March 25, 2024

Odia Express

News For Public

୩୦୦୦ କୋଟି ଟଙ୍କା ର ମାଲିକ ଏହି ବଡ ଅଭିନେତା ନିଜ ବୋହୁଙ୍କ ସାଙ୍ଗରେ ମଧ୍ୟ ରୋମାନ୍ସ କରି ସାରିଛନ୍ତି – ଏବେ ଏବେ ହେଇଥିଲା ପୁଅ ବାହାଘର..

1 min read

ଫିଲ୍ମ ଗୁଡିକରେ କଳାକାରଙ୍କ କାହାଣୀଙ୍କ ମୁତାବିକ କାମ କରିବାକୁ ପଡିଥାଏ , କିଛି କଳାକାରଙ୍କ ଏହି ସଂମ୍ପର୍କ ଅସଲ ଜୀବନରେ କିଛି ଏପରି ହୋଇଥାଏ ,  କିନ୍ତୁ ପରଦାରେ କେଉଁ ଅନ୍ୟ ସଂମ୍ପର୍କକୁ ଦର୍ଶାଇବାକୁ ପଡିଥାଏ , ବହୁତଥର ଏମିତି ଦେଖାଯାଇଛି କି ପୂର୍ବରୁ ସେମାନେ ଏକା ସାଙ୍ଗେ କାମ କରୁଥିବା କଳାକାରଙ୍କ କିଛି ବି ସଂମ୍ପର୍କ ନଥାଏ , କିନ୍ତୁ ଆଗକୁ ଯାଇକରି ସେ ନିଜ ସଂମ୍ପର୍କକୁ ବନେଇଥାନ୍ତି , ଆଜିର ଏହି ରିପୋର୍ଟରେ  ଆମେ ଏପରି ଏକ ମଜାଦାର କଥା କହିବାକୁ ଯାଉଛୁ ଯାହା ନିଜ ଶଶୁର ବୋହୂ ସହ ଫିଲ୍ମରେ ରୋମାନ୍ସ କରିଛନ୍ତି , ଏହି କଥା ଆଉ ଅଛି କି ଫିଲ୍ମ କରୁଥିବା ସମୟରେ ଦୁହେଁ ବୋହୁ ଓ ଶଶୁର ସଂମ୍ପର୍କ ଦେଖିନଥିଲେ । ।

 

ନାଗାର୍ଜୁନାଙ୍କ ନାଁ ସାଉଥ୍ ସୁପରଷ୍ଟାର୍ସଙ୍କ ଲିଷ୍ଟରେ ସାମିଲ୍ ଅଛି , ନାଗାର୍ଜୁନାଙ୍କ ପୁଅର ନାଁ ଚୈତନ୍ୟ ଅଟେ , ଓ ସେ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା ଅଟନ୍ତି , ଏବେ ସେ କିଛି ଦିନ ହେବ ସାଉଥ୍ ହିରୋଇନ୍ ସମଂଥା ପ୍ରଭୁଙ୍କୁ ବିବାହ କରିଥିଲେ , ଦୁହେଁ ଯୋଡି ସାଉଥ୍ ର ବହୁତ ଫିଲ୍ମ ଏକା ସାଙ୍ଗେ କାମ କରିସାରିଛନ୍ତି , ଏହି ଫିଲ୍ମଗୁଡିକରୁ ସେ ଗୋଟେ ପରିବାର ପାଇଁ ବହୁତ ସ୍ପେସାଲ୍ କଥା ଅଟେ , ୨୦୧୪ ରେ ଏକ ଫିଲ୍ମ କରିଥିଲେ ଯାହା ଥିଲା ମନାମ , ଯାହାକି ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ ଥିଲା , ଏହି ଫିଲ୍ମରେ ସବୁଠାରୁ ଖାସ୍ କଥା ଏହି କି ଯୈ ଏଥିରେ ନାଗାର୍ଜୁନାଙ୍କ ପୁରା ପରିବାର ସାମିଲ୍ ଥିଲା , ଫିଲ୍ମରେ ନାଗାର୍ଜୁନା, ବୋହୂ ସମଂଥା, ପୁଅ ଚୈତନ୍ୟ, ଓ ନାଗେଶ୍ୱର ରାଓ , ଅକ୍କିନେନୀ ମୁଖ୍ୟ ଭୁମିକାରେ ଥିଲେ , ଏହି ଫିଲ୍ମରେ ବିକ୍ରମ କେ କୁୱାର୍ ନିର୍ଦ୍ଧେଶନା ଦେଇଥିଲେ , ଓ ପ୍ରଡୁସର୍ ନିଜ ଅକ୍କିନେନୀ ପରିବାର ଥିଲା ।

