March 25, 2024

Odia Express

News For Public

ସ୍ତ୍ରୀକୁ ସରପ୍ରାଇଜ ଦେବା ପାଇଁ ପାଇଁ ଛୁଟି ନେଇ ଘରକୁ ଆସିଥିଲା ଯବାନ , ସ୍ତ୍ରୀ କବାଟ ଖୋଲିବାରେ ହେଲା ଡେରି ଆଉ ତାପରେ …

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଦେଶର ଯେ କୌଣସି ଜବାନ ନିଜ ଦେଶର ରକ୍ଷା ପାଇଁ ସୀମା ଉପରେ ସବୁ ବେଳେ ନିଯୁକ୍ତ ଥାଏ , ଓ ତାର ସ୍ତ୍ରୀ ସମାଜରେ ଏକେଲା ବଞ୍ଚିବାକୁ ପଡିଥାଏ । ଓ ସବୁ ସମସ୍ୟାର ସାମନା ସେ ନିଜେ ହିଁ କରିବାକୁ ପଡିଥାଏ ,କିନ୍ତୁ ଏହା ସତ ଯେ ଏହି ସମାଜରେ ବହୁ ମହିଳାମାନେ ଏହି କଥାରେ ଫାଇଦା ଉଠାଇଥାନ୍ତି । ଏବେ ସେମିତି ଏକ ମାମଲା ସାମନା କୁ ଆସିଥିଲା । ଯେମିତି ଆମେ ସମସ୍ତେ ଜାଣିଛେ କି ସ୍ୱାମୀ ଯେବେ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କୁ ଦେଖା କରିବାକୁ ଆସିଥାଏ ସେତେବେଳେ ସେ ବହୁତ ଖୁସି ଥାଏ

 

ଏଠାରେ ସେମିତି ବି କିଛି ଏପରି ହୋଇଥିଲା , ସ୍ୱାମୀ ଯେତେବେଳେ ଛୁଟି ନେଇ ନିଜ ସ୍ତ୍ରୀକୁ ସରପ୍ରାଇଜ୍ ଦେବାକୁ ଭାବି ଥିଲା ଓ ଅଚାନକ ଘରକୁ ଆସିଥିଲା , ଏହାପରେ ସେ ବାହାରେ ଠିଆ ହୋଇକରି କବାଟ ଖୋଲିବାକୁ ଠକ୍ ଠକ୍ କରିଥିଲା , ଓ ଯେତେବେଳେ ସ୍ତ୍ରୀ କବାଟ ଖୋଲିଲା ସେ ଏକ ଅଜବ ଦୃଶ୍ୟ ଦେଖିବାକୁ ପାଇଥିଲା । ଏମିତି ବି ଆମେ ସଂମ୍ପର୍କରେ ଲଜ୍ଜିତ ହେଲା ପରି ବହୁତ ଖବର ଶୁଣିଛେ , କିନ୍ତୁ ଆଜି ଯେଉଁ ଖବର ଶୁଣିଛେ , ତାହା ଶୁଣି ଆପଣ ଚକିତ ହୋଇଯିବେ , ଏମିତି ଏକ ଖବର ଯେଉଁଠି ଏକ ସ୍ୱାମୀ ଓ ସ୍ତ୍ରୀର ମାମଲା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି , ଓ ସ୍ତ୍ରୀ ନିଜ ପ୍ରେମ ସଂମ୍ପର୍କ ପାଇଁ ନିଜ ସ୍ୱାମୀକୁ ମାରି ଦେଇଥିଲା । ଆସନ୍ତୁ ଜାଣିବା ସେହି ଖବର ବିଷୟରେ ।

 

