March 26, 2024

Odia Express

News For Public

ଶବ ଯାତ୍ରା ଦେଖିଲେ କରନ୍ତୁ ଚୁପ୍ ଚାପ୍ ଏହି କାମ , ମନର ସବୁ ମନୋକାମନା ହେବ ପୁରା…

1 min read

ମୃତ୍ୟୁ ପ୍ରକୃତିର ଅଟଳ ସତ୍ୟ ଅଟେ , ଏହି ପୃଥିବୀରେ ଜନ୍ମ ନେଇଥିବା ପ୍ରତ୍ୟେକ ପ୍ରାଣୀ କିମ୍ବା ମନୁଷ୍ୟ ଦିନେ ନା ଦିନେ ମରିବାକୁ ଅଛି , ଗରୁଡ ପୁରାଣରେ କୁହାଯାଇଛି କି ଯେବେ କେଉଁ ବ୍ୟକ୍ତିର ମୃତ୍ୟୁ ଆସିଥାଏ , ତେବେ ତାକୁ କିଛି ସଙ୍କେତ ମିଳିଥାଏ , ଯମରାଜଙ୍କର ଯମଦୂତ ନିଜେ ଆସି ମୃତ ବ୍ୟକ୍ତିର ଆତ୍ମାକୁ ନେବା ପାଇଁ ଆସିଥାନ୍ତି , କେବଳ ପାପୀ ମନୁଷ୍ୟକୁ ହିଁ ଜମଦୂତଙ୍କୁ ଭୟ ଲାଗିଥାଏ , ଭଲ କାମ କରିଥିବା ବ୍ୟକ୍ତି ମରିବା ସମୟରେ ତାକୁ ଦିବ୍ୟ ପ୍ରକାଶ ଦେଖାଯାଇଥାଏ , ତାକୁ ମୃତ୍ୟୁର ଭୟ ଲାଗେ ନାହିଁ , ଗରୁଡ ପୁରାଣରେ କୁହାଯାଇଛି କି ମନୁଷ୍ୟର ମୃତ୍ୟୁ ପ୍ରାପ୍ତି ହେବାକୁ ଥିଲେ ସେ କିଛି କହିପାରେ ନାହିଁ , ଅନ୍ତ ସମୟରେ ବ୍ୟକ୍ତିର କଥାବାର୍ତ୍ତା ବନ୍ଦ ହୋଇଯାଏ , ଓ ତାହାର କଥାବାର୍ତ୍ତାରେ ଭୟଭୀତ ହେଲା ଭଳି ଅନୁଭବ ହୁଏ

 

ଅନ୍ତିମ ସମୟରେ ଇଶ୍ୱରଙ୍କ ତରଫରୁ ବ୍ୟକ୍ତିକୁ ଏକ ଦିବ୍ୟ ଦୃଷ୍ଟି ପ୍ରଦାନ କରାଯାଇଥାଏ , ଓ ସବୁ ସଂସାରକୁ ଗୋଟେ ରୂପରେ ବୁଝିବାକୁ ଲାଗିଥାଏ , ଆଖି ଆଗରେ କିଛି ବି ନଜର ଆସେ ନାହିଁ , ସେ ଅନ୍ଦ ହୋଇଯାଏ , ତା ଆଖପାଖରେ ବସିଥିବା ଲୋକ ବି ନଜର ଆସନ୍ତି ନାହିଁ , ତାହାର ସମସ୍ତ ଇନ୍ଦ୍ରିୟ ନଷ୍ଟ ହୋଇଯାଇଥାଏ ,  ସେ ହଲିବାରେ କଷ୍ଟ ଅନୁଭବ କରେ , ଏହା ପରେ ମୁହଁରୁ ଫେଣ ବାହାରିଥାଏ , ଓ ଲାଳ ବାହାରିବାକୁ ଲାଗିଥାଏ , ପାପୀ ପୁରୁଷଙ୍କ ପ୍ରାଣ ତଳ ମାର୍ଗରୁ ବାହାରିଥାଏ ।

