March 29, 2024

Odia Express

News For Public

ଅକ୍ଷୟ କୁମାର ପ୍ରଥମଥର ନିଜ ମାଁ ଙ୍କ ସହ ଏଭଳି ସେଲ୍ଫି ଉଠାଇଲେ – ଲୋକ ଦେଖିଲା ମାତ୍ରେ କହିଲେ ଏପରି କଥା…

ବଲିଉଡ୍ ରେ ଆସିବା ଦିନରୁ ନାନା ପ୍ରକାର ଖବର ଆସୁଛି , କହିଦେବୁ କି ଏହିଥର ଯେଉଁ ଖବର ଆସିଛି , ତାହା ବଲିଊଡ୍ ର ଖିଲାଡି କୁହାଯାଉଥିବା ଅକ୍ଷୟ କୁମାରଙ୍କ ଅଟେ , ହଁ ଆଜ୍ଞା କହିଦେବୁ କି ଆଜିକାଲି ଅକ୍ଷୟ କୁମାର ନିଜ ଫିଲ୍ମ କେଶରୀକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି , ଏବେ କିଛି ଦିନ ପୂର୍ବରୁ ସେ ନିଜ ଫିଲ୍ମର ଟ୍ରେଲର୍ ଦର୍ଶକଙ୍କ ସାମନାକୁ ଆଣିଥିଲେ , ଅକ୍ଷୟଙ୍କ ଏହି ବର୍ଷ ରିଲିଜ୍ ହେଉଥିବା ଏହା ପ୍ରଥମ ଫିଲ୍ମ ହେବ , ଖାସ୍ କଥା ଏହି କି ଯେ ଏହି ଫିଲ୍ମରେ ଟ୍ରେଲର୍ ଧମାଲ୍ ମଚାଇଦେଲା , ୨୪ ଘଣ୍ଟାରେ ଫିଲ୍ମ ୨୦ ମିଲିୟନ୍ ରୁ ଅଧିକା ଭ୍ୟୁଜ୍ ମିଳିଛି , ସେମିତି କହିଦେବୁ କି କରନ୍ ଜୋହର୍ ଙ୍କ ଦ୍ୱାରା ପ୍ରଯୋଜିତ କରାଯାଇଥିବା ଫିଲ୍ମ ୨୧ ମାର୍ଚ୍ଚକୁ ବକ୍ସ ଅଫିସରେ ରିଲିଜ୍ କରାଯିବ ।

 

ସୂଚନା ପାଇଁ କହିଦେବୁ କି ଏବେ କିଛି ଦିନ ହେବ ଅକ୍ଷୟ କୁମାର ଏହି ଫିଲ୍ମ ପାଇଁ ବହୁତ ଚର୍ଚ୍ଚିତ ହୋଇଥିଲେ , ଏତିକି ନୁହେଁ କହିଦେବୁ କି ଅକ୍ଷୟ କୁମାର ଭାରତ ଓ ପାକିସ୍ଥାନରେ ଚାଲୁଥିବା ବିବାଦ ପାଇଁ ନିଜ ଆଗାମୀ ଫିଲ୍ମ ଗୀତରେ ସାନୁ କେହେନ୍ଦୀ ରିଲିଜ୍ କଲେ , ଓ ଏହି ଗୀତରେ ଅକ୍ଷୟ ନିଜ ଟ୍ୱିଟର୍ ଏକାଉଣ୍ଟରେ ସେୟାର୍ କଲେ , ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ , ଗୀତ ରିଲିଜ୍ ହେବାପରେ ବହୁତ ଲୋକେ ତାଙ୍କର ଆଲୋଚନା କଲେ , ବହୁତ ଲୋକେ ତାଙ୍କୁ ମଜାକ୍ କରିଥିଲେ , ସେମିତି ଏହି ଘଟଣାର ପୂର୍ବରୁ ଲୋକେ ଅକ୍ଷୟ କୁମାରଙ୍କ ନିଜ ଦୟାଳୁ ସ୍ୱଭାବ କାରଣରୁ ଚର୍ଚ୍ଚିତ ହୋଇଛନ୍ତି ।

 

ଅକ୍ଷୟ କୁମାର ପୁଲବାମା ଆକ୍ରମଣରେ ସହୀଦ ହୋଇଥିବା ଜବାନଙ୍କ ପରିବାରଙ୍କୁ ୫ କୋଟି ସହାୟତା ରାଶି ଦେବାର କହିତିଲେ ,ସେମାନେ ଭାରତର ବୀର ଆପ୍ ଦ୍ୱାରା ସମସ୍ତେ ଦେବାକୁ ଅନୁରୋଧ କରିଥିଲେ , ତାହା ସହ ଜଣେ ସହିଦ ସ୍ତ୍ରୀ ଙ୍କୁ ସେ ଅଲଗା ଭାବେ ସେ ୧୫ ଲକ୍ଷ ଟଙ୍କା ଦେଇଥିଲେ , ଏହା ପୂର୍ବରୁ ଲୋକମାନଙ୍କ ପାଈଁ ଅକ୍ଷୟ ବହୁତ ପ୍ରଶଂସା ପାଇଛନ୍ତି ,

ଆପଣଙ୍କୁ କହିଦେବୁ କି ଆଜି ଆଉଥରେ ଅକ୍ଷୟ କୁମାର ଚର୍ଚ୍ଚିତ ହୋଇଛନ୍ତି , ଏହିଥର ସେ କେଉଁ ଟ୍ରୋଲ୍ ହୋଇନଥିଲେ , ବରଂ ପ୍ରଶଂସା ପାଇଥିଲେ , ଏତିକି ନୁହେଁ ଅକ୍ଷୟ କୁମାର ଇନଷ୍ଟ୍ରାଗ୍ରାମ୍ ରେ ନିଜ ମାଁ ଅରୁଣା ଭାଟ୍ଟିଆ ଙ୍କ ଏକ ସେଲଫି ନେଇକରି ସେୟାର୍ କରିଥିଲେ , ଯାହା ଭାଇରାଲ୍ ହୋଇଗଲା । କହିଦେବୁ କି ଅକ୍ଷୟ କୁମାର ବଲିଉଡ୍ ର ଆକ୍ଟର ନୁହେଁ ବର୍ଷରୁ ସେ କମ୍ ସେ କମ୍ ୨,୩ ଟି ଫିଲ୍ମ କରିଥାନ୍ତ୍ , ଏହାପରେ ସେ ଅଭିନେତା ହୋଇ ପରିବାର ପାଇଁ ସମୟ ବାହାର କରନ୍ତି ।

ସେମିତି ଅକ୍ଷୟ କୁମାର ଯେତେ ବି ସୁପରଷ୍ଟାର୍ ହୋଇନଯାନ୍ତୁ , ତାଙ୍କର ପରିବାର ପ୍ରଥମେ ଆସିଥାଏ, ସବୁ ବର୍ଷ ନିଜ ପରିବାର ସହ ସେ ଛୁଟି ମନାଇବାପାଇଁ ବିଦେଶ ଯାଇଥାନ୍ତି , ଓ ବହୁତ ସାରା ଫଟୋ ସେୟାର୍ କରିଥାନ୍ତି , ଆଜି ସେ ମାଁ ସହ ଗୋଟେ ସେଲଫି ନେଇଛନ୍ତି , ଯାହା ବହୁତ ତାରିଫ୍ ହେଉଛି , ଫିଲ୍ମ କେଶରୀ ଅକ୍ଷୟ କୁମାର ହାବିଲଦାର୍ ଇଶ୍ୱର ସିଂ ଭୁମିକା କରୁଛନ୍ତି , ଏହି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ।

Leave a Reply

Your email address will not be published. Required fields are marked *