March 27, 2024

Odia Express

News For Public

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଭାରତୀୟ ଖେଳାଳି ଭଲ ଖେଳିଲା , ହାର୍ ଜିତ୍ ତ ଚାଲି ରହିଥାଏ..

ନ୍ୟୁଜିଲାଣ୍ତରୁ ହାରିକରି ଟିମ୍ ଇଣ୍ତିଆ ଏବେ ୱାର୍ଲଡ୍ କପ୍ ରୁ ବାହାରି ଆସିଛି , ଟିମ୍ ଇଣ୍ତିଆର ଯାତ୍ରା ସେମିଫାଇନାଲ୍ ରେ ଯାଇକରି ଶେଷ ହୋଇଗଲା । ଟିମ୍ ଇଣ୍ତିଆ ହାର୍ ପରେ ପିଏମ୍ ମୋଦୀ ମ୍ୟାଚର୍ ଫଳାଫଳକୁ ନିରାଶଜନକ କହିଲେ । ଟିମ୍ ଇଣ୍ତିଆ ଭଲ ପ୍ରଦର୍ଶନ କରିଥିଲା , ହାର୍ ଜିତ୍ ତ ଚାଲିଥାଏ , ନ୍ୟୁଜିଲାଣ୍ତ ଓଲଡ୍ ଟ୍ରାଫ୍ଟ ମଇଦାଣରେ ଖେଳିକରି ସେମିଫାଇନାଲ୍ ମ୍ୟାଚରେ ଭାରତକୁ ୧୮ ରନ୍ ରେ ମାତ୍ ଦେଇଛି , ଆଇସିସି ବିଶ୍ୱକପ୍ ୦୧୯ ଫାଇନାଲ୍ ରେ ପାଦ ଦେଇଛି , ମଙ୍ଗଳବାର ବର୍ଷାର କାରଣରୁ ପୁରା ହୋଇପାରିଲା ନାହିଁ, ଏହି ମ୍ୟାଚ ବୁଧବାରକୁ ହୋଇଥିଲା । ନ୍ୟୁଜିଲାଣ୍ତ ଟିମ୍ ଭାରତ ସାମ୍ନାରେ ୨୪୦ ରନ୍ ର ଲକ୍ଷ୍ୟ ରଖିଥିଲେ । ଭାରତୀୟ ଟିମ୍ ସଂଘର୍ଷ ପରେ ତାହା ବି ହାସିଲ୍ କରିପାରିନଥିଲା , ୪୯,୩ ଓଭରରେ ସବୁ ୱିକେଟ୍ ହରାଇକରି ୨୨୧ ରନ୍ ହିଁ ବନାଇପାରିଲେ ।

 

ଭାରତ ପାଇଁ ରବିନ୍ଦ୍ର ଜାଡେଜା ୫୯ ଟି ବଲ୍ ରୁ ୭୭ ରନ୍ ଏକ ଚମତ୍କାର ପାରି ଖେଳିଥିଲେ ଓ ମହେନ୍ଦ୍ର ସିଂ ଧୋନୀ ୭୨ ଟି ବଲ୍ ରେ ୫୦ ରନ୍ କରିଥିଲେ,  ଏହି ଦୁହେଁଙ୍କ ମଧ୍ୟରେ ଶତକିୟ ପାର୍ଟନରସିପ୍ ହୋଇଥିଲା,  କିନ୍ତୁ ଭାରତକୁ ବିଜୟର ରାସ୍ତା ଦେଖାଇପାରିନଥିଲେ,  ଶେଷରେ ନ୍ୟୁଜିଲାଣ୍ତ ଟିମ୍ ଏହି ଦୁହେଁଙ୍କର ୱିକେଟ୍ ନେଇ ଟିମ୍ ଇଣ୍ତିଆକୁ ହାର୍ ର ବାଟ କଢାଇଥିଲେ , ଏହି ମ୍ୟାଚ୍ ମଙ୍ଗଳବାରକୁ ଖେଳା ଯିବାର ଥିଲା । କିନ୍ତୁ ବର୍ଷାର କାରଣରୁ ଏହା ପୁରା ହୋଇପାରିନଥିଲା ,

ବୁଧବାରକୁ ମ୍ୟାଚ୍ ଯେବେ ଆରମ୍ଭ ହେଲା ତେବେ ନ୍ୟୁଜିଲାଣ୍ତ ଟିମ୍ ମଙ୍ଗଳବାରକୁ ସ୍କୋର୍ ୪୬,୧ ଓଭରରେ ପାଞ୍ଚଟି ୱିକେଟ୍ ହରାଇ ୨୧୧ ରନ୍ କରିଥିଲେ , ଯାହା ଆଗକୁ ଯାଇ ୫୦ ଓଭରରେ ଆଠ ୱିକେଟ୍ ରେ ୨୩୯ ରନ୍ ର ଲକ୍ଷ୍ୟ ଦେଇଥିଲେ , ନ୍ୟୁଜିଲାଣ୍ତ ପାଇଁ ରସ୍ ଟ୍ରେଲର୍ ସବୁଠାରୁ ଅଧିକା ୭୪ ରନ୍ ପାରି ଖେଳିଥିଲେ,  ସେ ନିଜ ପାରିରେ ୯୦ ଟି ବଲ୍ ର ସାମ୍ନା କରି ୩ ଚଉକା ସହ ୧ ଟି ଛକା ମାରିଥିଲେ , ଟ୍ରେଲରଙ୍କ ଛଡା ୱିଲିୟମ୍ ୯୫ ଟି ବଲରୁ ୬ ଟି ଚଉକା ସାହାଯ୍ୟରେ ୬୭ ରନ୍ ପାରି ଖେଳିଥିଲେ,  ଭାରତ ପାଇଁ ଭୁବନେଶ୍ୱର କୁମାର ୩ ଟି ୱିକେଟ୍ ନେଇଥିଲେ ।

 

 

Leave a Reply

Your email address will not be published. Required fields are marked *