April 25, 2024

Odia Express

News For Public

୧୪୯ ବର୍ଷ ପରେ ଚନ୍ଦ୍ରଗ୍ରହଣ ରେ ହେବାକୁ ଯାଉଛି ଅଦ୍ଭୁତ ସଂଯୋଗ – ଏହି ୪ଟି ରାଶି ପାଇଁ ଖୁବ ଖୁସି ର ଦିନ ରହିବ – ମିଳିବ ଶୁଭ ସଂକେତ

ଗ୍ରହର ନିରନ୍ତର ପରିବର୍ତ୍ତନ ହେଉଥିବା ଯୋଗୁଁ ସବୁ ରାଶିର ଏହାର ପ୍ରଭାବ ପଡିଥାଏ , କେଉଁ ରାଶିର ଉପରେ ଏହାର ଭଲ ପ୍ରଭାବ ପଡିଥାଏ ତ କେବେ ଏହାର ଖରାପ ପ୍ରଭାବ ପଡିଥାଏ , ସବୁ ଗ୍ରହର ଚାଲିଚଳଣି ଉପରେ ଆଧାରିତ ହୋଇଥାଏ , ଯଦି ଆପଣଙ୍କ ଜୀବନରେ କିଛି ଅସୁବିଧା ହେଉଥାଏ , ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ , ତେବେ ଆଜି ରାତିର ଚନ୍ଦ୍ରଗ୍ରହଣ ରେ ଏଭଳି ଏକ ମହାସଂଯୋଗ ହେଇ ଏହି ରାଶିମାନଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି ,ତାଙ୍କର ଜୀବନରେ ସବୁ ସଙ୍କଟ ଦୂର ହୋଇଯିବ , ଓ ଜୀବନରେ ଚାଲୁଥିବା ସବୁ ସମସ୍ୟା ଦୂର ହୋଇଯିବ ।

ବୃଷ ରାଶି : ଏହି ରାଶିର ଲୋକଙ୍କ ଉପରେ କାଳ ଭୈରବ ବହୁତ ଖୁସି ରହିବାର ଅଛନ୍ତି , ଆପଣଙ୍କ ଜୀବନରେ ଯେଉଁ ଅସୁବିଧା ଓ ଚିନ୍ତାଗୁଡିକ ଚାଲୁଛି ତେବେ ଏହା ବହୁତ ଜଲଦି ଦୁର ହୋଇଯିବ , ଆପଣଙ୍କ ସବୁ ମନୋକାମନା ଓ ଧନର ସହ ଯୋଡି ହୋଇଥିବା ସମସ୍ତ ଅସୁବିଧା ଦୂର ହୋଇଯିବ , ଓ ଯେଉଁ କାମ କରିବେ ତାହା ଆତ୍ମବିଶ୍ୱାସର ସହ କରିବେ , ଓ ସଫଳତା ହାସିଲ କରିବେ , ଓ କଷ୍ଟ ଲାଘବ ହେବ ।

 

ସିଂହ ରାଶି : ଏହି ରାଶିର ଉପରେ କାଳ ଭୈରବଙ୍କ ଅସୀମ କୃପା ମିଳିବ , ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ , ଯାହାର କାର୍ଯ୍ୟ ଆପଣ ଲମ୍ବା ସମୟରୁ ଚେଷ୍ଟା କରୁଛନ୍ତି , ତାହା ପୁରା ହୋଇପାରିବ , ଯାହାର କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ , ଆପଣଙ୍କ ପରିଶ୍ରମ ଫଳ ଅବଶ୍ୟ ପ୍ରାପ୍ତି ହେବ , କାର୍ଯ୍ୟସ୍ଥଳ ରୁ ସହକର୍ମୀଙ୍କ ପୁରା ସହଯୋଗ ମିଳିବ , ଓ ଯେଉଁ ଲୋକ ଚାକିରି କ୍ଷେତ୍ରରେ ଅଛନ୍ତି , ସେମାନଙ୍କ ଆୟରେ ବୃଦ୍ଧି ଘଟିବ , ଓ ଆର୍ଥିକ ରୁପରେ ମଜବୁତ ରହିବେ ।

 

କନ୍ୟା ରାଶି : ଏହି ରାଶିଙ୍କ ଉପରେ କାଳ ଭୈରବଙ୍କ କୃପାରୁ ଉନ୍ନତିର ମାର୍ଗ ହାସିଲ କରିବେ , ଆପଣ କେଉଁ ମନୋରଞ୍ଜନ ଯାତ୍ରାରେ ଯାଇପାରିବେ । ଆପଣ ନୂଆ ବସ୍ତ୍ର ଓ ଆଭୁଷଣ କିଣିବାରେ ବେପାରରେ ଆପଣଙ୍କୁ ଲାଭ ମିଳିବ , ଆପଣଙ୍କ କେଉଁ କାର୍ଯ୍ୟ ପୁରା ହେବା କାରଣରୁ ଆପଣ ଆନନ୍ଦିତ ହୋଇପାରନ୍ତି , ଜୀବନସାଥୀ ସହ କେଉଂ ଉପହାର ମିଳିବାର ଯୋଗ ହେଉଛି , ଆପଣଙ୍କ ଦ୍ୱାରା ନିଆଯାଇଥିବା ଜରୁରୀ ଫଇସଲା ଫାଇଦାଦାୟକ ହୋଇପାରିବେ ।

କୁମ୍ବ ରାଶି : ଏହି ରାଶିର ଲୋକଙ୍କ ଆର୍ଥିକ ଅବସ୍ଥାରେ ଶୁଭ ଲାଭ ହେବାର ଅଛି , ଆପଣଙ୍କ ବନ୍ଧୁ ଓ ସଂମ୍ପର୍କିୟଙ୍କ ଠାରୁ ପୁରା ସହଯୋଗ ମିଳିବ , ଆପଣ ଶତ୍ରୁଙ୍କ ଉପରେ ବିଜୟ ହାସିଲ କରିବେ , ଆପଣଙ୍କ ବନ୍ଧୁମାନଙ୍କ ସହ ମନୋରଞ୍ଜକ ଯାତ୍ରାରେ ଯାଇପାରନ୍ତି , ଯାନ ବାହାନ ସୁଖ ପ୍ରାପ୍ତି କରିବାର ଯୋଗ ହେଉଛି , ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିବ , ପ୍ରେମ ସଂବନ୍ଧରେ ମଧୁରତା ଆସିବ , ପ୍ରେମିକ ଓ ପ୍ରେମିକା ମଧ୍ୟରେ ଚାଲୁଥିବା ପାଟି ତୁଣ୍ତ ଦୂର ହୋଇପାରେ , କାଳ ଭୈରବଙ୍କ କୃପାରୁ ଧନ ସହ ଯୋଡି ହୋଇଥିବା ସବୁ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *