March 29, 2024

Odia Express

News For Public

ଜଙ୍ଗଲରେ ମିଳିଲା ଦୁନିଆଁର ସବୁଠାରୁ ଭୟାନକ ଜୀବ – ବୈଜ୍ଞାନିକଙ୍କ ନିଦ ମଧ୍ୟ ଉଡାଇଲା ଏହି ଜୀବ…

ଆମାଜନ୍ ର ଜଙ୍ଗଲରେ ୩୬ ଫୁଟ୍ ଏକ ବିଶାଳକାୟ ସମୁଦ୍ରୀ ଜୀବ ମରି ପଡିଥିବାର ଦେଖାଯାଇଥିଲା , ଏହି ଜୀବ ନିଜ ପ୍ରାକୃତିକ ନିବାସରୁ ବହୁତ ଦୁରରେ ଦେଖିବାକୁ ମିଳିଥିଲା , ଏହା ହମବ୍ୟାକ୍ ହ୍ୱେଲ୍ ମାଛ ଅଟେ , ଏମିତିରେ ଏକ୍ସପର୍ଟ ପାଇଁ ଏହା କଥା ପ୍ରଥମଥର ହୋଇଛି କି ଏକ ୧୦ ଟନ୍ ର ହ୍ୱେଲ୍ କେମିତି ଏଠାରେ ପହଞ୍ଚିଲା , ଏହାକୁ ନେଇକରି ବୈଜ୍ଞାନିକଙ୍କ ନିଦ ଉଡିଯାଇଛି ।ବୈଜ୍ଞାନିକମାନେ ଭାବୁଛନ୍ତି କି ବୋଧେ ସମୁଦ୍ରରେ ଏହାର ମୃତ୍ୟୁ ହୋଇଯାଇଛି , ଓ ପୁଣି ହାଇ ଟାଇଡ୍ ଜରିଆରେ ସେ ସମୁଦ୍ର ବାହାରେ ଆସି ଏଠାରେ ପହଞ୍ଚିଛି, ସେମିତି ମୃତ୍ୟୁର କାରଣ ଜାଣିବା ପାଇଁ ପୋଷ୍ଟ ମଟମ୍ ରିପୋର୍ଟର ଅପେକ୍ଷାରେ ଅଛି , ଏହି ବିଶାଳକାୟ ସମୁଦ୍ର ଜୀବର ଗତ ଶୁକ୍ରବାରକୁ ଆମଜନ୍ ର ଜଙ୍ଗଲରେ ଆରାରୁନା ମଧ୍ୟରେ ଦେଖାଯାଇଥିଲା ,

 

ହ୍ୱେଲ୍ ସମୁଦ୍ରରେ ୧୫ ମିଟର ଦୂରରେ ପଡିଥିବାର ଦେଖାଯାଇଥିଲା , ତାହାର ମୁହଁ ପଟ ଆମାଜନ ନଦୀ ଆଡକୁ ଥିଲା , ଖବର ମିଳିବାପରେ ସେମ୍ମାରୁ ଏକ ଟିମ୍ ହ୍ୱେଲ୍ ର ଇନିସିସ୍ପେକ୍ସନ୍ କରିବାପାଇଁ ପହଞ୍ଚିଥିଲେ , ଏହାର ବୟସ ଅନୁମାନିତ ୧୨ ମାସ ବୋଲି କୁହାଯାଉଛି , ସାମନାରେ ଏକ ଭିଡିଓରେ ଜଣା ପଡୁଛି କି ଏହା ମାଟି ଉପରେ ପଡିରହିଛି, ତାର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ ।

