March 28, 2024

Odia Express

News For Public

୫ ଦିନରେ ପାଇଲ୍ସ କୁ ଜଡରୁ ଶେଷ କରିଦିଏ ଜାମୁ କୋଳି, ଖାଲି ଖାଇବାର ସଠିକ୍ ତରିକା ଜାଣି ନିଅନ୍ତୁ…

ଦେଶରେ ବଢୁଥିବା ବ୍ୟସ୍ତତା ଭିତରେ ଅନିୟମିତ ଦିନ ଚର୍ଚ୍ଚାରେ ଯେଉଁଠି ଲୋକଙ୍କୁ ରୋଗ ମାଡିବସେ , ସେପଟେ ପେଟର ହଜମ ଅସୁବିଧା ପାଇଁ ବ୍ୟକ୍ତି ଅସୁବିଧା ଭୋଗି ଥାଏ , ଏମିତି ଲୋକଙ୍କୁ ପାଇଲ୍ସ ରୋଗ ହେବା ବଡ କଥା ନୁହେଁ , ଅନିୟମିତ ଦିନ ଚର୍ଚ୍ଚାରେ ଯୋଗୁଁ ଏହି ସବୁ ଅସୁବିଧା ହୋଇଥାଏ ।ଯାହା ଧୀରେ ଧୀରେ ପାଇଲ୍ସର ରୁପ ନେଇଯାଏ , ଏମିତିରେ ଏଥିରୁ ବଞ୍ଚିବାକୁ ହେଲେ ନିଜର ଦିନର ଚର୍ଚ୍ଚାକୁ ସୁଧାରିବାକୁ ହେବ , ଓ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀରେ ଏହା ସମ୍ଭବ ହୋଇଥାଏ , ଯାହାର ଆଜି ଆମେ କଥା ହେବାକୁ ଯାଉଛୁ , ଏମିତି ଏକ ଫଳ ଅଟେ ଜାମୁ କୋଳି ଯାହାକୁ ଖାଇଲେ ପାଇଲ୍ସରୁ ମୁକ୍ତି ମିଳିଥାଏ ,

 

ପାଇଲ୍ସ ପାଇଁ ଏମିତି ଚୁର୍ଣ୍ଣ କିମ୍ବା ଔଷଧ ଦ୍ୱାରା ମୁକ୍ତି ପାଇପାରିବେ କିନ୍ତୁ ସେଥିରୁ କିଛି ଚିକିତ୍ସା ମହଙ୍ଗା ହୋଇଥାଏ , ଓ ଏହା ରୋଗକୁ ଠିକ୍ କରିବାରେ ସଫଳତା ପାଇ ନଥାନ୍ତି , ଏମିତିରେ ଜାମୁକୋଳି ଓ ଆମ୍ବ ବହୁତ ଲାଭକାରୀ ହୋଇଥାଏ , ପାଇଲ୍ସରେ ପୀଡିତ ରୋଗୀ ଆମ୍ବ ଓ ଜାମୁକୋଳି ଭିତର ଭାଗ ସୁଖାଇ ତାକୁ ପେଷିଦେବେ ଓ ଏହାର ଏକ ଚୁର୍ଣ୍ଣ ବନାଇଦେଏବ୍ , ୫ ଦିନ ଯାଏଁ ହାଲକା ଗରମ ପାଣିରେ ପିଇଲେ ପାଇଲ୍ସ ଠିକ୍ ହୋଇଯାଏ , ଏହା ସହ ପାଇଲ୍ସରୁ ରକ୍ତ ପଡିବା କମିଯାଇଥାଏ ।

 

ଜାମୁକୋଳିର ମଞ୍ଜି ନୁହେଁ ଜାମୁ ଗଛର ଛାଲ ବି ବହୁତ ଲାଭକାରୀ ହୋଇଥାଏ , ଜାମୁକୋଳି ଗଛର ଛାଲରୁ ରସ ବାହାର କରି ତାହାର ରସ ୧୦ ଗ୍ରାମରେ ମହୁ ମିଶାଇ ସବୁଦିନ ସକାଳୁ ପିଇଲେ ପାଇଲ୍ସ ରୋଗ ଠିକ୍ ହୋଇଯାଏ , ଏହା ପାଇଁ ଆଉ ଏକ ଉପାୟ ହେଲା ୨୦ ଗ୍ରାମ ରସ ବାହାର କରି ତାକୁ ଟିକେ ବହଳିଆ କରି ପିଅନ୍ତୁ , ଏଥିରୁ ପାଇଲ୍ସ ହେଲେ ରକ୍ତ ପଡିବା କମି ଯାଇଥାଏ ,

ପାଇଲ୍ସ ରୋଗୀମାନଙ୍କର ଜାମୁକୋଳି ସେବନରେ କିଛିଟା ସାବଧନତା ଅବଲମ୍ବନ କରିବାକୁ ପଡିଥାଏ , କାରଣ ଜାମୁକୋଳିରେ ଅଧିକା ମାତ୍ରାରେ ସେବନ କଲେ ଜ୍ୱର, ଛାତି ପୀଡା, କଫ,  ଆଦି ରୋଗ ହୋଇପାରେ , ଏଥିପାଇଁ ଏହାର ରସକୁ କ୍ଷୀର ସହ ସେବନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *