April 17, 2024

Odia Express

News For Public

ବାପାଙ୍କ ପାଖରେ ଅଛି ୧୪ ଆରବ ଟଙ୍କାର ସମ୍ପତ୍ତି ତାପରେ ସୁଦ୍ଧା ବି ଛୁଆ ମାନେ ଏତେ ଶିକ୍ଷିତ ଅଟନ୍ତି, ଜାଣନ୍ତୁ କେତେ ପଢିଛନ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଓ ପୁଅ ମାନେ..

ଏମିତି ଆପଣ ବହୁତଥର ଶୁଣିଥିବେ କି ପଢିଲେ ଲେଖିଲେ ହେବେ ନବାବ , କିନ୍ତୁ ଯଦି ଖେଳିବେ ହେବେ ଖରାପ , ଆଜି କାଲି ବିଜ୍ଞାପନରେ ଖେଳିବା କୁଦିବାକୁ ବେଶୀ ମହତ୍ତ୍ୱ ଦିଆଯାଉଛି , କାରଣ ଜୀବନରେ ଖେଳିବା କୁଦିବା ସେତିକି ଜରୁରୀ ହୋଇଥାଏ , ଯେତିକି ପାଠ ପଢିବା କରିବା ଜରୁରୀ ହୋଇଥାଏ , ପୁର୍ବର ସମୟରେ ସଫଳତା ପାଇବା ପାଇଁ ପାଠ ପଢାକୁ ଯୋଡା ଯାଉଥିଲା , ମାନେ ଲୋକଙ୍କୁ ଲାଗୁଥିଲା କି ବ୍ୟକ୍ତି ଯେତେ ପାଠ ପଢିଥିବ , କେବଳ ସେ ହିଁ ଦୁନିଆଁରେ ସଫଳତା ହାସିଲ୍ କରିବ | ବୋଧେ ଏହି କାରଣରୁ ପାଠ ପଢା ଉପରେ ବେଶୀ ଧ୍ୟାନ ଦିଆଯାଉଥିଲା , ଓ ବାକି ଜିନିଷରେ କମ୍ ଧ୍ୟାନ ଦିଆଯାଉଥିଲା । ଯଦି ଆପଣ ଭାବୁଥିବେ କି ପାଠ ପଢା ବିନା ବ୍ୟକ୍ତି ସଫଳତା ହାସିଲ୍ କରିପାରିବ ନାହିଁ ଏହା ଆପଣ ଭୁଲ୍ ଭାବୁଛନ୍ତି , ଆମେ ଏହା କହୁ ନାହୁଁ କି ପାଠ ପଢା ଜରୁରୀ ହୋଇନଥାଏ , କିନ୍ତୁ ସଫଳତା ପାଇବା ପାଇଁ ଏମିତି ସହଜ ହୋଇନଥାଏ ।

 

ହଁ ଆଜ୍ଞା ସଫଳତା ପାଇବାକୁ ହେଲେ ଉଚ୍ଚ ଶିକ୍ଷା ଦରକାର ନୁହେଁ , ବରଂ ମନୁଷ୍ୟକୁ କଡା ପରିଶ୍ରମ କରିବା ଦରକାର ପଡିଥାଏ , ସେମିତି ବ୍ୟକ୍ତି ଯେଉଁ ଜିନିଷ କରିବାର ଇଚ୍ଛା ଓ ମନୋବଳ ଥିବ ତେବେ ମଣିଷ ଯେ କୌଣସି ମାଧ୍ୟମରେ ସଫଳତା ପାଇପାରିବ , କିନ୍ତୁ ଏହା ସବୁ ସତ୍ତ୍ୱେ ମଧ୍ୟ ବିନା ପାଠ ପଢାରେ ଆମେ ଶିକ୍ଷା ପ୍ରାପ୍ତି କରିପାରିବା ନାହିଁ , ବୋଧେ ଏହି କାରଣ ସକାଶେ ଆରବପତି ଲୋକ ଏତେ ଧନୀ ହେବା ସତ୍ତ୍ୱେ ନିଜ ଛୁଆଙ୍କୁ ଏତେ ଅଧିକା ପଢାଇଥାନ୍ତି ।

ଏମିତି ଆପଣ ଜାଣିଥିବେ କି ମୁକେଶ ଅମ୍ବାନୀ ଅଧିକା ପଢିନାହାନ୍ତି , କିନ୍ତୁ ତାଙ୍କର ଛୁଆ କେତେ ପାଠ ପଢିଛନ୍ତି , ଏହା ଆପଣ ଜାଣିନଥିବେ , ତେବେ ଆସନ୍ତୁ ଜାଣିବା ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର ଛୁଆ କେତେ ପାଠ ପଢିଛନ୍ତି , ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ କି ମୁକେଶ ଅମ୍ବାନୀଙ୍କ କମ୍ ବୟସରେ କେବଳ ନିଜ ବାପାଙ୍କ ବିଜନେସ୍ ସମ୍ଭାଳୁଛନ୍ତି , ବରଂ ପୂର୍ବରୁ ସେ ଉଚ୍ଚ ଶିକ୍ଷା ବି ହାସିଲ୍ କରୁଥିଲେ , କିନ୍ତୁ ତାପରେ ଆମେ ତାଙ୍କ ବିଷୟରେ ବିସ୍ତାରରେ କହିବୁ ।