 

ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ନାଗାର୍ଜୁନା ଓ ସମଂଥା ବହୁତ ଫିଲ୍ମରେ ସାଙ୍ଗରେ କାମ କରିଛନ୍ତି , ଦୁହେଁ ଫିଲ୍ମ ରାଯୁ ଗାଢୀ ଗାଢି-୨ ରେ ବି ନଜର ଆସିଥିଲେ , ନାଗାର୍ଜୁନାଙ୍କ ପୁଅ ଚୈତନ୍ୟ ଓ ସମଂଥା ଗତ ୧୦ ବର୍ଷରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି , ୧୦ ବର୍ଷପରେ ସେ ବିବାହ କରିବାପାଇଁ ନିଷ୍ପତ୍ତି ନେଇଥିଲେ , ଓ ୨୦୧୭ ରେ ବିବାହ କରିନେଲେ , ଚୈତନ୍ୟ ଓ ସଂମଥା ସାକ୍ଷାତ ୨୦୦୯ ରେ ଫିଲ୍ମ ମାୟା ଚେସାବ ସୁଟିଂଙ୍ଗ୍ ସମୟରେ ହୋଇଥିଲା , ଧୀରେ ଧୀରେ ଦୁହେଁ ଜଣେ ଅନ୍ୟ ଜଣଙ୍କୁ ପସନ୍ଦ କରିବାକୁ ଲାଗିଲେ , ଓ ପ୍ରେମ ହୋଇଗଲା , ଏହି ପରିବାର ନାଁ ସାଉଥ୍ ର ସବୁଠାରୁ ଧନିକ ଘରାନାରୁ ଜଣାଯାଏ , ନାଗାର୍ଜୁନା ହାଇଦ୍ରାବାଦର ଜୁବଲି ହିଲ୍ସ ରେ ୪୦ କୋଟିର ଏକ ଆଲିଶାନ୍ ବଙ୍ଗଳା କିଣିଛନ୍ତି , ଏହା ଛଡା ନାଗାର୍ଜୁନା ଙ୍କ ପାଖରେ କାରଗୁଡିକର ବହୁତ କଲେକ୍ସନ ଅଛି, ଗୋଟେ ରିପୋର୍ଟ ମୁତାବିକ ନାଗାର୍ଜୁନ୍ ୩୦୦୦ କୋଟି ସଂମ୍ପତ୍ତିର ମାଲିକ ଅଟନ୍ତି ।

 

କହିଦେବୁ କି ନାଗାର୍ଜୁନା ବଲିଉଡ୍ ର କିଛି ଫିଲ୍ମରେ କାମ କରିସାରିଛନ୍ତି , ସେ ୧୯୯୦ ରେ ଆସିଥିବା ରାମଗୋପାଳ ବର୍ମାଙ୍କ ଫିଲ୍ମ ଶିବାରେ ନଜର ଆସିଥିଲେ , ଓ ଏହା ଛଡା ୧୯୯୨ ରେ ଆସିଥିବା ଫିଲ୍ମ ଖୁଦା ଗବାହ୍ , ଦ୍ରୋହୀ, ଓ ୧୯୯୫ ରେ କ୍ରିମିନାଲ୍ , ୧୯୯୮ ରେ ଜଖମ୍ , ୨୦୦୨ ରେ ଆସିଥିବା ଅଗ୍ନି ବର୍ଷା ଓ ୨୦୦୩ ରେ ଆସିଥିବା ଫିଲ୍ମ ଏଲ୍ ଓ ସି କାରଗିଲ୍ ରେ କାମ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *