March 26, 2024

Odia Express

News For Public

ଦିନରେ ଆପଣଙ୍କୁ କେତେ ଥର ପାଡ ଆସିଥାଏ ? ଯଦି ଏତିକି ଥରରୁ କମ୍ ଆସେ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ନହେଲେ ଆପଣ…

1 min read

ପାଡ ନା ଶୁଣିଲେ ସମସ୍ତେ ନାକକୁ ବୁଜି ଦିଅନ୍ତି , ବହୁତ ଲୋକେ ପାଡକୁ ନେଇ ନାନା ପ୍ରକାରର ପରିହାସ କରାଯାଇଥାଏ , ଆମେ ସମସ୍ତେ ପାଡିଥାଉ , କିଛି ଲୋକ କହନ୍ତି କି ମହିଳା ମାନେ ପାଡିନଥାନ୍ତି , ସେମାନେ ସମସ୍ତେ ପାଡିଥାନ୍ତି , ଏହି କଥା ଅଲଗା ଯେ ସେମାନେ ପାଡକୁ ରୋକିବା ଶକ୍ତି ଟିକେ ଅଧିକା ହୋଇଥାଏ , ଚାଲନ୍ତୁ ପାଡ ସଂମ୍ପର୍କିତ କିଛି ତଥ୍ୟ ବିଷୟରେ । ଯେବେ ଶରୀରରେ ତିଆରି ହୋଇଯାଏ ତେବେ ସେହି ସମୟରେ ତାର ତାପମାନ ୯୮,୬% ହୋଇଥାଏ , ପାଡରେ ନିଆଁ ଲାଗିଯାଇପାରେ , ଏହା ଜ୍ୱଳନଶୀଳ ଅଟେ , ଗୋଧୋଇବା ସମୟରେ ଏହା ଅଧିକା ଦୁର୍ଗନ୍ଧ ଆସିଥାଏ କାରଣ ଆମର ନାକ ଶୁଘିବା ଶକ୍ତି ଅଧିକା ହୋଇଯାଏ ,

 

ପାଡରେ ୫୯% ନାଇଟ୍ରୋଜେନ୍, ୨୧% ହାଇଡ୍ରୋଜେନ୍ , ୯% କାର୍ବୋନଡାଇ ଅକ୍ସିସାଇଡ୍ସ, ୭% ମିଥେନ୍, ୩ % ଅକ୍ସିଜେନ୍ , ୧% ଅଲଗା ଜିନିଷକୁ ମିଶିକରି ହୋଇଥାଏ , ପାଡିଲେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ , ଓ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ , ଗ୍ୟାସକୁ ରୋକିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ , ବହୁତଥର ଏହା ମସ୍ତିଷ୍କ ଓ ମୁଣ୍ତ ବିନ୍ଧାର କାରଣ ହୋଇଯାଏ , ଯେଉଁ ଲୋକ ପାଡକୁ ରୋକି ଦିଅନ୍ତି ସେମାନଙ୍କର ଶୋଇଲା ସମୟରେ ଏହା ବାହାରିଥାଏ । ବ୍ଲୁ ହେଲ୍ ପାଡିଲେ ଏହା ଫୋଟକା ହୋଇଥାଏ , ଏହା ଏତେ ଚଉଡା ହୋଇଥାଏ ଯେଉଁଥିରେ ଏକ ଘୋଡା ଆସିଯାଏ , ପୃଥିବୀରେ ମହଜୁତ ଥିବା ଜୀବ-ଜନ୍ତୁ ସବୁଠାରୁ ଅଧିକା ଗ୍ୟାସରେ ଉଇ ମାରିଥାଏ , ଏହା ଗାଇ ଠାରୁ ଅଧିକ ମିଥେନ୍ ଛାଡିଥାଏ ,

 

ମଧ୍ୟ ଯୁଗରେ ଲୋକେ ଗ୍ୟାସର ଜାର୍ ରେ ବନ୍ଦ କରିକି ଶୁଙ୍ଘୁଥିଲେ , ତାଙ୍କର ମାନିବା କଥା ଥିଲା ଏମିତି କଲେ ମୃତ୍ୟୁରୁ ବଞ୍ଚିପାରିବ , କୁକୁରଙ୍କ ମଧ୍ୟରେ ଏତେ କ୍ଷମତା ଥାଏ କି ସେମାନେ ନିଜର ଗ୍ୟାସ ବି ଦେଖିପାରିବେ , ଗୋଟେ ସାଧାରଣ ବ୍ୟକ୍ତି ଦିନରେ ୧୪ ଥର ଗ୍ୟାସ ଛାଡିପାରେ , ଯଦି ଆପଣଙ୍କୁ ୧୪ ଥରରୁ କମ୍ ଗ୍ୟାସ୍ ବାହାରୁଛି ତେବେ ଆଜି ହିଁ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ , ଆପଣଙ୍କ ପେଟରେ ଅଲସର୍ କିମ୍ବା କ୍ୟାନସର୍ ହୋଇପାରେ , ଆପଣ ପୁରା ଜୀବନରେ ପ୍ରାୟ ୪୦୨,୦୦୦ ଥର , ଆପଣଙ୍କ ପଛ ପଟେ ପାଡ ବାହାରିବା ସ୍ପିଡ୍ ୧୦ଫିଟ୍/ସେକେଣ୍ତ ହୋଇଥାଏ , ଏହା କେକ୍ ରେ ଲାଗିଥିବା ମହମବତୀକୁ ଆରାମ ସେ ଲିଭାଇ ପାରିବ ।

 

ଏମିତି ଔଷଧ ଆସୁଛି ଯାହାକୁ ଖାଇଲେ ଆପଣଙ୍କ ଗ୍ୟାସରେ ଚକଲେଟ୍ ଓ ଗୋଲାପ ବାସ୍ନା ଆସିପାରିବ , ଯେଉଁ ପାଡ ଅଧିକା ମାତ୍ରାରେ ନାଇଟ୍ରୋଜେନ୍ ଓ ସିଓ୨ ମିଶିକରି ହୋଇଥାଏ , ସେଥିରେ ଦୁର୍ଗନ୍ଧ ଆସେ ନାହିଁ କିନ୍ତୁ ଏହା ଆବାଜ୍ ଅଧିକା କରିଥାଏ , ପାଡିବା ସମୟରେ ପଛ ପଟ ଯଦି ଅଧିକା ଟାଇଟ୍ କରିବେ ସେତିକି ଅଧିକା ଆବାଜ୍ ଆସିବ , ମଣିଷକୁ ଅଧିକା ପାଡ ବିନ୍ସ ଖାଇଲେ ଆସିଥାଏ , ଫ୍ଲୋରିଡାରେ ୧୩ ବର୍ଷର ଏକ ପୁଅ ସ୍କୁଲ୍ ରେ ଅଧିକା ପାଡିବା କାରଣରୁ ତାକୁ ଗିରଫ କରାଯାଇଥିଲା ,

 

ଅନ୍ତରୀକ୍ଷରେ ଯାଉଥିବା ଯାତ୍ରୀ ମାନେ ଗ୍ୟାସ ବାହାର କରିପାରିବେ ନାହିଁ କାରଣ ସେଠାରେ ପେଟରେ ଥିବା ଦ୍ରବ୍ୟରୁ ଗ୍ୟାସ ଅଲଗା କରିବା ପାଇଁ ଗୁରୁତ୍ୱା ଆକର୍ଷଣ ବଳ ରହେ ନାହିଁ , ଆପଣଙ୍କର ଗ୍ୟାସରେ ଦୁର୍ଗନ୍ଧ ଆସିବା ସେଥିରେ ମହଜୁତ ୧ % ରୁ କମ୍ ହାଇଡ୍ରୋଜେନ୍ ସଲଫାଇଡ୍ ଥାଏ , ଯଦି କେଉଁ ମଣିଷ ୬ ବର୍ଷରେ ୯ ମାସ ଲଗାତାର ପାଡିଥାଏ , ତେବେ ଏହା ଆଟମ୍ ବମ୍ ଯେତିକି ଏନର୍ଜି ତିଆରି କରିଥାଏ , ସିମ୍ପାଞ୍ଜି ଏତିକି ଜୋର୍ ରେ ଲଗାତାର୍ ଗ୍ୟାସ ବାହାର କରିଥାଏ , ବୈଜ୍ଞାନିକ ତାଙ୍କର ଗ୍ୟାସକୁ ଫଲୋ କରିକି ତାଙ୍କୁ ଜଙ୍ଗଲରେ ଖୋଜିପାରନ୍ତି ,

 

ଯଦି ଆପଣଙ୍କୁ ଏକ ଚ୍ୟାମ୍ବରରେ ପକେଇଦିଆଯାଏ ତେବେ ପୁରା ତରିକାରେ ଆପଣଙ୍କୁ ଗ୍ୟାସ ଭର୍ତ୍ତି ହୋଇଥିବ , ଆପଣଙ୍କ ନିଶ୍ୱାସ ନ ନେବା ପାଇଁ ମୃତ୍ୟୁ ହେବ ନାହିଁ , ଉଡାଜାହାଜରେ ଯାତ୍ରା ସମୟରେ ଅଧିକା ଲୋକେ ଗ୍ୟାସ ଛାଡିଥାନ୍ତି , ଏଥିପାଇଁ ଜାହାଜରେ ଦୁର୍ଗନ୍ଧ ଦୁର କରିବା ପାଇଁ ଚାରକୋଲ୍ ଫିଲଟର ବ୍ୟବହାର କରାଯାଏ ,

 

ମଣିଷ ମରିବାର ୩ ଘଣ୍ଟା ପରେ ବି ପାଡି ପାରିବ , ପୃଥିବୀରେ ମହଜୁତ୍ ଥିବା ପ୍ରତ୍ୟେକ ମଣିଷ ଗୋଟେ ବର୍ଷରେ ୧୭,୦୦୦,୦୦୦,୦୦୦,୦୦୦,୦୦୦ ଥର ପାଡିଥାଏ , ଗ୍ୟାସ ଓ ମଳ ମଧ୍ୟରେ ଅନ୍ତର ରଖିବା ପାଇଁ ଆପଣଙ୍କ ପଛପଟ ମହଜୁଦ ନର୍ଭ କରିଥାଏ , କିନ୍ତୁ ବହୁତଥର ମଳ ପତଳା ହୋଇଯାଏ , ତେବେ ନର୍ଭ କନଫ୍ୟୁଜ୍ ହୋଇଯାଇଥାଏ , ଓ ପାଡର ସହ କିଛି ବହୁତ ଲେଟରିଙ୍ଗ୍ ବି ବାହାରି ଯାଇଥାଏ ।

Leave a Reply

Your email address will not be published. Required fields are marked *