ଏହି ତିନୋଟି ରଙ୍ଗରୁ ବାଛନ୍ତୁ ଗୋଟେ ରଙ୍ଗ, ଜଣା ପଡିଯିବ ଆପଣଙ୍କ ଭବିଷ୍ୟତ ବିଷୟରେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା…

ଆଜିର ସମୟରେ ଲୋକେ ଯେତେ ଫାଷ୍ଟ ହୋଇଗଲେଣି ସେତିକି ଅନ୍ଧବିଶ୍ୱାସ ବି ବଢିଯାଇଛି , ଆପଣଙ୍କ ଭବିଷ୍ୟକୁ ନେଇ ଛୋଟ ମୋଟ କଥା ଜାଣିବାପାଇଁ ଆପଣ ଇଚ୍ଛା ପ୍ରକାଶ କରନ୍ତି , କାରଣ ସମସ୍ତେ କମ୍ ସମୟ ମଧ୍ୟରେ ପଇସା ହାସିଲ୍ କରିବାକୁ ଚାହଁନ୍ତି , କିନ୍ତୁ ବହୁତ ଲୋକ ଅଛନ୍ତି ଯିଏ କି ଭବିଷ୍ୟ ବିଷୟରେ ଜାଣିବା ପାଇଁ ଜ୍ୟୋତିଷ୍ୟଶାସ୍ତ୍ରର ସାହାଯ୍ୟ ନେଇଥାନ୍ତି , ଯଦି ସେହି ଜ୍ୟୋତିଷ୍ୟ ମାନେ ଭବିଷ୍ୟତ ବିଷୟରେ କିଛି ଭୁଲ୍ କହିଲେ ତେବେ ତାହା ମିଛ ପ୍ରମାଣିତ ହୋଇଯାଏ , ଲୋକ ଜାଣିବାକୁ ଚାହଁନ୍ତି କି କେବେ ତାଙ୍କ ଚାକିରି ହେବ , ଓ ସମାଜରେ ତାଙ୍କର ସ୍ଥାନ କିପରି ଜାଗାରେ ହେବ , ଆଜି ଆମେ ସେହି ବିଷୟରେ ଆମେ ଆର୍ଟିକିଲ୍ ରେ କହିବାକୁ ଯାଉଛୁ , ଆଜି ଆମେ ଆପଣଙ୍କୁ ତିନୋଟି ରଙ୍ଗ ଦେଇଛୁ ଆପଣଙ୍କୁ ଏହା ମଧ୍ୟରୁ ଆପଣଙ୍କ ପସନ୍ଦର ରଙ୍ଗକୁ ବାଛିବାକୁ ଅଛି,  ଏହାପରେ ପଢନ୍ତୁ ଆପଣଙ୍କ ଆସୁଥିବା ସମୟ କିପରି କଟିବାର ଅଛି ।

 

୧) ହଳଦିଆ ରଙ୍ଗ : ଯଦି ଆପଣ ହଳଦିଆ ରଙ୍ଗ ବାଛିଛନ୍ତି ତେବେ ଏହାର ମତଲବ ଏହା ହୋଇଥାଏ କି ଆପଣଙ୍କ ଜୀବନରେ ପଇସା ସଂବନ୍ଧିତ ସମସ୍ୟା ସବୁବେଳେ ରହୁଛି , କାରଣ ଆପଣ ନିଜ ଆୟର ଅଧିକା ପଇସ ଖର୍ଚ୍ଚ କରିଦେଉଛନ୍ତି , ହଳଦିଆ ରଙ୍ଗ ପସନ୍ଦ କରୁଥିବା ଲୋକ କଞ୍ଜୁସ୍ ହୋଇନଥାନ୍ତି , କିନ୍ତୁ କିଛି ଲୋକ କଞ୍ଜୁସ ବୋଲି କହିଦିଅନ୍ତି , ସତ କଥା ଏହା କି ଯେ ଏମିତି ଲୋକଙ୍କର ହୃଦୟ ଆକାଶ ଭଳି ବଡ ହୋଇଥାଏ , କିନ୍ତୁ ପଇସାର ଅସୁବିଧା ସକାଶେ ସେ ନିଜ ହାତକୁ ରୋକି କରି ଆଗକୁ ବଢିବାକୁ ପଡିଥାଏ , ଓ ଲୋକେ ତାଙ୍କୁ ଏହା ଦେଖି କଞ୍ଜୁସ୍ ବୋଲି କହିଥାନ୍ତି ।

 

୨) ଲାଲ ରଙ୍ଗ : ଯଦି ଆପଣା ଲାଲି ରଙ୍ଗ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ସୁବିଧା ଅସୁବିଧା ଲାଗିରହିବ , କେବେ ଭାଗ୍ୟ ଆପଣଙ୍କ ସାଥ୍ ଦେବ , ଓ କେବେ ଭାଗ୍ୟ କେବେ ହେଲେ ବି ସାଥ୍ ଦେଇନପାରେ , ଲାଲ ରଙ୍ଗ ପ୍ରେମର ରଙ୍ଗ ହୋଇଥାଏ , ଓ ପ୍ରେମ କରୁଥିବା ଲୋକ ଏଥିରେ ମାହିର୍ ହୋଇଥାନ୍ତି , ଆପଣଙ୍କୁ ନିଜ ପ୍ରେମର ନିବେଦନ ଭଲ ଭାବରେ କରି ଆସିଥାଏ , କିନ୍ତୁ ସାମନା ବାଲା ଆପଣଙ୍କ ଫିଲିନ୍ସକୁ ଭଲ ଭାବେ ବୁଝିପାରିନଥାଏ , ଆପଣଙ୍କୁ ତାଙ୍କୁ ବୁଝାଇବାକୁ ପଡିଥାଏ କି ଏହା କଣ ପାଇଁ ହେଉଛି , ଯଦି ଆପଣ ବୁଝାଇପାରିଲେ ତେବେ ଠିକ୍ , ଆପଣଙ୍କୁ ଭବିଷ୍ୟତରେ ସଫଳତା ମିଳିବ , କିନ୍ତୁ ଆପଣ ଯଦି କଡା ପରିଶ୍ରମ କରିବେ ,ତେବେ ଆପଣଙ୍କୁ ସବୁ କିଛି ମିଳିବ ଯାହା ଆପଣ ଆଶା ରଖିଛନ୍ତି ।

 

୩) ସବୁଜ ରଙ୍ଗ : ଯଦି ଆପଣ ସବୁଜ ରଙ୍ଗ ବାଛିଛନ୍ତି ତେବେ ଆପଣ ଏକ ସଫା ହୃଦୟର ବ୍ୟକ୍ତି ଅଟନ୍ତି , ଆପଣ ଯେତେ ବଡ ଅସୁବିଧା ଆସିଲେ ବି ସହଜରେ ତାକୁ ସାମନା କରିପାରିବେ , ଆପଣ କାହା ଠାରୁ ବି ହାର୍ ମାନିନଥାନ୍ତି , ଆପଣଙ୍କ ଏହି ଗୁଣ ଆପଣଙ୍କ ସୁନ୍ଦର ଭବିଷ୍ୟତ ବିଷୟରେ ସାହାଯ୍ୟ କରିଥାଏ , ଆପଣଙ୍କ ଗୁଣ ଓ ଆପଣଙ୍କ ସୁନ୍ଦର ଭବିଷ ବନାଇବାରେ ସାହାଯ୍ୟ କରିଥାଏ , ଯେଉଁ ରଙ୍ଗ ଆପଣ ବାଛିଛନ୍ତି , ଆପଣ ନିଜ ପରିବାରକୁ ବହୁତ ଭଲ ପାଆନ୍ତି , ଓ ପରିବାର ଲୋକଙ୍କ ଇଜ୍ଜତ ବି କରିଥାନ୍ତି , କିନ୍ତୁ ଯେତେ ଭଲ ପାଇବା ଲୋକଙ୍କ ସାମ୍ନାରେ କରିଥାନ୍ତି , ତାହା ବଦଳରେ ସେତିକି ଭଲ ପାଇବା ମିଳିପାରିନଥାଏ , ଏହି କାରଣରୁ ଆପଣ ଉଦାସ ହୋଇପଡନ୍ତି , କିନ୍ତୁ ସତ କଥା ଏହି କି ଯେ ଆପଣଙ୍କ ଭବିଷ୍ୟତ ଏତେ ଉଜ୍ଜଳ ହେବ କି ଆପଣଙ୍କ ପରିବାର ଓ ପାଖପାଖ ଲୋକେ ଆପଣଙ୍କ ସାଥ୍ ଦେବେ ।

Leave a Reply

Your email address will not be published. Required fields are marked *