April 18, 2024

Odia Express

News For Public

ଭାରତୀୟଙ୍କ ପାଇଁ ବଡ ଖୁସି ଖବର – ଆମେରିକାରୁ ଭାରତ କିଣୁଛି ସବୁଠାରୁ ଖତରନାକ୍ ଗୋଳା ବାରୁଦ , ଉଦ୍ଧେଶ୍ୟ ହେଲା ପାକିସ୍ଥାନକୁ ପାନେ ଶିଖେଇବା..

1 min read

ପାକ୍ ନିଜର ହରକତ୍ ରୁ ଏପର୍ଯ୍ୟନ୍ତ କିଛି ଶିକ୍ଷା ନେଇନାହିଁ , ଲଗାତାର ସୀମାରେ ସିଜ୍ ଫାୟାର୍ ଉଲ୍ଲଘନ କରୁଛି, ଓ ଗୋଳିବାରି ବି ଚାଲୁରଖିଛି, ଏବେ ଭାରତୀୟ ସେନା ପାକିସ୍ଥାନକୁ ସବକ୍ ଶିକ୍ଷାଇବାକୁ ଓ ତାହାର ମୁହଁତୋଡ ଜବାବ ଦେବାପାଇଁ ଗୋଳି ମାନେ ଏକ୍ସକାଲିଭର୍ ଏମ୍ୟୁନେସନ୍ କିଣୁଛି, ଏହି ଏକ୍ସକ୍ୟାଲିବର୍ ଗାଇଡେଡ୍ ଆମୁନେଶନ୍ ସିଷ୍ଟମ ଅଟେ।ଏହା ସଠିକ୍ ନିଶାନାରେ ଲଗାଇବା ଓ ଶତ୍ରୁଙ୍କୁ ନଷ୍ଠ କରି ଉଡାଇଦେବାରେ ସକ୍ଷମ ଅଛି ,ଏକ୍ସ କ୍ୟାଲିବର୍ ଆମୁନେଶନ୍ ପାକିସ୍ଥାନ ପାଖରେ ଥିବା ସୀମାରେ ନିଯୁକ୍ତ ସେନାର ଆର୍ଟିଲାରୀ ୟୁନିଟ୍ ଠାରୁ କିଣାଯାଉଛି ,

 

ଆଜି ପର୍ଯ୍ୟନ୍ତ ରିପୋର୍ଟ ଅନୁସାରେ ସେନାଙ୍କ ଆପତକାଳୀନ ପ୍ରକିୟା ଦ୍ୱାରା ଆମେରିକାରୁ ଏକ୍ସକାଲିଭର୍ ଆମୁନେଶନ୍ କିଣାଯାଉଛି , ଏହି ଜିପିଏସ୍ ନେଭିଗେସନ୍ ସିଷ୍ଟମ୍ ଓ ସ୍ୟାଟେଲାଇଟ୍ ସିଗନାଲ୍ସ ସାହାଯ୍ୟରେ ନିଜ ଟାର୍ଗେଟ୍ ରେ ଭେଦିବାରେ ସକ୍ଷମ ଅଟେ , ଏହା ୧୫୫ ଏମ୍ ଏମ୍ ଆର୍ଟିଲାରୀ ଗୋଳା ମାନେ ଏକ୍ସକାଲିଭର୍ ଆମୁନେସନ୍ ୬୦ କିଲୋମିଟର ଦାୟରାରେ ନିଜ ଲକ୍ଷ୍ୟକୁ ଭେଦି ପାରିବ ,

 

ଏକ୍ସକାଲିଭର୍ ଆମୁନେସନ୍ କୁ ଏମ୍-୭୭୭ ହାବିତଜର୍ ତୋପ ଓ ଧନୁଷ ତୋପ ଦ୍ୱାରା ବି କ୍ଷେପଣ କରାଯାଇପାରିବ , ଆପଣଙ୍କୁ କହିଦେବୁ କି ଏହି ଗୋଳାରେ ଆଫଗାନିସ୍ଥାନ ଯୁଦ୍ଧ ସମୟରେ କ୍ଷେପଣ କରିବାରେ ଓ ଟାର୍ଗେଟ୍ କରିବାରେ ଆମେରିକା ଠାରୁ ବିକଶିତ ହୋଇଥିଲା,  ଏହା ପୁର୍ବରୁ ଭାରତୀୟ ବାୟୁସେନା ଇଜ୍ରାଇଲ୍ ର ସ୍ପାଇସ୍ ୨୦୦୦ ଓ ଅନ୍ୟ ବମ୍ ଓ ମିଶାଇଲ୍ କୁ କିଣିବାରେ ସଉଦା କରିଛି, ପୁଲବାମା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ଥାନର ବାଲାକୋଟରେ ପଶିକରି ଏୟାର୍ ଷ୍ଟ୍ରାଇକ୍ ସ୍ପାଇସ୍ ୨୦୦୦ ବମ୍ କୁ ବ୍ୟବହାର କରିଥିଲା ,

Leave a Reply

Your email address will not be published. Required fields are marked *