ଏବେ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ନିଯୁକ୍ତ ଥିବା ସିଆର୍ ପି ଏଫ୍ ବାହାଦୁର ଯବାନ ଦିନେଶ ଦିବାକର ଛୁଟିରେ ନିଜ ଘର ଫରୁକାବାଦ ପହଞ୍ଚିଥିଲା , ସେଠାରେ ପହଞ୍ଚିଲା ବେଳକୁ ସେ ତା ଛୁଆର ଚିତ୍କାର ଶୁଣିବାକୁ ପାଇଲା । ସ୍ୱାମୀର ପାଟି ଶୁଣି ସ୍ତ୍ରୀ ଭୟଭୀତ ହୋଇଯାଇଥିଲା , ଓ ବହୁତ ସମୟ ପରେ କବାଟ ଖୋଲିବାକୁ ଆସିଲା , ତାପରେ ସ୍ୱାମୀ ଘର ଭିତରେ ପଶିଗଲା , ଓ ଘରର ଏପରି ହାଲତ ଦେଖିକରି ଓ କିଛି ନ ମିଳିବାରୁ ସେ ସ୍ତ୍ରୀକୁ ବିନା କାରଣରେ ମାରିବାକୁ ଲାଗିଲା , ସନ୍ଦେହ କାରଣ ଯୋଗୁଁ ସ୍ତ୍ରୀ କିଛି ମୁହଁ ଖୋଲି ନଥିଲା , ତାପରେ ସ୍ତ୍ରୀ ନିଜ ସ୍ୱାମୀକୁ ବୁଝେଇ ସୁଝେଇ କରି ତା ସହ ରହିବାକୁ ଲାଗିଲା

 

ପରେ ଗରମ ହେବା କଥା କହି ସ୍ୱାମୀ ଓ ସ୍ତ୍ରୀ ବାହାରେ ଆସି ଶୋଇପଡିଲେ , କିଛି ସମୟ ପରେ ଯେବେ ସ୍ୱାମୀର ଆଖି ଲାଗିଗଲା ସେତେବେଳେ ସେ ତା ପ୍ରେମୀକୁ ବାକ୍ସରୁ ବାହାର କରି ସ୍ୱାମୀକୁ କମ୍ବଳ ଘୋଡାଇକରି ହତ୍ୟା କରିଦେଲେ , ଓ ସ୍ୱାମୀର ଶବକୁ ରୁମ୍ ରେ ବନ୍ଦ କରି ତାଲା ଲଗାଇଦେଲେ । ତାପର ଦିନ ପିଲା ଘରର ତାଲା ପଡିଥିବା ଦେଖି ସେ ଘରକୁ ଖୋଲିବାପାଇଁ ଜିଦ୍ଦି କରିବାକୁ ଲାଗିଲେ , କିନ୍ତୁ ସ୍ତ୍ରୀ ଛୁଆଙ୍କୁ ପାଟି କରୁଥିଲା , କିଛି ସମୟ ପରେ ଶବକୁ ଠିକଣା ଲଗାଇବା ପାଇଁ ଚେଷ୍ଟା କରିଥିଲେ , ଯେମିତି ତାପର ଦିନ ତା ପ୍ରେମୀ ସେଠାକୁ ଆସିଲା ସେ ପାଖରେ ଥିବା କ୍ଷେତକୁ ନେଇ ସେଠାରେ ନିଆଁ ଲଗାଇଦେଇଥିଲା ।

ପତ୍ନୀ ଚାଲାକି ଦେଖାଇ ପତି ର ମୋବାଇଲ୍ ଓ ତାର ବ୍ୟାଗ୍ ସେଠାରେ ପକାଇ ଆସିଥିଲା , ଯେପରି ଲାଗିବ କି ତାକୁ କେଉଁ ବ୍ୟକ୍ତି ମାରିକରି ପକାଇଦେଇଛନ୍ତି , କିନ୍ତୁ ସେହି ବ୍ୟାଗ ଓ ମୋବାଇଲ୍ ରୁ ସ୍ତ୍ରୀର ଜାସୁସି ଜଣା ପଡିଥିଲା , ଓ ସବୁ ସତ କଥା ସାମନା କୁ ଆସିଥିଲା ।ଫଳରେ ପୋଲିସ ତାଙ୍କୁ ଗିରଫ କରିବା ସହ କୋର୍ଟ କୁ ପଠେଇ ଥିଲା

Leave a Reply

Your email address will not be published. Required fields are marked *