 

ମରିବାପରେ ବ୍ୟକ୍ତିର ଶବ ଯାତ୍ରା ବାହାରିଥାଏ , ଶବ ଯାତ୍ରାରେ ବ୍ୟକ୍ତିର ଶବକୁ ୪ ଲୋକ ମିଶିକରି କାନ୍ଧ ଦେଇଥାନ୍ତି , ଓ ତାକୁ ନେଇ ଶ୍ମଶାନ ଘାଟ ନେଇଥାନ୍ତି , ଯେଉଁଠି ତାକୁ ଦାହ-ସଂସ୍କାର କରିଥାନ୍ତି , ଆପଣ ଯାହାର ହେଲେ ବି ଶବ ଯାତ୍ରା ଦେଖିଥିବେ , ଶବ ଯାତ୍ରା ଦେଖୁଥିବା ସମୟରେ ବହୁତ ଲୋକ ଶବକୁ ହାତ ଯୋଡି ପ୍ରଣାମ କରିଥାନ୍ତି , ଓ ମରିଥିବା ଲୋକର ଆତ୍ମାକୁ ଶାନ୍ତି ପ୍ରଦାନ ପାଇଁ ପ୍ରାର୍ଥନା କରିଥାନ୍ତି , ଶବ ଯାତ୍ରା ଦେଖିବାକୁ ସେପରି ବହୁତ ଶୁଭ ବୋଲି ଜଣାଯାଏ , କିନ୍ତୁ କୁହନ୍ତି ନା ଶବ ଯାତ୍ରା ଦେଖିଲେ ଯଦି ବ୍ୟକ୍ତି ଗୋଟେ କାମ କରିନିଏ ତେବେ ତାହାର ମନରେ ଥିବା ସବୁ ମନୋକାମନା ପୁର୍ଣ୍ଣ ହୋଇଥାଏ ।

 

ଏବେ ଆପଣଙ୍କୁ ଲାଗୁଥିବ କି କେଉଁ କଷ୍ଟକର କାମ କରିବାକୁ ପଡିବ , କିନ୍ତୁ ଏହା ଏପରି ନୁହେଁ , ଆମେ ଯେଉଁ କଥା କହିବାକୁ ଯାଉଛୁ ତାହା ବହୁତ ସହଜ ଅଟେ , ଏଥିପାଇଁ ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିବ ନାହିଁ , ମାନ୍ୟତା ଅଛି କି ଶବ ଯାତ୍ରା ବାହାରିବା ସମୟରେ ହାତ ଯୋଡି ଭଗବାନ ଶିବଙ୍କୁ ସ୍ମରଣ କଲେ ଭଗବାନ ସେହି ବ୍ୟକ୍ତିର ମନୋକାମନା ପୁରା କରିଥାନ୍ତି , ଏଥିପାଇଁ ଯେବେ ବି ଆପଣ କେବେ ବି କାହାର ଶବ ଯାତ୍ରା ଦେଖିଲେ ଭଗବାନ ଶିବଙ୍କୁ ନିଶ୍ଚିତ ଭାବେ ସ୍ମରଣ କରନ୍ତୁ , ଓ ମରିଯାଇଥିବା ବ୍ୟକ୍ତିର ଆତ୍ମାର ସଦ୍ ଗତି ପାଇଁ ପ୍ରାର୍ଥନା କରନ୍ତୁ , ଏମିତି କରିଲେ ଆପଣଙ୍କ ସବୁ ମନୋକାମନା ପୂରା ହୋଇଥାଏ , ଓ ବ୍ୟକ୍ତିର ଜୀବନରେ ଆସୁଥିବା ସବୁ କଷ୍ଟ ଓ ଅସୁବିଧା ଦୂର ହୋଇଯାଇଥାଏ ।

Leave a Reply

Your email address will not be published. Required fields are marked *