏକ ବିବାହ ସଂବନ୍ଧିତ ଅଛି , ହଁ ଆଜ୍ଞା ଆମେ ଏମିତି ଏକ ଝିଅ ବିଷୟରେ କହିବୁ ଯାହାକୁ ବିବାହ କଲେ ଏକ ହଜାର କୋଟି ମିଳିବାର କୁହାଯାଉଛି , ଏହି ଝିଅକୁ ବିବାହ କରିବା ପାଇଁ କେହି ବି ସାହାସ କରିପାରୁନାହାନ୍ତି , ସେମିତି ଯୌତୁକ ନେବା କିମ୍ବା ଦେବା ଏକ ଅପରାଧ ଶ୍ରେଣୀରେ ଆସୁଛି ,

 

ଯେଉଁ ଝିଅ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ଦୁନିଆଁର ନୃଶଂସ କୋରିଆ କିମ୍ ଜୋଂଙ୍ଗ୍ ଙ୍କ ଭଉଣୀ ଅଟନ୍ତି , କିନ୍ତୁ ସେଥିପାଇଁ କିମ୍ ଜୋଂଙ୍ଗ ନିଜ ଭଉଣୀକୁ ବିବାହ କରିବା ପାଇଁ ପୁଅଙ୍କ ପାଇଁ ଏକ ସର୍ତ୍ତ ରଖିଛନ୍ତି , ଯାହାକୁ ପୂରା କରିବା ଅସମ୍ଭବ ଅଟେ , କିମ୍ ଜୋଙ୍ଗ୍ ନିଜ ଭଉଣୀପାଇଁ ଏକ ଯୋଗ୍ୟ ବର ଖୋଜୁଛନ୍ତି , ଓ ସେ ଏଥିପାଇଁ ଏକ ହଜାର କୋଟି ଟଙ୍କା ଓ ତା ସହିତ ସୁନାର କାର୍ ବି ଦିଆଯିବ , ଏହା ଛଡା ବରଯାତ୍ରୀରେ ଆସିଥିବା ବରଯାତ୍ରୀଙ୍କୁ ସୁନାର ପଇସା ଦେବେ , କିନ୍ତୁ ବର ପାଇଁ କିଛି ସର୍ତ୍ତ ରଖିଛନ୍ତି ,

 

କିମ୍ ଜୋଙ୍ଗ୍ ଚାହନ୍ତି କି ତାଙ୍କ ଭଉଣୀକୁ ଯେଉଁ ପୁଅ ବି ବାହା ହେବ ନା କେବଳ ଗ୍ରାଜୁଏଟ୍ ଥିବ ବରଂ ତା ଚେହେରାରେ ଗୋଟେ ହେଲେ ବି ଦାଗ ନଥିବ , ଏହା ଛଡା ସେ ଉଚ୍ଚତାରେ ୫ ଫୁଟ ୧୦ ଇଞ୍ଚରୁ ଅଧିକା ହୋଇନଥିବ , ଏତିକି ନୁହେଁ କିମ୍ ଜୋଙ୍ଗ୍ ଙ୍କ ଭଉଣୀକୁ ବାହାହେବାକୁ ଥିବା ବ୍ୟକ୍ତି କାହାସହ ସଂମ୍ପର୍କ ନଥିବ , ଓ ତାର ଶରୀରର ଓଜନ ୭୫ କେଜି ରୁ ଅଧିକା ହୋଇନଥିବା , ଓ ପୁଅର ୬ ଆବ୍ସ ର ରହିଥିବା ଦରକାର ।

 

ଏତିକି ସର୍ତ୍ତ ଦେଖିକରି ଲାଗୁଛି କି ବୋଧେ ଦୁନିଆଁରେ ଏମିତି କେହି ପୁଅ ନଥିବେ ଯିଏକି ଏହି ସବୁ ସର୍ତ୍ତକୁ ପୁରା କରିବାପାରିବେ , କହିଦେବୁ କି କିମ୍ ଜୋଙ୍ଗ୍ ଭଉଣୀଙ୍କୁ ବାହା ହେବା ପାଇଁ ବୟସ ହୋଇସାରିଛି , ଓ କିମ୍ ଜୋଙ୍ଗ୍ ଚାହୁଁଛନ୍ତି କି ତାଙ୍କ ଭଉଣୀଙ୍କୁ କେଉଁ ପ୍ରକାରର ଅସୁବିଧା ନ ହେଉ , ଓ ସେ ଚାହନ୍ତି କି ଯିଏ କି ତାଙ୍କ ଭଉଣୀଙ୍କୁ ବିବାହ କରିବ ସିଏ ତାଙ୍କର ଦିଆ ଯାଈଥିବା ସବୁ ସର୍ତ୍ତକୁ ପୂରଣ କରିପାରିବ , ଓ ଆଗକୁ ଯାଇ ସେ କେଉଂ ପ୍ରକାରର ଧୋକା ଓ କିମ୍ବା ଅସୁବିଧା ନ କରୁ ।

Leave a Reply

Your email address will not be published. Required fields are marked *