ନ୍ୟୁଜ୍ ସାଇଟ୍ ଟେମ୍ପୋ ବ୍ରାଜିଲ୍ ମୁତାବିକ , ଦଶ ଜଣ ବାୟୋଲୋଜିଷ୍ଟ ଟିମ୍ ହ୍ୱେଲ୍ ର ବଡି ପର୍ଯ୍ୟନ୍ତ ପହଞ୍ଚିବାପାଇଁ ବହୁତ ପରିଶ୍ରମ କରିଥିଲେ ,  ଏହାପରେ ସେ ପ୍ରଥମ ଚେଷ୍ଟାରେ ସେ ସେଠାରେ ପହଞ୍ଚିପାରିନଥିଲେ ,

 

ଜାଗା ଉପରେ ବିଛୋ ଦାଗୁଆ ଇନଷ୍ଟିଟ୍ୟୁଡ୍ ର ବାୟୋଲୋଜିଷ୍ଟ ପହଞ୍ଚିଥିଲେ , ସେ ହ୍ୱେଲ୍ ର ମୃତ୍ୟୁର୍ କାରଣ ପତା ଲଗାଇବାପାଇଁ ଏଠାକୁ ପଠାଯାଇଥିଲା  ଯାହା ଦ୍ୱାରା ଫୋରେନ୍ସିକ୍ ସ୍ୟାମ୍ପଲ୍ କଲେକ୍ଟ କରିପାରିବେ , ଏହି ବାୟୋଲୋଜିଷ୍ଟଙ୍କ ମାନିବା କଥା କି ୬ ଫୁଟ୍ ଚଉଡା ଏହି ହ୍ୱେଲ୍ ର ମୃତ୍ୟୁ ତେବେ ହୋଇଯାଇଥିଲା , ଯେବେ ସମୁଦ୍ରରେ ଉଠିଥିବା ଲହଡି ଜଙ୍ଗଲରେ ନେଇ ତାକୁ ପକାଇଦେଇଥିଲା , ଓ ମେଗ୍ରୋସ ଗଛ ପାଖରେ ସେ ରହିଯାଇଥିଲା , ଏବେ ଏହି ପ୍ରୋଜେକ୍ଟର ପ୍ରେସିଡେଣ୍ଟ ଓ ମରିନ୍ ସ୍ପେସାଲିଷ୍ଟ ରେନେଟା ଏମିନ୍ ଙ୍କ ମୁତାବିକ ସେ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇନାହାନ୍ତି , ବରଂ କିପରି ଏଠାରେ ପହଞ୍ଚିଲା , ତାହାର ଅନ୍ଦାଜା ଲଗାଉଛନ୍ତି , ଏହି ଜୀବ ନଦୀକୂଳରେ ବହି ଆସି ଏଠାରେ ପହଞ୍ଚିଲା , ଓ ତାପରେ ହାଇ ଟାଇଟ୍ କୁ ନେଇ ଜଙ୍ଗଲରେ ପହଞ୍ଚିଲା , ଏହି ସବୁ କିଛି ଦିନ ତଳେ ହେଲା ।

 

ବୈଜ୍ଞାନିକ ସ୍ୟାମ୍ପଲ୍ ହିସାବରେ ଏହାର ମାଂସପେଶୀରୁ ପ୍ରମାଣ ଏକାଠି କରୁଛନ୍ତି , ଯାହାକୁ ଲ୍ୟାବ୍ କୁ ପଠାଯିବ , ଯାହା ଦ୍ୱାରା ପତା ଲଗାଇହେବ କି କେଉଁ ରୋଗର ସଂକ୍ରମଣରେ ନଥିଲା ତ , ଏହା ଛଡା ପୁରା ବଡିର ବି ପରିକ୍ଷଣ କରାଯିବ , ଯାହା ଦ୍ୱାରା ଏହି କଥାର ପତା ଲଗାଇହେବ କି ସେ କେଉଁ ବୋଟରେ କେବେ ଧକ୍କା ଖାଇନି ତ , ଏବେ ପୁରା ଯାଞ୍ଚ ୧୦ ଦିନର ସମୟ ଲାଗିବ ।

Leave a Reply

Your email address will not be published. Required fields are marked *