 

୧) ଈଶା ଅମ୍ବାନୀ : ସବୁଠାରୁ ପ୍ରଥମେ ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ କଥା କହିବୁ , କହିଦେବୁ କି ଈଶା କେବଳ ୧୬ ବର୍ଷର ଥିଲେ ତେବେ ତାଙ୍କ ନାଁ ଫୋର୍ବସ୍ ପତ୍ରିକାର ଲିଷ୍ଟରେ ଟପ୍ ଟେନ୍ ବିଲେନିୟର୍ ରେ ସାମିଲ୍ ଥିଲା , କିନ୍ତୁ ଏବେ ତାଙ୍କର ନୁହେଁ ବରଂ ତାଙ୍କ ବାପାଙ୍କ ସଫଳତା ବିଷୟରେ କହିପାରିବା , ସେମିତି ଈଶାଙ୍କ ପାଠ ପଢା କଥା କହିଲେ ସେ ୟେଲ୍ ୟୁନିଭରସିଟିରୁ ସାଇକୋଲୋଜିରେ ଡିଗ୍ରୀ ହାସିଲ୍ କରିଛନ୍ତି , କହିଦେବୁ କି ନିଜ ପାଠ ପଢା ପୂରା କରିସାରିବା ପରେ ଈଶା ଅମ୍ବାନୀ ନିଜ ମା ନୀତା ଅମ୍ବାନୀଙ୍କ ସହ ଏନ୍ ଜିଓ ରେ କାମ କରିଥିଲେ , ଏହା ଛଡା ଈଶା ଆର୍ଟ, ସ୍ପୋର୍ଟସ୍, ଓ ବିଜନେସ୍ ରେ ଯୋଡି ହୋଇଛନ୍ତି , ଓ ତାଙ୍କୁ ବହୁତ ଆୱାର୍ଡ ବି ମିଳିଛି ।

 

୨) ଆକାଶ ଅମ୍ବାନୀ : ଯଦି ଆକାଶ ଅମ୍ବାନୀଙ୍କ କଥା କହିବା ତେବେ ଆକାଶ ଏବେ ନିଜ ବାପା ରିଲାୟନ୍ସ ଜିଓର ବିଜନେସ୍ ସମ୍ଭାଳୁଛନ୍ତି , ସେମିତି ତାଙ୍କର ଯଦି ପାଠ ପଢା କଥା କହିବା ତେବେ ସେ ବ୍ରାଉନ୍ ୟୁନିଭରସିଟିରୁ ଇକୋନୋମିକ୍ସରେ ବ୍ୟାଚଲର୍ ଡିଗ୍ରୀ ହାସିଲ୍ କରିଛନ୍ତି , ଏହା ସହ ସେ ଫଟୋଗ୍ରାଫି କରିବା ପସନ୍ଦ କରନ୍ତି ,ସେଥିପାଇଁ ସେ ବିଜନେସ୍ ସମ୍ଭାଳିବା ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ବି କରୁଛନ୍ତି ।

 

୩) ଅନ୍ତନ ଅମ୍ବାନୀ : ଏବେ ମୁକେଶ ଅମ୍ବାନୀଙ୍କ ଛୋଟ ପୁଅ ଅନ୍ତନ ଅମ୍ବାନୀଙ୍କର କଥା କହିବା , ଏହି କଥା ସମସ୍ତେ ଜାଣିଥିବେ କି ଅନ୍ତନ କେବଳ ୧୮ ମାସରେ ୧୮୦ କେଜି ଓଜନ ହଟାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ , ସେ ଏବେ ବ୍ରାଉନ୍ ୟୁନିଭରସିଟିରେ ବ୍ୟାଚଲର୍ ଡିଗ୍ରୀ କରୁଛନ୍ତି , ଏହା ଛଡା ଅନ୍ତନ ଅମ୍ବାନୀଙ୍କ ବିଷୟରେ ଏମିତି କୁହାଯାଏ କି ସେ ବାଲାର୍ଜୀଙ୍କ ବହୁତ ବଡ ଭକ୍ତ ଅଟନ୍ତି , ଏମିତିରେ ସେ କୌଣସି ନୂଆ କାମ ଆରମ୍ଭ କରିବାକୁ ହେଲେ ପ୍ରଥମେ ବାଲାର୍ଜୀଙ୍କର ଦର୍ଶନ କରିଥାନ୍ତି , ଏହା ଛଡା ସେ କ୍ରିକେଟ୍ ମ୍ୟାଚ ଦେଖିବା, ଓ ସାଙ୍ଗ ମାନଙ୍କ ସହ ପାର୍ଟି କରିବା ବହୁତ ସଉକ ରଖନ୍ତି , ସଚିନ୍ ତେନ୍ଦୁଲକର୍ ଙ୍କ ଝିଅ ସାରାଙ୍କର ସେ ଭଲ ବନ୍ଧୁ ଅଟନ୍ତି

Leave a Reply

Your email address will not be published. Required fields are marked *